Nojoto: Largest Storytelling Platform
writerbiswaranja5937
  • 4Stories
  • 13Followers
  • 87Love
    926Views

Biswaranjan

  • Popular
  • Latest
  • Video
7bd17429426aa87ba31c8b4d225ead97

Biswaranjan

 ଏସଂସାରରେ ଏମିତି କେହି 
ନାହିଁ ନିରନ୍ତର ସୁଖ ଭୋଗ
 କରେ ବା ରୋଗରେ 
ପଡେନାହିଁ । 
ପ୍ରତ୍ଯେକ ଲୋକର କିଛି 
କିଛି ଅପୂର୍ଣତା ଅଛି।

©Biswaranjan
  #Writerbiswaranjan
7bd17429426aa87ba31c8b4d225ead97

Biswaranjan

 ଗୋଟିଏ ପୁରୁଣା କଥା ଅଛି ଘୋଡା ଯଦି ବାନ୍ଧୁଛ ଚଢିବା ମଧ୍ଯ ଶିକ୍ଷା କରିବା ଦରକାର ନହେଲେ ଘୋଡା ତୁମ ଉପରେ ଚଢିଯାଇପାରେ।

©Writer Biswaranjan
  #Writerbiswaranjan
7bd17429426aa87ba31c8b4d225ead97

Biswaranjan

 ମଣିଷ ବିବେକର ସ୍ବର କ୍ଷିଣ ହେଲେ ମଧ୍ଯ ସଦାବେଳେ ସଠିକ୍‌ ଥାଏ।

©Writer Biswaranjan
  #alone #Writerbiswaranjan
7bd17429426aa87ba31c8b4d225ead97

Biswaranjan

ଆଜି ଭାବନା‌ ପ୍ରକାଶ କରିବା ପାଇଁ  ଅନେକ ମାଧ୍ଯମ ଅଛି, 
କିନ୍ତୁ‌ ଭାବନା‌ ବୁଝିବା ପାଇଁ ଦରଦୀ ହୃଦୟର ଲୋକ କାହିଁ‌ ?

©Writer Biswaranjan
  #humantouch #writerbiswaranjan

Follow us on social media:

For Best Experience, Download Nojoto

Home
Explore
Events
Notification
Profile