Find the Best kanhucharan Shayari, Status, Quotes from top creators only on Nojoto App. Also find trending photos & videos about behte kan ka ilaj, di...i dan di...kan, sido and kanhu murmu, kadhal kan kattudhe images with love quotes, dono kan me dard,
Rajpradhan
ଏଇ କାଳ ରାତିଠୁ କିଛି ସିକି ଯିବି ସକାଳ ହେଲେ ନିଜକୁ ଭୁଲିଯିବି ହଁ ମୁଁ ଚାଲିଯିବି ହଁ ମୁଁବି ଦିନେ ମରିଯିବି ହଁ ସବୁଦିନ ପାଇଁ ଶୋଇଯିବି... ହଁ ମୁଁ ଚାଲି ଯିବି। ହଁ ମୁଁ ବି ସବୁଦିନ ପାଇ ଚାଲିଯିବି ଏଇ ଦୁନିଆରୁ ଦିନେ ହଜିଯିବି ହଁ ମୁଁ ପ୍ରଭୁଙ୍କ ଦର୍ଶନ ପାଇ ଯିବି ମୁଁ ବି ଭବ ସଂସାରୁ ମୁକ୍ତି ପାଇଁ ଯିବି.. ହଁ ମୁଁ ବି ଚାଲି ଯିବି। ହଁ ମୁଁ ଯାହା କମାଇଛି ସବୁ ଏଠି ଛାଡ଼ି ଯିବି ହଁ ମୁଁ ବି କିଛି ପାଇ ଯିବି ହଁ ମୋ ପାପ ସବୁ ଭୋଗି ଯିବି ନିଷ୍କାମିହୋଇ.. ପୁନ୍ୟ ନେଇଯିବି... ହଁ ମୁଁ ବି ଚାଲିଯିବି । ହଁ ମୋତେବି ସବୁ ଭୁଲିଯିବେ ମୁଁ ବି ଭୁଲିଯିବି ଆଗକୁ ବଡିଯିବି ହଁ ମୁଁ ବି ପ୍ରେମରେ ହଜିଯିବି ନିଜକୁ ପାଇଯିବି... ହଁ ମୁଁ ବି ଚାଲି ଯିବି। #odiapoetry #odiakavita #kanhucharan
#odiapoetry #odiakavita #kanhucharan
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited