Nojoto: Largest Storytelling Platform
mamatapatra4086
  • 22Stories
  • 11Followers
  • 423Love
    5.5KViews

Mamata Patra

Really GOD is great we only can FEEL it.....

  • Popular
  • Latest
  • Video
a40aa0c47eefb802966f524ad85e31d8

Mamata Patra

18th PRAVASI BHARATIYA DIVAS
ODISHA (BBSR)
8th-10th January

©Mamata Patra
  pravasi bharatiya divas

pravasi bharatiya divas #ଚିନ୍ତାଧାରା

a40aa0c47eefb802966f524ad85e31d8

Mamata Patra

କୃଷ୍ଣ ବନ୍ଧୁ କୃଷ୍ଣ ସଖା 
କୃଷ୍ଣ ସହୋଦର 
କୃଷ୍ଣ ମାତା କୃଷ୍ଣ ପିତା 
କୃଷ୍ଣ ଚରାଚର 
କୃଷ୍ଣ ପ୍ରେମ କୃଷ୍ଣ ମାୟା 
କୃଷ୍ଣ ଏକା ବିଶ୍ୱ 
କୃଷ୍ଣ ଆଦି କୃଷ୍ଣ ଅନ୍ତ 
କୃଷ୍ଣ ବିନା ନିଶ୍ୱ

©Mamata Patra
  #କୃଷ୍ଣ ଆଉ ମୁଁ

#କୃଷ୍ଣ ଆଉ ମୁଁ #ଚିନ୍ତାଧାରା

a40aa0c47eefb802966f524ad85e31d8

Mamata Patra

White ଖାଇବାକୁ ଅନ୍ନ ଦେଲ 
ପିଇବାକୁ ପାଣି 
ଶ୍ୱାସ ପାଇଁ ବାୟୁ ଦେଲ 
ଚାଲିବାକୁ ଭୂମି 
ସୁଖ ପାଇଁ ସଖା ଦେଲ 
ନାନା ଦ୍ରବ୍ୟ ଆଣି 
ସଂସାରରେ ସବୁଦେଇ 
କରାଇଲ ଋଣୀ

©Mamata Patra
  #sad_qoute
a40aa0c47eefb802966f524ad85e31d8

Mamata Patra

Jai Shree Krishna ଶୟନରେ ଆସ କେବେ 
ସପନରେ ଆସ 
ଭାବନlରେ ଆସ କେବେ 
ଚେତନାରେ ଆସ 

ଆସ ପୁଣି ହତାଶେ ନିରlଶେ 
ହାତଠାରି ଡାକ କେବେ 
ଥିଲେ ମୁଁ ଉଦାସ

©Mamata Patra
   କୃଷ୍ଣ ଚେତନା

କୃଷ୍ଣ ଚେତନା #ଚିନ୍ତାଧାରା

a40aa0c47eefb802966f524ad85e31d8

Mamata Patra

Unsplash ନବବର୍ଷର ଅଭିନନ୍ଦନ

©Mamata Patra
  #snow
a40aa0c47eefb802966f524ad85e31d8

Mamata Patra

କୃଷ୍ଣ ନାମ କୃଷ୍ଣ ପ୍ରେମ 
କୃଷ୍ଣ ଜୀବନମୟ
କୃଷ୍ଣ ପ୍ରାଣ କୃଷ୍ଣ ଚେତନା 
କୃଷ୍ଣ ପଦେ ଆଶ୍ରୟ

©Mamata Patra
  କୃଷ୍ଣ ଚେତନା

କୃଷ୍ଣ ଚେତନା #ଚିନ୍ତାଧାରା

a40aa0c47eefb802966f524ad85e31d8

Mamata Patra

a40aa0c47eefb802966f524ad85e31d8

Mamata Patra

#romance
a40aa0c47eefb802966f524ad85e31d8

Mamata Patra

Dear God ○ଚାରିଆଡୁ ନିରାଶ ହୋଇ 
ତୋପଦେ ଶରଣ ଗଲି
ରଖିବୁ ଯଦି ରଖିବୁ
ନହେଲେ ଜୀବନୁ ଗଲି

©Mamata Patra
  #prayer
a40aa0c47eefb802966f524ad85e31d8

Mamata Patra

○ପରଜlପତି 


ସଭିଏଁ କୁହନ୍ତି
         ପରାଜପତି ତରକାଅତି 
ସେକଥାତ ମୋତେ ଜଣା ନାହିଁ
 ଫୁଲରୁ ଫୁଲକୁ
            ଘାସରୁ ଘାସକୁ
   ଦିନସାରା ଉଡି ବୁଲୁଥାଇ......

   ଗଛରେ  ଫଳ
          ଫଳାଇ ଥାଏ ମୁଁ
ମୋ ପାଦର ରେଣୁ ଦେଇ
 ଦୁନିଆ ପାଳନେ
            ମୋହର ଭୂମିକା
ପରୋକ୍ଷରେ ଅଛିରହି ........


ଦିନେ ଯେଉଁମାନେ
        ନିନ୍ଦୁଥିଲେ ମୋତେ
ମୋର କୁଶ୍ଚିତ ରୂପକୁ ଦେଖି
ଧରିବାକୁ  ଆଜି
          ପଛେ ମୋ ଆସନ୍ତି
ପାଦତାଙ୍କ ଚିପିଚିପି.........

କୁନି ଡେଣା ରେ ମୋ
            କେତେ ପରକାର
ଛବିଯେ ଅଛିରହି
ସଭିଏଁ କୁହନ୍ତି
           କେଡେ ସୁନ୍ଦର ମୁଁ
ତାହା ମୁଁ ଦେଖି ନପାରଇ.......

କେହି କହିଦେଲେ
          ନିଜର ରୂପକୁ
କେବେ ନିନ୍ଦା କରନାହିଁ
କର୍ମ ଏକା ବଡ
          ସଂସାରେ ସିନାଯେ
ଈଶ୍ୱର ଅଛନ୍ତି ଦେଇ......

ମମତା ପାତ୍ର(ଶିକ୍ଷୟତ୍ରୀ )ପୁରୀ

©Mamata Patra
  #Butterfly
loader
Home
Explore
Events
Notification
Profile