Nojoto: Largest Storytelling Platform
chhandacharanbho2964
  • 8Stories
  • 76Followers
  • 62Love
    203Views

chhanda Charan bhoi

  • Popular
  • Latest
  • Video
beda66e529503cb5ee191cd842d3d14f

chhanda Charan bhoi

ଦୁଇଟା ଜିବନ୍ ତା ଲାଗିଜାଏ
ଏକସି ବାଏସି ଠିଆ,
ଚାଏର୍ ଟା ଆଁଖି ଗୁଟେ ସପନ୍
ନାଁ ଆଏ ତାର୍ ବିହା।

©chhanda Charan bhoi #chhanda, #Koshli #yqbaba 

#kapil
beda66e529503cb5ee191cd842d3d14f

chhanda Charan bhoi

ଅସଲ୍ ଚେହେରା ଦୁଖେଁ ଥିଲେଁ ଜଁନା
ଅସକଟିଆ ଜାନବୁ ଗୁଧୁଆ ଘାଟେଁ,
ଅଗଲା ଉଛୁଲା ହାଟ୍ ମୁନାଁ କହେସି
ଅମରୁତ୍ ଆସେଁ ଧର୍ ସତର୍ ବାଟ୍।
ଅଗସି ପାଏବୁ ତ ମାଦି ସାଲ୍ ମାଡ୍
ଅମରି ତାର୍ ଦୁଖେଁ ସୁଖେଁ,
ଅଏତକା ସପନ୍ ଦେଖୁଥା ହରଦମ୍
ଅମରିବା ନଁ ଥିଲେଁ ଲୁକେଁ।


ଛନ୍ଦା ଚରଣ ଭୋଇ,
ବାଘହାଣ୍ଡି, ସୋନପୁର ଅ ଅଖରେଁ ଦୁଇପଦ୍।

ଅ ଅଖରେଁ ଦୁଇପଦ୍। #poem

9 Love

beda66e529503cb5ee191cd842d3d14f

chhanda Charan bhoi

ମୋର ମାମୁଁ ଙ୍କ ଅଭିନୟ

ମୋର ମାମୁଁ ଙ୍କ ଅଭିନୟ #Talk

81 Views

beda66e529503cb5ee191cd842d3d14f

chhanda Charan bhoi

କବିତା ଜଖା

କବିତା ଜଖା #poem

115 Views

beda66e529503cb5ee191cd842d3d14f

chhanda Charan bhoi

କବିତା ମୋର୍ ବା ମତେ ରିସମିଁ ହେସି

କବିତା ମୋର୍ ବା ମତେ ରିସମିଁ ହେସି

88 Views

beda66e529503cb5ee191cd842d3d14f

chhanda Charan bhoi

ହେ ମାହାପୁରୁ ତମେଁ ତାହାକୁ ଭି ମାଫ୍ କରିଦେବ, 
ଯେ ତୁମର ନାଁ ଥି କିରିଆ ଖାଇ ଅସତ୍
 କହୁଛେ, 
ତୁମର ସରନ୍ ଗଲାପରେ ଭି ଅନିଏ କରୁଛେ,
ତୁମକୁ ଜାନଲା ପରେ ଭି ନିଜକେ ମହାନ୍ ଭାବୁଛେ।

6 Love

beda66e529503cb5ee191cd842d3d14f

chhanda Charan bhoi

ଗୁଟେ ଅପ୍ରିୟ ସତ୍ କଥା,
ଗଲା କଥା ହେତେଇ କରି ବର୍ତ୍ତମାନ ଭବିଷ୍ୟତ କେ ବରବାଦ୍ କରବାର୍ ଅଛେ ତ ଭଲ୍ ପ।
ଆଉ ଭବିଷ୍ୟତ ବନାବାର୍ ଅଛେ ତ ସପନ୍ ଦେଖ, ଶୁଇ କରି ନାଇଁ! ଚେତିକରି ଏନ୍ତା ସପନ୍ ଯେ କି ତମକୁଁ ଶୁଇନାଇଁ ଦେଉଥିବା। ସପନ୍ ଦେଖ

ସପନ୍ ଦେଖ #Talk

8 Love

beda66e529503cb5ee191cd842d3d14f

chhanda Charan bhoi

ଜୁଏ ଲାଗୁନଁ ସେ ଭାଲେଣ୍ଟାଇନ୍ କେ?

 ସକାଲୁ ସକାଲୁ କନିଆଁର୍ ଫୁନ୍ ଆଏଲା କି କହୁଛେ,
ହାଲୋ ଭାଇ କେନ୍ତା ଅଛ?

9 Love


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile