Nojoto: Largest Storytelling Platform
kkss6214701152887
  • 111Stories
  • 3Followers
  • 0Love
    0Views

The_soul_of_dead_spirit

  • Popular
  • Latest
  • Video
ecf78856266c979ac0c036958d9ca00d

The_soul_of_dead_spirit

Everytime I ask a question to myself, is really destiny more powerful than time and love? #yqaestheticthoughts #yqdidi #yqbaba #yqrestzone #questionmyself
ecf78856266c979ac0c036958d9ca00d

The_soul_of_dead_spirit

नफरत की आग को शांत करने की क्षमता कहा,क्युकी उस बेइंतहा प्यार से तो बनती है बेपनाह नफरत ।
वो नफरत जो मीट नहीं सकता । अगर जान लेने की या देने की ताकत रखते हो तो करो बेइंतहा मोहब्बत,बेशुमार बरसाओ अपने साथी पर,मगर आखिर में वही साथी तुम्हे नफरत के आग के बिछ छोड़ के तुम्हारे जिस्म का राख बनते हुए देखेगी,और उन अंगारों को हाथ में रख के यही कहेगी .... यही होता है बेइंतहा प्यार में ।।💔 नमस्कार लेखकों।😊

हमारे #rzhindi पोस्ट पर Collab करें और अपने शब्दों से अपने विचार व्यक्त करें । 

इस पोस्ट को हाईलाईट और शेयर करना न भूलें!😍

हमारे पिन किये गए पोस्ट को ज़रूर पढ़ें🥳

नमस्कार लेखकों।😊 हमारे #rzhindi पोस्ट पर Collab करें और अपने शब्दों से अपने विचार व्यक्त करें । इस पोस्ट को हाईलाईट और शेयर करना न भूलें!😍 हमारे पिन किये गए पोस्ट को ज़रूर पढ़ें🥳 #yqdidi #YourQuoteAndMine #yqrestzone #collabwithrestzone #yqrz #rzबेइंतहाप्यारमें

ecf78856266c979ac0c036958d9ca00d

The_soul_of_dead_spirit

ଜହ୍ନ ଉଇଁ ଆସେ ସନ୍ଧ୍ୟା ଆକାଶରେ,
ଆଉ ଶୁଭେ ନାହିଁ ପକ୍ଷୀରାବ,
ଜନପଥ ହୁଏ ଜନଶୂନ୍ୟ ଆଜି,
ହୁଏ ଆତ୍ମା ର ଆବିର୍ଭାବ ।।
ବିଲୁଆ କୁକୁରଙ୍କ ବିକଟାଳ ଶବ୍ଦେ,
ସେ ରାସ୍ତା ହୋଇଉଠେ ଭୟଙ୍କର,
କେହି ଜଣେ ସତେ ଚିତ୍କାରି କହେ,
ତୃପ୍ତି ନାହିଁ ମୋ ଆତ୍ମା ର ।।

ଅଶାନ୍ତ ରଜନୀ ର ନିସ୍ତବ୍ଧ ମୁହୂର୍ତ୍ତେ,
ରକ୍ତପିପାସୀ ର ରୂପ ନେଇ,
ଖୋଜି ବୁଲେ ସେ, ନାରୀ ମାଂସଲୋଭୀ ରାକ୍ଷସମାନଙ୍କ
ରକ୍ତ ପିଇବା ପାଇଁ ।।
ଦିନେ ଲିଭିଥିଲା ତା ଜୀବନ ଦୀପ,
ସେହି ବୁଢ଼ା ବରଗଛ ମୂଳେ,
ତା ଜୀବନ ନଈ ର ପାଣି ଯେ ଶୁଖିଲା ,
ପଡି ସେ ଜନ୍ତୁମାନଙ୍କ କବଳେ ।।
ଆଜି ବି ଅଛି ସେ ସେହି ଗଛ ମୂଳେ,
ହେଲେ ନାହିଁ ତାର ସେ ଶରୀର,
ଅଶରୀରି ପ୍ରାୟ ଚିତ୍କାରିି କହେ,
ତୃପ୍ତି ନାହିଁ ମୋ ଆତ୍ମା ର ।। ତୃପ୍ତି ନାହିଁ ମୋ ଆତ୍ମା ର............🍂🍂
#odiakavita #poetry #horror #yqquotes #yqdidi #yqodia #yqpoetry

ତୃପ୍ତି ନାହିଁ ମୋ ଆତ୍ମା ର............🍂🍂 #odiakavita poetry horror #yqquotes #yqdidi #yqodia #yqpoetry

ecf78856266c979ac0c036958d9ca00d

The_soul_of_dead_spirit

ଧ୍ଵଂସ ର ଦ୍ୱାରଦେଶ ରେ ଛିଡା ହୋଇ ,
ପୁଣି ପଛକୁ ଫେରି ଚାହିଁବି କାହିଁକି ;
ସ୍ମୃତି ର ଭଗ୍ନାବଶେଷ ରୁ କିଛି କୁ ,
ତୋଳି ଧରିବି ମୁଁ କାହିଁକି ;
କୁଆଡେ ନେବାକୁ ଆସିଛ ସାଥୀ ,
କାଳ ପରା ଡେଣା ମେଲେଇ ବସିଛି ମୋ ପାଇଁ କି ।।
ସମ୍ପର୍କ ରେ ଫାଟ ପଡ଼ିଲା ପରେ ,
ତୃଷାର୍ତ୍ତ ମନ ରେ ଆଉ ଆଶା ଭରିବି କାହିଁକି ;
ଅନ୍ଧାର ପରା ମାଡ଼ି ଆସିଲାଣି ,
ପୁଣି ଆଲୁଅ ଖୋଜିବି ମୁଁ କାହିଁକି ;
କୁଆଡେ ଯିବାକୁ ବସିଛ ସାଥୀ ,
କଣ ଆଉ ସାଙ୍ଗ ରେ ନେବାକୁ ଈଛା ନାହିଁ କି ।।
ହିସାବ ନେବାକୁ ଆସିଛ ଏ କ୍ଷତାକ୍ତ ହୃଦୟ ର ,
ମୋତେ ଧରି ନେବାକୁ ତୁମ ମନ ହୁଏ ନାହିଁ କି ;
ହାର୍ ଜିତ୍ କଥା ପଚାରୁଚ ଯଦି.. 
ତୁମେ ଆସିଛ, ଏଟା ମୋ ଜିତିବା ନୁହେଁ କି ;
ଆଉ କଣ କହିବ କୁହ ,
ହେଇ ଦେଖ! ମୃତ୍ୟୁ କେମିତି ବସିଛି ମୋତେ ଚାହିଁକି ।।

 ଧ୍ବଂସ ର ଦ୍ଵାରଦେଶ ରେ .........
#odiawritings #yqodia #poetry #yqdidi #yqbaba #poetrycommunity #life

ଧ୍ବଂସ ର ଦ୍ଵାରଦେଶ ରେ ......... #odiawritings #yqodia poetry #yqdidi #yqbaba #poetrycommunity life

ecf78856266c979ac0c036958d9ca00d

The_soul_of_dead_spirit

Someone said to me that one sided love is like waiting for a train in an airport..
But I think one sided love is the special feelings that no body can explain actually. There is no hope of getting her, there is no intention to acquire, there is no expectations in one sided love. It's an unconditional love and the most devine sentiment. You can't see any mistake in your beloved. You can't tolerate any bad words and injustice about her. One sided lover means to see her happy, to respect her from heart, to support her in everything, to see her smiling and to pray for her to be happy always. One sided love...❤️❤️
#onesidedlove #onesidedfeelings #love #feelings #divinelove #yqdidi #yqbaba
ecf78856266c979ac0c036958d9ca00d

The_soul_of_dead_spirit

Feelings don't die easily, we always keep them feeding with memories..🍂 Feelings remain forever...#feelings #feelingsneverdie #feelingstowords #yqaestheticthoughts #yqbaba #yqquotes  #paidstory
ecf78856266c979ac0c036958d9ca00d

The_soul_of_dead_spirit

I beleive there lies love for me in the box of her heart . I take all the efforts to open it with my love only to find out that my belief was a blunder in all sorts. Blunder in all sorts...#lifetruths #lifewithoutlove #lifelessons #lifegoals  #yqbaba #yqaestheticthoughts
ecf78856266c979ac0c036958d9ca00d

The_soul_of_dead_spirit

"ସ୍ବପ୍ନ ସବୁ ଭାଙ୍ଗି ଗଲା ପରେ"
*********************
ମନ ଯଦି ହୁଏ କାଚଘର ବନ୍ଧୁ,
ତାକୁ ଯତ୍ନ ରେ ସାଇତା ଯାଏ,
ଥରେ ଯଦି ଭାଙ୍ଗିଯାଏ ମନ ଘର,
ଆଉ ଅବା କି ସେ ଯୋଡ଼ି ହୁଏ।।
ହୃଦୟ ଟି ପକ୍ଷୀ ବସା ର ସଦୃଶ,
ପ୍ରେମ ରେ ହିଁ ଗଢା ଯାଏ,
ଥରେ ଯଦି ଭାଙ୍ଗିଯାଏ ସେ ପ୍ରେମ ଟିକକ,
ଆଉ ହୃଦୟ କି ବଞ୍ଚି ରୁହେ।।
ସ୍ବପ୍ନ ସବୁ ଆଶା ସମୂଦ୍ର କୂଳ ରେ,
ବାଲି ଘର ପରି ଶୋଭା ପାଏ,
ଆଖି ବେଳାଭୂମି ଲୁହ ଲହରୀ ରେ,
ସେ ସ୍ବପ୍ନ ସବୁ ଧୋଇଯାଏ।।
ଭଙ୍ଗା ମନ କୁ କିଏ ଅବା ଦେଖେ,
ଭଙ୍ଗା ହୃଦୟ କୁ କେ ପଚାରେ,
ଭଙ୍ଗା ସ୍ବପ୍ନ ସବୁ ଅଧାଗଢା କବିତା ପରିକା,
ମୂଲ୍ୟହୀନ ହୋଇ ରହିଯାଏ।।
ଭଙ୍ଗା ଜିନିଷ କୁ ଆଉ ଥରେ ଭଲା,
କୋଉ ଗଢି ତୋଳି ହୁଏ,
ଜୀବନ ଟା ଅଧା ରହି ଯାଏ ସିନା,
ଆଉ ଅନ୍ଧାର କେବେ ନ ଦୂର ହୁଏ।।💔
          
      - The_spirit_of_dead_soul    
       
     


     Swapna sabu bhangijiba pare....🍂🍁
#brokendreams #lostlove #yqodia #love #yqquotes #yqdidi

Swapna sabu bhangijiba pare....🍂🍁 #brokendreams #lostlove #yqodia love #yqquotes #yqdidi

ecf78856266c979ac0c036958d9ca00d

The_soul_of_dead_spirit

लोग बड़े स्वार्थी है...
जब तक सब सही चल रहा है तो सब ठीक है अगर थोड़ी सी भी कही गलती हो गई तो बात आप पे आ ही जाता है।। #brokenheart #lostsoul #solitude #रातकाअफ़साना
ecf78856266c979ac0c036958d9ca00d

The_soul_of_dead_spirit

♥️"हर रिश्ते की सुरुआद दोस्ती से ही होती है।।"♥️ Movie - Mujhse dosti karogi ♥️♥️♥️
#love #friendship #loveship #yqhindi

Movie - Mujhse dosti karogi ♥️♥️♥️ love #Friendship #loveship #yqhindi

loader
Home
Explore
Events
Notification
Profile