Nojoto: Largest Storytelling Platform
tikagobinda3577
  • 5Stories
  • 14Followers
  • 13Love
    282Views

tikagobinda

  • Popular
  • Latest
  • Video
f5f595c4db5bff11edb853941a1c6fa5

tikagobinda

ଗୋଟେ ଅଦୃଶ୍ୟ ଡୋରି .....
ଦି ପାଖିଆ ହେଲେ ସମ୍ପର୍କ,
ଏକ ପାଖିଆ ହେଲେ ଯନ୍ତ୍ରଣା

©tikagobinda #ସଖୀ 
#Couple
f5f595c4db5bff11edb853941a1c6fa5

tikagobinda

#IshqUnlimited
f5f595c4db5bff11edb853941a1c6fa5

tikagobinda

#ସଖୀ
                           #ଭରସା
 
କଥା ଯଦି କେବଳ ପ୍ରେମର ଥାଆନ୍ତା
ତାକୁ ଯିବାକୁ ଦିଅନ୍ତି ତା ବାଟରେ ,
କେବଳ ଦେଖନ୍ତି କୋଉ ପାଣି କୁଆଡେ ଯାଉଛି ।
କଥା ଏଇଠି ବିଶ୍ବାସର
କିଛି ଲୋଡିବା ପଣର ଅବତାରିତାର ।
ଯେବେ ଆଖି ଖୋଲିଲେ ସକାଳ
ଡେରି ହେଲା ବୋଲି କେମିତି କହିବ ।
ସଂଜିବନୀବି ପରା ପିତା ଲାଗେ
ବାସ ଗାରଟେ କେବଳ ଟାଣିବ 
ଭଲ ଆଉ ଭଲ ଲାଗିବା ଭିତରେ ।
ହାତର ତାକତ ନୁହଁ 
ସଂପର୍କର ମଜବୁତିରେ ଭରସା ରଖ
ହାତ ଛାଡିବନି ବୁଡିବାକୁ ଦେବିନି

©tikagobinda #lost
f5f595c4db5bff11edb853941a1c6fa5

tikagobinda

f5f595c4db5bff11edb853941a1c6fa5

tikagobinda

#bandeutkaljanani


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile