Nojoto: Largest Storytelling Platform
bhagirathibarik4905
  • 10Stories
  • 26Followers
  • 68Love
    173Views

Bhagirathi barik

ମୁଁ ପ୍ରେମ କୁ ପ୍ରେମ କରେ।।

  • Popular
  • Latest
  • Video
fe9dc95c2c79d765c6ed968e0d8e0f85

Bhagirathi barik

ଏଇତ ଦିଶିଲାଣି ତମଗାଁ ସ୍କୁଲ୍
ଯୋଉଠି ଆମ ପ୍ରେମର
ପ୍ରଥମ ମୁଳଦୁଆ ପଡିଥିଲା,
କ୍ଲାସରୁମରେ ତମ ତେର୍ଛା ଚାହାଣି
କୋଉ ବନ୍ଧୁକର ଗୁଳିଠୁ କମ୍ ନୁହେଁ,
ବିଦ୍ୟାରାଣ,
ଛାତିରେ ଠାଏ ଠାଏ ବାଜୁଥିଲା।।

©Bhagirathi barik ଏଇତ ଦିଶିଲାଣି ତମଗାଁ ସ୍କୁଲ୍
ଯୋଉଠି ଆମ ପ୍ରେମର
ପ୍ରଥମ ମୁଳଦୁଆ ପଡିଥିଲା,
କ୍ଲାସରୁମରେ ତମ ତେର୍ଛା ଚାହାଣି
କୋଉ ବନ୍ଧୁକର ଗୁଳିଠୁ କମ୍ ନୁହେଁ,
ବିଦ୍ୟାରାଣ,
ଛାତିରେ ଠାଏ ଠାଏ ବାଜୁଥିଲା।।

ଏଇତ ଦିଶିଲାଣି ତମଗାଁ ସ୍କୁଲ୍ ଯୋଉଠି ଆମ ପ୍ରେମର ପ୍ରଥମ ମୁଳଦୁଆ ପଡିଥିଲା, କ୍ଲାସରୁମରେ ତମ ତେର୍ଛା ଚାହାଣି କୋଉ ବନ୍ଧୁକର ଗୁଳିଠୁ କମ୍ ନୁହେଁ, ବିଦ୍ୟାରାଣ, ଛାତିରେ ଠାଏ ଠାଏ ବାଜୁଥିଲା।। #Eyes #Shayari

7 Love

fe9dc95c2c79d765c6ed968e0d8e0f85

Bhagirathi barik

#Bhagirathi

#MorningGossip
fe9dc95c2c79d765c6ed968e0d8e0f85

Bhagirathi barik

ଗୋଲାପ ଦିବସେ ଗୋଲାପ ପରିକା
ହସୁଥାଅ ତୁମେ ସାଥି,ମୋ ମନ ଉପବନେ ଫୁଟିଥାଅ ତୁମେ ସେ ଦିନ ହେଉ କିବା ରାତି ଗୋଲାପ ଦିବସ

ଗୋଲାପ ଦିବସ

6 Love

fe9dc95c2c79d765c6ed968e0d8e0f85

Bhagirathi barik

ମିସ୍ ବାରିକ, ଓଡ଼ିଆ କବିତା

ମିସ୍ ବାରିକ, ଓଡ଼ିଆ କବିତା #Shayari

120 Views

fe9dc95c2c79d765c6ed968e0d8e0f85

Bhagirathi barik

ଶୀତ ସମୀରେ, ପୂର୍ଣ୍ଣିମା ରାତିରେ ,ତମର ଅନୁପସ୍ଥିତି ମତେ ବ୍ୟତିବସ୍ତ ଜୀବନ ଜି ବାକୁ ମଜବୁର କରିପକାଏ,ତମେ ଆସିବନା ମିସ୍ ବାରିକ

3 Love

fe9dc95c2c79d765c6ed968e0d8e0f85

Bhagirathi barik

ପ୍ରଥମେ ଥରେ ନିଜେ ନିଜକୁ ପ୍ରେମ  କରିକି ଦେଖନ୍ତୁ  ନା,ଦୁନିଆର ସବୁ ପ୍ରେମିକ ପ୍ରେମିକା ଚୁପ୍ ହେଇଯିବେ।।

7 Love

fe9dc95c2c79d765c6ed968e0d8e0f85

Bhagirathi barik

ଏକ୍ଲାପଣରେ ଏକତାକୁ ଆପଣାଉଥିବା ଅନନ୍ତ ପଥର ପଥିକ, ନିର୍ଜୀବ ଦେହରେ ସୂକ୍ଷ୍ମ ସମୀର ର ଅନୁସନ୍ଧାନରେ ନିଜକୁ ହଜାଉଥିବା ଜଣେ ସାହିତ୍ୟ ବିପ୍ଳବୀ ମୁ।।

3 Love

fe9dc95c2c79d765c6ed968e0d8e0f85

Bhagirathi barik

ଗୋଲାପ ଫୁଲ କୁ               ଲୋଡ଼ା ନାହିଁ ତମ ହୃଦୟ ଦେଲ ମୋ ଭାଙ୍ଗି, ଆଉ କେବେ ତୁମ ନାଆ ଲେଖିବନି ମୋ ନା ପାଖକୁ ଲାଗି ।।

3 Love

fe9dc95c2c79d765c6ed968e0d8e0f85

Bhagirathi barik

 ଏ ଆକାଶ ଅଭିଧାନ ରେ ମୋ ଭାବନା ମାନଙ୍କୁ ଖୋଜି ଖୋଜି ନିଜେ ହଜିଯାଏ ଗୋଟେ ଶବ୍ଦ ଗଳିରେ।।

ଏ ଆକାଶ ଅଭିଧାନ ରେ ମୋ ଭାବନା ମାନଙ୍କୁ ଖୋଜି ଖୋଜି ନିଜେ ହଜିଯାଏ ଗୋଟେ ଶବ୍ଦ ଗଳିରେ।। #nojotophoto

4 Love

fe9dc95c2c79d765c6ed968e0d8e0f85

Bhagirathi barik

ନା ମୁ ଲେଖକ, ନା ମୁ ଗାଳ୍ପିକ, ମୁ ଜଣେ ପଥିକ ତମ ଚଲାବାଟର।।

4 Love

loader
Home
Explore
Events
Notification
Profile