Nojoto: Largest Storytelling Platform

New devlok with devdutt pattanaik Quotes, Status, Photo, Video

Find the Latest Status about devlok with devdutt pattanaik from top creators only on Nojoto App. Also find trending photos & videos about, devlok with devdutt pattanaik.

Stories related to devlok with devdutt pattanaik

    LatestPopularVideo

Prof. RUPENDRA SAHU "रूप"

#YourQuoteAndMine Collaborating with Chinmayee Pattanaik

read more
ख्वाबों में भी वो आये बिन बुलाए
लगे हकीकत चैन अब ना आये
कैसे हो नींद मुक्कमल अब कोई बताए
तू ही है आंखों में बसी हर तरफ नज़र आये   #YourQuoteAndMine
Collaborating with Chinmayee Pattanaik

Dev Dutt

#Devdutt #Love

read more

K Bilasen

Devdutt patnayak #Quote #nojotophoto

read more
 Devdutt patnayak

ChittaranjanSahoo

#nojotoodia #Love Laxminarayan Pattanaik

read more
ନା ତମର 
ଆଗ ଭଳି ଆଉ ପ୍ରେମ ଅଛି
ନା ଅଛି ଆନ୍ତରିକତା
ନଚେତ ଏ କାଳୀଗାଈ ଦେଶୀ କ୍ଷୀର
ଚାହା କାହିଁବା ପାଣିଚିଆ ଲାଗିଥାନ୍ତା #nojotoodia #love  Laxminarayan Pattanaik

ChittaranjanSahoo

#nojotoodia #ଦୁଃଖ Laxminarayan Pattanaik

read more
ଯାହାକୁ ଦାରୁଣ ଦୁଃଖ ନ କରିଛି ଗ୍ରାସ
ତା' କରୁ କି ସୃଷ୍ଟି ହୁଏ ଶବ୍ଦ ଅନୁପ୍ରାସ
©ଚିତ୍ତରଞ୍ଜନ #nojotoodia #ଦୁଃଖ
 Laxminarayan Pattanaik

ChittaranjanSahoo

#ArmyDay Odia Laxminarayan Pattanaik #nojotoodia

read more
Indian Army Day  ମୁଁ ଯାଉଛି ସେ ସ୍ଥାନକୁ ଯେଉଁଠାରେ କେବେ
ଦିନେ ମଧ୍ୟ ଘୋଟି ଯାଏ ଅଜସ୍ର ଅନ୍ଧାର
ଫେରିବାର ଆଶା ସିନା ପ୍ରବଳ ହୁଅଇ
ଫେରେ କେବେ ତ୍ରିରଙ୍ଗାରେ ସହୀଦ ଶରୀର #ArmyDay #NojotoOdia  Laxminarayan Pattanaik

ChittaranjanSahoo

#nojotoodia #ଅବୋଧବାଳକ Laxminarayan Pattanaik #poem

read more
ପ୍ରଶ୍ନ କଲି ଦିନେ ଶୂନ୍ୟତା କୁ ଚାହିଁ 
କହିବ କି ମୁଁ କିଏ?
ଶୂନ୍ୟତା ସହସା ଉତ୍ତର ରଖେ,
-"ତୁ ତ ଅବୋଧ ଟିଏ"
..ଚିତ୍ତରଞ୍ଜନ.. #nojotoodia #ଅବୋଧବାଳକ  Laxminarayan Pattanaik

ChittaranjanSahoo

#ରାଧାକ୍ରିଷ୍ଣା #nojotoodia Laxminarayan Pattanaik #poem

read more
ତୁମ ପାଇଁ ରାଧାରାଣୀ ଦେଖିଲେ କେତେ ସପନ
ଭାଙ୍ଗିଦେଲ ଆସିଲନି ପୁଣିଥରେ କୁଞ୍ଜବନ #ରାଧାକ୍ରିଷ୍ଣା #nojotoodia Laxminarayan Pattanaik

ChittaranjanSahoo

#ଜୀବନ #ପୂର୍ଣ୍ଣତା Laxminarayan Pattanaik #Quote

read more
ଜୀବନ©ଚିତ୍ତରଞ୍ଜନ

ଜୀବନ ମାତ୍ର ଏହା ନୁହେଁ ଯାହା ଆମକୁ କିଛି ମୁହୂର୍ତ୍ତ ପାଇଁ ମିଳିଛି
ଜୀବନ ତାହା ଯାହା ଆମକୁ କୋଟି ମୁହୂର୍ତ୍ତର ସାଧନା ଫଳରେ ମିଳିଛି

ତେଣୁ ଏହାକୁ ପରିପୂର୍ଣ୍ଣ କରିବାର ଦାୟିତ୍ୱ ଆମର
ଏବଂ ଏହାକୁ ପ୍ରେମ କରିବା ହିଁ ପରମ  କର୍ତ୍ତବ୍ୟ ।। #ଜୀବନ #ପୂର୍ଣ୍ଣତା Laxminarayan Pattanaik

ChittaranjanSahoo

#ତୁମକୁପାଇବାପରେ #ପ୍ରିୟା #nojotoodia Laxminarayan Pattanaik #poem

read more
ତୁମକୁ ପାଇବା ପାଇଁକି ସଜନୀ
ଯେତକ ଯତନ କରିଛି
ତୁମକୁ ପାଇବା ପାଇଁକି ସଜନୀ
ଯେତକ ଯାତନା ସହିଛି
ତୁମ ଆଗମନେ ସେ ସବୁକୁ କ୍ଷଣେ
ମନରୁ ବିଚ୍ଛେଦ କରିଛି
ତୁମକୁ ପାଇବା ପରେ ମୁଁ ସଜନୀ
ନିଜକୁ ହିଁ ଖୋଜି ପାଇଛି #ତୁମକୁପାଇବାପରେ #ପ୍ରିୟା #nojotoodia Laxminarayan Pattanaik
loader
Home
Explore
Events
Notification
Profile