Find the Latest Status about april 9th fools from top creators only on Nojoto App. Also find trending photos & videos about, april 9th fools.
Puspita Dash
24th April ଫେରିଆସ ସାଇ ମୋର ~~~~~~~~~~~ ~~~~~~~~~~~~ ନର ଦେହେ ନାରାୟଣ ଆସିଥିଲ ଅବତରି ଦୁଃଖ ଦୁର୍ଦ୍ଦିନରେ ପ୍ରଭୁ ନିଅ ତୁମେ ହାତ ଧରି ଏ ଭବ ସଂସାର ତୁଚ୍ଛ ଅଳୀକ ଏ ମୋହ ମାୟା ଜୀବନ ଏ ମରୁଭୂମି ତୁମେ ଘଞ୍ଚ ତରୁଛାୟା କରୁଣାରେ ପୂର୍ଣ୍ଣ ଚକ୍ଷୁ ବରଦ ହସ୍ତ ମୋ ଶିରେ ସୁକୋମଳ ପଦ୍ମପାଦ ଅଙ୍କିତ ଏ ହୃଦୟରେ ନାବ ତୁମେ ନାବିକ ମୋ ସଂସାର ଜଳଧି ଜଳେ ପଥ ପ୍ରଦର୍ଶକ ସାଇ ଭବ ଘଞ୍ଚ ବନାନୀରେ ଥିଲ,ଅଛ,ଥିବ ତୁମେ ଜୀବନରେ ମାତୃସମା ସବୁରି ହୃଦୟେ ଥାଉ ସତ୍ୟ, ଦୟା,ଶାନ୍ତି,କ୍ଷମା ତୁମେ ସାଇ ପିତାମାତା, ବନ୍ଧୁ,ସଖା ତୁମେ ମୋର ରୋଗ,ଦୁଃଖ,ଭୟ,କଷ୍ଟ ଜଗତରୁ କର ଦୂର।। ©Puspita Dash 24th April ଫେରିଆସ ସାଇ ମୋର ~~~~~~~~~~~ ~~~~~~~~~~~~ ନର ଦେହେ ନାରାୟଣ ଆସିଥିଲ ଅବତରି