Find the Latest Status about sad shayari in odia from top creators only on Nojoto App. Also find trending photos & videos.
Saipada Brajamohan
ଜାଣ କି ଜାଣନା, ଜାଣେନା; ଜାଣେ ମୁଁ ତୁମ ନାମେ ବଦନାମ, ନିଜକୁ କିଳି, ସେ ଶିକୁଳି ସକାଳୁ ଖୋଲିବା ବୋଧେ ମୋ କାମ, "ତୁମ ଖୁସିରେ ମୁଁ ଖୁସି", ମୁଁ ଜାଣେନା ଏ କଥା ସତ ନା ଭ୍ରମ; ତୁମ ସ୍ମୃତି ମତେ ତୃପ୍ତ କରେ ହେଲେ ଅତୃପ୍ତ ଅଛି ମୋ ପ୍ରେମ । ©Saipada Brajamohan #Happy ଅତୃପ୍ତ ପ୍ରେମ #sad #odia #shayari
Rakesh Kumar
କୌଣସି ସମୟ ଖରାପ ନୁହେଁ। ଭଲ ସମୟ ଖୁସି ଦିଏ। ଖରାପ ସମୟ ଶିକ୍ଷା ଦିଏ। Odia shayari
Odia shayari #Shayari
read moreRakesh Kumar
ନିଜେ ଖୁସିରେ ରହିବା ଅପେକ୍ଷା ଅନ୍ୟ ମାନଙ୍କୁ ଖୁସି ଦିଅ । Odia shayari
Odia shayari #Shayari
read morePM Shayari
तारीफ़ करना है तो सिर्फ चेहरे पर मत करो क्योंकि लोग उसी पर अच्छा करने की कोशिश करते हैं जिस पर तारीफ़ मिलता है #odia#shayari