Find the Latest Status about devdutt pattanaik quotes from top creators only on Nojoto App. Also find trending photos & videos about, devdutt pattanaik quotes.
ChittaranjanSahoo
ନା ତମର ଆଗ ଭଳି ଆଉ ପ୍ରେମ ଅଛି ନା ଅଛି ଆନ୍ତରିକତା ନଚେତ ଏ କାଳୀଗାଈ ଦେଶୀ କ୍ଷୀର ଚାହା କାହିଁବା ପାଣିଚିଆ ଲାଗିଥାନ୍ତା #nojotoodia #love Laxminarayan Pattanaik
ChittaranjanSahoo
ଯାହାକୁ ଦାରୁଣ ଦୁଃଖ ନ କରିଛି ଗ୍ରାସ ତା' କରୁ କି ସୃଷ୍ଟି ହୁଏ ଶବ୍ଦ ଅନୁପ୍ରାସ ©ଚିତ୍ତରଞ୍ଜନ #nojotoodia #ଦୁଃଖ Laxminarayan Pattanaik
ChittaranjanSahoo
Indian Army Day ମୁଁ ଯାଉଛି ସେ ସ୍ଥାନକୁ ଯେଉଁଠାରେ କେବେ ଦିନେ ମଧ୍ୟ ଘୋଟି ଯାଏ ଅଜସ୍ର ଅନ୍ଧାର ଫେରିବାର ଆଶା ସିନା ପ୍ରବଳ ହୁଅଇ ଫେରେ କେବେ ତ୍ରିରଙ୍ଗାରେ ସହୀଦ ଶରୀର #ArmyDay #NojotoOdia Laxminarayan Pattanaik
ChittaranjanSahoo
ପ୍ରଶ୍ନ କଲି ଦିନେ ଶୂନ୍ୟତା କୁ ଚାହିଁ କହିବ କି ମୁଁ କିଏ? ଶୂନ୍ୟତା ସହସା ଉତ୍ତର ରଖେ, -"ତୁ ତ ଅବୋଧ ଟିଏ" ..ଚିତ୍ତରଞ୍ଜନ.. #nojotoodia #ଅବୋଧବାଳକ Laxminarayan Pattanaik
ChittaranjanSahoo
ତୁମ ପାଇଁ ରାଧାରାଣୀ ଦେଖିଲେ କେତେ ସପନ ଭାଙ୍ଗିଦେଲ ଆସିଲନି ପୁଣିଥରେ କୁଞ୍ଜବନ #ରାଧାକ୍ରିଷ୍ଣା #nojotoodia Laxminarayan Pattanaik
ChittaranjanSahoo
ଜୀବନ©ଚିତ୍ତରଞ୍ଜନ ଜୀବନ ମାତ୍ର ଏହା ନୁହେଁ ଯାହା ଆମକୁ କିଛି ମୁହୂର୍ତ୍ତ ପାଇଁ ମିଳିଛି ଜୀବନ ତାହା ଯାହା ଆମକୁ କୋଟି ମୁହୂର୍ତ୍ତର ସାଧନା ଫଳରେ ମିଳିଛି ତେଣୁ ଏହାକୁ ପରିପୂର୍ଣ୍ଣ କରିବାର ଦାୟିତ୍ୱ ଆମର ଏବଂ ଏହାକୁ ପ୍ରେମ କରିବା ହିଁ ପରମ କର୍ତ୍ତବ୍ୟ ।। #ଜୀବନ #ପୂର୍ଣ୍ଣତା Laxminarayan Pattanaik
ChittaranjanSahoo
ତୁମକୁ ପାଇବା ପାଇଁକି ସଜନୀ ଯେତକ ଯତନ କରିଛି ତୁମକୁ ପାଇବା ପାଇଁକି ସଜନୀ ଯେତକ ଯାତନା ସହିଛି ତୁମ ଆଗମନେ ସେ ସବୁକୁ କ୍ଷଣେ ମନରୁ ବିଚ୍ଛେଦ କରିଛି ତୁମକୁ ପାଇବା ପରେ ମୁଁ ସଜନୀ ନିଜକୁ ହିଁ ଖୋଜି ପାଇଛି #ତୁମକୁପାଇବାପରେ #ପ୍ରିୟା #nojotoodia Laxminarayan Pattanaik
ChittaranjanSahoo
^^ପିଲାଦିନ^^©ଚିତ୍ତରଞ୍ଜନ ମନେପଡେ ଆଜି ସେହି ପିଲାଦିନ ସାଙ୍ଗସାଥି ମେଳେ ବିତିଥିବା ଦିନ ଆସନ୍ତାକି ଫେରି ସେହି ଦିନ ମୋର ଖୁସିକୁ ପାଆନ୍ତି ହାତ ପାହାନ୍ତାର ଯେତେ ଧୂଳି ହେଇ ଗଡ଼ିଛି ଦାଣ୍ଡରେ ସବୁ ଲାଗି ଅଛି ଏବେ ବି ଦେହରେ ଅଭାବ ସଂସାରେ ଖୁସି ଥିଲା ବେଶି ଯାହା ମିଳୁଥିଲା ହେଉଥିଲୁ ଖୁସି ଆଜି କିନ୍ତୁ ଭାବ ସବୁ ପ୍ରକାରରେ ମାତ୍ର ଖୁସି ଅଛି ସୂଚ୍ୟଗ୍ର ଆକାରେ କ୍ରମଶଃ.......... #ପିଲାଦିନ #childhood #nojotoodia Laxminarayan Pattanaik