Nojoto: Largest Storytelling Platform

New bijay kumar behera 30 Quotes, Status, Photo, Video

Find the Latest Status about bijay kumar behera 30 from top creators only on Nojoto App. Also find trending photos & videos about, bijay kumar behera 30.

Stories related to bijay kumar behera 30

    LatestPopularVideo

Bijay Singh

Bijay kumar singh #Kargil bijay kumar singh #विचार

read more
bijay kumar singh

©Bijay Singh Bijay kumar singh
#Kargil bijay kumar singh

Kumar Bijay

Kumar Bijay

read more
ଜୀବନ ମୋର ଥିଲା ମରୁଵାଲି   ତମେ ଫୁଟାଇଲ ଫୁଲ
ହାତ ଵଢାଇ ଲୁହ ପୋଛିଦେଲ
ପାଇଲି ତୁମକୁ ଭଲ Kumar Bijay

Kumar Bijay

Kumar Bijay

read more
"ତୋର ମୋର
ଏମିତି ଏକ ପ୍ରେମ କାହାଣୀ
ମୁଁ ତୋ ପ୍ରେମିକ ସତ,
କିନ୍ତୁ ତୁ ଆଉ କାହା ରାଣୀ" Kumar Bijay

Kumar Bijay

Kumar Bijay #nojotophoto

read more
 Kumar Bijay

Bijay Kumar

Bijay kumar #nojotophoto

read more
 Bijay kumar

Kumar Bijay

Kumar Bijay

read more
ଲୁହରେ ଲେଖିଛି ହୃଦୟ ର ଭାଷା
ରଖିନେଵ କରି ସୂୁତି
ତୁମ ଵିନା ମୋର ସଵୁ ଜହ୍ନ ରାତି
ଭାଵନା ରେ ଯାଏ ଵିତି Kumar Bijay

Kumar Bijay

Kumar Bijay

read more
"ପ୍ରେମିକା ନୁହେଁ ଵରଂ ସାଙ୍ଗ ଭାଵି
ମୁଁ ତୁମକୁ ଵନ୍ଧୁତାର ହାତ ଵଢାଇଥିଲି
କିନ୍ତୁ ଜାଣି ନଥିଲି ଯେ
  ନୂଆ ଵନ୍ଧୁ ଟିଏ ପାଇଗଲେ ସମସ୍ତେ
 ପୂରୁଣା ଵନ୍ଧୁ କୁ ଭୁଲିଯାଆନ୍ତି ଵୋଲି।" Kumar Bijay

Kumar Bijay

Kumar Bijay

read more
ତୋର ସେ ପ୍ରେମର ଵାଟ ରେ
ଚାଲିବା ଅାଗରୁ
ଭଲ ଥିଲି ଭଲ ଥିଲି
ତୋ ପ୍ରେମରେ ସାଥି ନିଜକୁ ହଜେଇ
କେତେ ଵଡ଼ ଭୁଲ୍ କଲି Kumar Bijay

Kumar Bijay

Kumar Bijay

read more
ଜୀବନ ତ ଏକ ଅଵୁଝା କଵିତା
ପଢି ଵୁଝି ହୁଏ ନାହଁ
ଏ ଜୀବନ ନୁହେଁ ସୌଖିନ କଣ୍ଡେଇ
ଖେଳି ଭାଙ୍ଗିବାର ପାଇଁ Kumar Bijay

Susantabehera Susantabehera

SUSANTA KUMAR BEHERA #ଇରୋଟିକ୍

read more
loader
Home
Explore
Events
Notification
Profile