Find the Latest Status about in loving memory qoutes from top creators only on Nojoto App. Also find trending photos & videos about, in loving memory qoutes.
The PenS Sayings
ତୁମ ଅନୁପସ୍ଥିତି ର ଉପସ୍ଥିତି ମତେ ଆଜି କହୁଚି, ଏ ଘର ଵି ତୁମ ବିନା ଆଜି ଅନାଥ ସାଜିଛି, ଏ ଘର,..ଘର ତୁମ ଠାରୁ ହିଁ ତ ଥିଲା, ତୁମେ ଚାଲିଗଲ, କୁହ ଆଉ କଣ ରହିଲା !! ଦେଖ ଆଜି ଘର ବି ତା ନିଜ ସ୍ତ୍ରୀତ୍ୱ କୁ ଭୁଲିଛି.. ତୁମ ଅନୁପସ୍ଥିତି ର ଉପସ୍ଥିତି ମତେ ଆଜି କହୁଚି । ତୁମ ଠାରୁ ହିଁ ତ ତାର ସକାଳ ହେଉଥିଲା, ତୁମରି ନିଶା ରେ ତାର ସଂଜ ନଉଁଥିଲା, ତୁମେ ଚାଲି ଗଲ, ତାର ସେ ନିଶା ତୁଟିଲା.. ଯେମିତି ତା ପାଦ ରୁ ମାଟି ଖସିଗଲା, ଦେଖ ଆସି ଥରେ, ତୁମ ଘର ତୁମକୁ ଝୁରୁଛି ତୁମ ଅନୁପସ୍ଥିତି ର ଉପସ୍ଥିତି ମତେ ଆଜି କହୁଚି । ହେ ବାପା ! କୁହ ଏବେ ଅବା ଘର ର କି ଭୁଲ୍ ଅଛି ! ତୁମ ରହିବା ଦେଖିଛି ସେ ତୁମ ନଥିବା ଭୋଗୁଛି, ତୁମ ଶବ୍ଦ ରେ କମ୍ପିଛି ସେ ତୁମ ନିଶବ୍ଦତା ଶୁଣୁଛି, ଚାଲି ତୁମେ ଗଲ.., ଦେଖ ସେ କୋଉ ବଞ୍ଚିଛି !! ତୁମ ଅନୁପସ୍ଥିତି ର ଉପସ୍ଥିତି ମତେ ଆଜି କହୁଚି ।। ©Amlan Sourav Dash In the Memory of my Loving Grand Father . . #Love #Family #writer #selflove #Quote #poem #odia #Odisha #Grandparents
Rabina Pandit
जिंदगी इतना आसान नही होता है जितना हम समझ लेते है ज़िंदगी को आसान बनाना पड़ता हैं जिंदगी के सफर में ✍️💯 ©Rabina Pandit life in qoutes ✍️
life in qoutes ✍️ #Life
read moreRabina Pandit
ऐसे कैसे हो जाओ में किसी के ज़िंदगी में जनाब बंदे में हर चीज़ देखना भी तो पड़ता हैं ज़िंदगी के सफ़र में ✍️💯🔥 ©Rabina Pandit life in qoutes ✍️
life in qoutes ✍️ #Quotes
read more