Find the Latest Status about katyayani mata images from top creators only on Nojoto App. Also find trending photos & videos about, katyayani mata images.
priya Singh
वह तपस्या और संन्यास की देवी हैं। पोंगल (थाई पोंगल) के दौरान, एक फसल उत्सव, जो मकर संक्रांति के साथ मेल खाता है और तमिलनाडु में मनाया जाता है, युवा लड़कियां बारिश और समृद्धि के लिए प्रार्थना करती हैं और पूरे महीने, वे दूध और दूध से बने उत्पादों से परहेज करती हैं। ©priya Singh #navaratri #Katyayani #Mata
#navaratri #Katyayani #Mata #समाज
read moreSri batsa Meher
ମାତା ଦେବୀ କାତ୍ୟାୟନୀ _🍁🍁🍁🍁🍁🍁🍁________________________ ହେ ସିଂହବାହିନୀ ଦେବୀ କାତ୍ୟାୟନୀ କମଳ ପୁଷ୍ପ ଧାରିଣୀ । ଚତୁର୍ଭୁଜେ ଶୋଭା ଅସ୍ତ୍ର ଶସ୍ତ୍ର ବିଭା ତୁମ୍ଭେ ଶକ୍ତି ସ୍ଵରୁପିଣୀ । ଷଷ୍ଠ ଦିବସର ନବରାତ୍ରୀ ରେ ମା ତୁମ୍ଭ ରୂପ ଅଭିବ୍ୟକ୍ତି। ତୁମ୍ଭେ ସୃଷ୍ଟି କତ୍ରୀ ଜଗତର ଧାତ୍ରୀ ତୁମ୍ଭେ ଶିରୀ ଆଦି ଶକ୍ତି। ଜଗତ ଜନନୀ ସୌନ୍ଦର୍ଯ୍ୟ ବଦନୀ ଭାଷ୍କର ପ୍ରଭା ଶୋଭିନୀ । ଋଷି କାତ୍ୟାୟନ ଗୃହେ ହେଲ ଜନ୍ମ ପୁତ କମଳ ମଣ୍ଡିନୀ । ଗୋପୀ ଗୋପାଙ୍ଗିନୀ ପୂଜା କଲେ ତତେ କୃଷ୍ଣଙ୍କୁ ଲଭିବା ପାଇଁ। ଆବିର୍ଭୁତ ହେଲ ତାଙ୍କ ମନ ଜାଣି କୃଷ୍ଣ ରସେ ହେଲେ ବାଇ । ବ୍ରଜମଣ୍ଡଳିନୀ ପ୍ରଣତପାଳିନୀ ତୁହି ମାତା ସ୍ନେହାସିନୀ। ତୁମ୍ଭେ ଲଭି ବ୍ରଜେ ହେଲେ ଆହ୍ଲାଦିତ ତୁମ୍ଭେ ସୁଫଳ ଦାୟିନୀ । କୃତି କୀର୍ତ୍ତି ଯଶ ତୁମରି ଆଶିଷ ଦେଇଥାଅ ଭକ୍ତେ ଢାଳି । ତୁମରି କାରୁଣ୍ୟେ ତୁମରି ବଦାନ୍ୟେ ଝୋଳା କର ନାହିଁ ଖାଲି । ଦେବୀ କାତ୍ୟାୟନୀ ମହିଷା ମର୍ଦ୍ଧିନୀ ଦୁର୍ଗା ପାର୍ବତୀ ରୂପିଣୀ। ଭିନ୍ନ ଭିନ୍ନ ନାମେ ଜଗତେ ଶୋଭନେ ଗୌରୀ କାଳୀ ସ୍ଵରୁପିଣୀ। ଶିବଙ୍କ ସଙ୍ଗିନୀ ମାତା କାତ୍ୟାୟନୀ ହସ୍ତରେ ଖଣ୍ଡା ଧାରିଣୀ । ଅସୁର ସଂହାରି ସାଧୁ କୁ ଉଦ୍ଧାରି ଭକ୍ତର ହୁଅ ରକ୍ଷିଣୀ। କରୁଛି ବନ୍ଦନା ଆହେ କାତ୍ୟାୟନୀ କର ଭକ୍ତ ମନସ୍କାମ। ତୁମ୍ଭରି ଆଶିଷ ଢାଳି ଦିଅ ମାତେ ତୁମେ ଭକତ ଜୀବନ। ଶ୍ରୀବତ୍ସ ମେହେର ମାନେଶ୍ୱର,ସମ୍ବଲପୁର ©Sri batsa Meher #navratri ମାତା କାତ୍ୟାୟନୀ mata katyayani
Krishna Deo Prasad. ( Advocate ).
मां कात्यायनी (Maa Katyayani) या देवी सर्वभूतेषु माँ शक्तिरूपेण रूपेण संस्थिता । नमस्तस्यै नमस्तस्यै नमस्तस्यै नमो नमः ©Krishna Deo Prasad. ( Advocate ). #navratri_मां कात्यायनी (Maa Katyayani)
#navratri_मां कात्यायनी (Maa Katyayani) #मोटिवेशनल
read moreGulab Malakar
ॐ देवी कात्यायन्यै नम:॥ चन्द्रहासोज्ज्वलकरा शार्दूलवरवाहना। कात्यायनी शुभं दद्याद् देवी दानवघातिनी॥ या देवी सर्वभूतेषु मां कात्यायनी रूपेण संस्थिता। (मां कात्यायनी आपके ऊपर कृपा बरसाएं नवरात्रि के छठे दिन की हार्दिक शुभकामनाएं) ©Gulab Malakar #navratri #katyayani #maa #day6
#navratri #Katyayani #maa #day6 #Society
read moreVishesh Pandey
किसी को इतना भी न चाहो कि भुला न सको क्योंकि ! ज़िंदगी इन्सान और मोहब्बत तीनों बेवफा हैं !! #YourQuoteAndMine Collaborating with katyayani Pandey
#YourQuoteAndMine Collaborating with katyayani Pandey
read moreVishesh Pandey
खुदगर्जो की बस्ती में एहसान भी गुनाह है, जिसे तैरना सिखाओ वही डुबाने को तैयार रहता है. #YourQuoteAndMine Collaborating with katyayani Pandey
#YourQuoteAndMine Collaborating with katyayani Pandey
read moreVishesh Pandey
वो मेरा वहम था कि मैँने उसे, अपना हम सफर समझा वो चलता तो मेरे साथ था पर किसी और की तलाश मे। #YourQuoteAndMine Collaborating with katyayani Pandey
#YourQuoteAndMine Collaborating with katyayani Pandey
read moreLovely Love
White जब तक जीवित हो जिंदगी के मजे लो, मंजिल मौत तक पहुंचना ही तो हैं। ©Lovely Love #images