Nojoto: Largest Storytelling Platform

New adyasha mishra Quotes, Status, Photo, Video

Find the Latest Status about adyasha mishra from top creators only on Nojoto App. Also find trending photos & videos about, adyasha mishra.

    PopularLatestVideo

शायरSahab

#Dullness Gaurav Mali adyasha agrahari K.R. Kumawat Kumawat Vaibhav Rathava Romeyo Bhai #Life_experience

read more
यूँ तो मेरी रूह तलक को छु चुके हो तुम,
फिर भी  
तेरा माथे को चूमना सुकून दे जाता हैं..! #Dullness  Gaurav Mali adyasha agrahari K.R. Kumawat Kumawat Vaibhav Rathava Romeyo Bhai

koushik lenka

#କାବ୍ୟତାରା #ରଜମଉଜ୨ #ରଜମୁକାବିଲା #ରଜପାଲା #Yqbhaina #କାବ୍ୟତାରା #YourQuoteAndMine Collaborating with Adyasha Priyadarshini D

read more
ତୁମ "ନାଁ" ଭିତରର ଲାଜେଇ "ହଁ" କୁ
ପଢ଼ିବାରେ ଥିଲି ମୁଁ ଅକ୍ଷମ।
ଜଳୁଛି ଯଦି ଏକା କିଆଁ ଜଳୁଛ
ଚାଲ "ଚିରି" ଫୋପାଡ଼ି ଦେବା
ଆମ ପ୍ରଥମ "ପ୍ରେମ" ।। #କାବ୍ୟତାରା 
#ରଜମଉଜ୨ 
#ରଜମୁକାବିଲା 
#ରଜପାଲା 
#yqbhaina 
#କାବ୍ୟତାରା
 #YourQuoteAndMine
Collaborating with Adyasha Priyadarshini D

Jyotshna Rani Sahoo

#yabhaina#ସମସ୍ୟାସମାଧାନ#କାବେରୀ Adyasha Priyadarshini D ଆପଣଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଚେଷ୍ଟା କରିଛି #ରଜମଉଜ୨

read more
ପ୍ରଶ୍ନ: ବର୍ଷା ଆଉ ଜହ୍ନ ଭିତରୁ କବିର ପ୍ରିୟ କିଏ?
ଉତ୍ତର:
କବିର ଭାବନାର ନିଆଁ କୁ 
ନା ଶାନ୍ତ କରିପାରେ ବରଷା ଧାରା
ନା ଜହ୍ନ ର ଶୀତଳ ଜ୍ୟୋତ୍ସ୍ନା
ତଥାପି ସେ ଖୋଜେ ବାଦଲ କୋଳେ
ଲୁଚି ରହିଥିବା ଜଳର ବିନ୍ଦୁରେ
ତା ପ୍ରେମିକା ର ସ୍ମୃତି ସବୁକୁ
ଆଉ କେବେ ଖୋଜେ 
ଜ୍ୟୋତ୍ସ୍ନା ର ଓଢ଼ଣି ତଳେ
ଜହ୍ନ ଠୁ ସୁନ୍ଦର ତା ପ୍ରିୟା ର ମୁଖକୁ
ବର୍ଷା ଆସେ ମେଘ ସାଙ୍ଗେ
ଆଉ ଜହ୍ନ ଲୁଚିଯାଏ ଅମାବାସ୍ୟା ସାଙ୍ଗେ
ହେଲେ ନା କବିର ଭାବନା ଅଟକି ଯାଏ ନା ଭାବନା
ପୁଣି ସେ କେବେ ତାରା ରେ କେବେ ନଦୀରେ
କେବେ ସୁରୂଜ ରେ କେବେ ଝରଣା ରେ
କୋଣେ କୋଣେ ଅନୁକୋଣେ ଖୋଜେ ତା କଳ୍ପନା
କବିର ସବୁଠୁ ପ୍ରିୟ ତା କଲମ ସ୍ୟାହି ଆଉ ଭାବନା #yabhaina#ସମସ୍ୟାସମାଧାନ#କାବେରୀ
Adyasha Priyadarshini D ଆପଣଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଚେଷ୍ଟା କରିଛି
#ରଜମଉଜ୨

JS Jyoti

Adyasha Priyadarshini D ଙ୍କ ମନଲୋଭା ପ୍ରଶ୍ନର ଉତ୍ତରରେ କିଛି ଶବ୍ଦ🙏 #ଗୋଦାବରୀ #ସମସ୍ୟାସମାଧାନ #ରଜମଉଜ୨ #Yqbhaina #yqodia

read more

Adyasha Priyadarshini D ଙ୍କ ପ୍ରଶ୍ନ,
"ଭିଜା ମାଟିର ବାସ୍ନା"  କବିତା ର ଅତି ନିଜର ବୋଲି କାହିଁକି ମନେହୁଏ?

ଭିଜା ମାଟି ଆଉ ମୋ କବିତା ଭିତରେ
ଫରକ କଣ ଯେ?
ସେ ମାଟି ବାସେ ବର୍ଷାରେ ଭିଜି,
ଆଉ ମୋ କବିତା ସଜ ହୁଏ-
ଲୁହରେ ହଜି।
ତୁମେ ମୋ କବିତାରେ ଥାଅ
ଆଉ ମାଟି ଗନ୍ଧର ଉପଭୋଗ ନିଅ,
ଆଉ ସେଥିପାଇଁ ତ ସେ ଗନ୍ଧ,
ମୋର ଭାରି ପ୍ରିୟ। Adyasha Priyadarshini D ଙ୍କ ମନଲୋଭା ପ୍ରଶ୍ନର ଉତ୍ତରରେ କିଛି ଶବ୍ଦ🙏
#ଗୋଦାବରୀ #ସମସ୍ୟାସମାଧାନ #ରଜମଉଜ୨ #yqbhaina #yqodia

Bhawna Arora

#yqbaba #yqdidi #yqtales #mr_collaborator #punjabikudi #YourQuoteAndMine Collaborating with Adyasha Collaborating with SOUMYA Collabo

read more
तू मेरा हो या किसी और का,
बस मेरी बातों में अब तेरा जिक्र नहीं..!! #yqbaba #yqdidi #yqtales
#mr_collaborator
#punjabikudi
#yourquoteandmine
Collaborating with Adyasha 
Collaborating with SOUMYA      
Collabo

Adyasha Priyadarshini D

ସମଧର୍ମି- Adyasha Priyadarshini D #ରଜପାଲା ବିଷମଧର୍ମି- Biswashree Das #ରଜମୁକାବିଲା #ନିଶିଗନ୍ଧା #Yqbhaina #yqodia #Challenge #YourQuoteAndMine #କାବ୍ୟତାରା

read more
ଏ ସୁନ୍ଦରତା,  ଏ ଯୌବନ 
କେବଳ କ୍ଷଣିକ ଜାଣି ଥା,
ଯଦି କିଛି ନେଇ ଗର୍ବ କରିବାର ଅଛି 
ତେବେ ତୋ ଆତ୍ମା କୁ ଚିହ୍ନ । ସମଧର୍ମି- Adyasha Priyadarshini D #ରଜପାଲା 
ବିଷମଧର୍ମି- Biswashree Das #ରଜମୁକାବିଲା 

#ନିଶିଗନ୍ଧା #yqbhaina #yqodia #challenge  #YourQuoteAndMine

gumnaam_writer_mkr

Vandana Mishra Mishra

read more
assmano kin uchiyo tak prwaas kr sakti vo apne dam pe duniya pr raaj kr sakti hai
beto ki chahato ko mannne valo ko batya hai vandana mishra ji n ki betiya pediyo pr bhi naaz uf fkr kr sakti hai 
vandna mishra ji delecte Vandana Mishra Mishra

ᴊᴋ ᴍɪsʜʀᴀ (SHAYARI_CONNECTION)

JK Mishra. Jatin Mishra.

read more
Chal thik hai yeh bhi sahi hai.
Tu na sahi toh tera ehesaash hi sahi. JK Mishra.
Jatin Mishra.

ᴊᴋ ᴍɪsʜʀᴀ (SHAYARI_CONNECTION)

JK Mishra. Jatin Mishra. #Quote

read more
Khamoshi bhi badi kaam ki cheez hai.
Bina kahe bhi bahut kuch kehe deti hai. JK Mishra.
Jatin Mishra.

Kanak shukla

mehak mishra mehak mishra #story

read more
mute video
loader
Home
Explore
Events
Notification
Profile