Find the Latest Status about trian n 14372 live stetus 0 from top creators only on Nojoto App. Also find trending photos & videos about, trian n 14372 live stetus 0.
Sachin Nauhal
अक्सर उम्र नही व्यक्तिगत जिम्मेदारी- इंशान को बड़ा बना देती है।। शुभ प्रभात live to live n future to live......
live to live n future to live......
read morejagamohan Pradhan
ରେଳ ଗାଡ଼ି ******* ଗଢ଼ି ଗଡ଼ି ଯାଏ ରେଳ ଗାଡ଼ି ଧନ ଧିରେ ଗଡ଼ି ଯାଏ ଗାଡ଼ି ପାହାଡ଼ ପର୍ବତ ନଦୀ ନାଳ ଡେଇଁ କେତେ ଦୂର ଯାଏ ମାଡ଼ି। କେତେ କେତେ ଦୂର ଯାତ୍ରୀଙ୍କୁ ନେଇ ସେ ଠିକଣା ଜାଗାରେ ଛାଡ଼େ ଏ ରାଜ୍ୟରୁ ସେ ରାଜ୍ୟକୁ ନିତି ସିଏ ଯାତ୍ରୀ ନେଇ ସାଥେ ଗଡ଼େ। କିଏ ଛାଡ଼ି ଯାଏ ସ୍ବପ୍ନ ଯେ ଅଧାରେ କିଏ ସ୍ବପ୍ନ ଗଢ଼ି ଯାଏ କେବେ ଦୂରତାର କେବେ ମିଳନର ପର୍ବ ଟିଏ ବନି ଥାଏ। ଖରା ବର୍ଷା ଶୀତ କାକର ସହିକି ଗଢୁ ଥାଏ ରେଳ ଗାଡ଼ି ରାତି ହଉ ଅବା ଦିନ ହୋଇ ଥାଉ ଧିରେ ଗଡ଼ି ଯାଏ ଗାଡ଼ି। ©jagamohan Pradhan #ରେଳଗାଡି #trian #odiawritings #odiaka#odianojoto
#ରେଳଗାଡି #trian #odiawritings #odiaka#odianojoto #Poetry
read more