Nojoto: Largest Storytelling Platform

New april fools phone jokes Quotes, Status, Photo, Video

Find the Latest Status about april fools phone jokes from top creators only on Nojoto App. Also find trending photos & videos.

    PopularLatestVideo

FUNHUB_BY_FUNCITY!

Brenley vs duck! #Funny Comedy #Trending #jokes #Memes #Ha #latest Love #Do #Ka #Videos

read more

Namgyal bhutia

Namgyal640#😂😂😂😂😂Shortsvideos# 25april2024#

read more

Namgyal bhutia

Namgyal637#🥰🥰🥰🥰🥰Shortsvideos# 25april2024#

read more

Namgyal bhutia

Namgyal638#🤩🤩🤩🤩🤩Shortsvideos# 25april2024#

read more

Namgyal bhutia

Namgyal639#🤭🤭🤭🤭🤭Shortsvideos# 25april2024#

read more

Namgyal bhutia

Namgyal636#🤩🤩🤩🤩🤩Shortsvideos# 25april2024#

read more

Shah Meer Khan

Celebs Birthdays और CommmonMan Birthday #celebration #actor #Funny #Fun #jokes #Trending #viral #Reels #Shorts #smkgiri #hunarbaaz

read more

Amit Kumar

Aftab

Puspita Dash

24th April ଫେରିଆସ ସାଇ ମୋର ~~~~~~~~~~~ ~~~~~~~~~~~~ ନର ଦେହେ ନାରାୟଣ ଆସିଥିଲ ଅବତରି #କବିତା

read more
24th April 

ଫେରିଆସ ସାଇ ମୋର
~~~~~~~~~~~
~~~~~~~~~~~~

ନର ଦେହେ ନାରାୟଣ 
           ଆସିଥିଲ ଅବତରି
ଦୁଃଖ ଦୁର୍ଦ୍ଦିନରେ ପ୍ରଭୁ 
          ନିଅ ତୁମେ ହାତ ଧରି

ଏ ଭବ ସଂସାର ତୁଚ୍ଛ 
          ଅଳୀକ ଏ ମୋହ ମାୟା
ଜୀବନ ଏ ମରୁଭୂମି 
          ତୁମେ ଘଞ୍ଚ ତରୁଛାୟା

କରୁଣାରେ ପୂର୍ଣ୍ଣ ଚକ୍ଷୁ 
            ବରଦ ହସ୍ତ ମୋ ଶିରେ
ସୁକୋମଳ ପଦ୍ମପାଦ 
           ଅଙ୍କିତ ଏ ହୃଦୟରେ

ନାବ ତୁମେ ନାବିକ ମୋ 
             ସଂସାର ଜଳଧି ଜଳେ
ପଥ ପ୍ରଦର୍ଶକ ସାଇ 
           ଭବ ଘଞ୍ଚ ବନାନୀରେ

ଥିଲ,ଅଛ,ଥିବ ତୁମେ 
          ଜୀବନରେ ମାତୃସମା
ସବୁରି ହୃଦୟେ  ଥାଉ 
          ସତ୍ୟ, ଦୟା,ଶାନ୍ତି,କ୍ଷମା

ତୁମେ ସାଇ ପିତାମାତା,
          ବନ୍ଧୁ,ସଖା ତୁମେ ମୋର
ରୋଗ,ଦୁଃଖ,ଭୟ,କଷ୍ଟ 
          ଜଗତରୁ କର ଦୂର।।

©Puspita Dash 24th April 

ଫେରିଆସ ସାଇ ମୋର
~~~~~~~~~~~
~~~~~~~~~~~~

ନର ଦେହେ ନାରାୟଣ 
           ଆସିଥିଲ ଅବତରି
loader
Home
Explore
Events
Notification
Profile