Login to support favorite
creators
Find the Latest Status about jibana cafe from top creators only on Nojoto App. Also find trending photos & videos about, jibana cafe.
BINOदिनी
କେବେ ସେ ଆଶା, ଆକାଂକ୍ଷା, ପୁଣି ସେ କେବେ ଅନୁଭୂତି। କେବେ ସେ ବିହଙ୍ଗ, ଖଗ, ପୁଣି କେବେ ଜ୍ୱଳନ୍ତ ବିଭୂତି। କେବେ ସେ ସ୍ବପ୍ନ ରାଇଜ ର ଭିନ୍ନ ଭାଷା, ପୁଣି ସେ ହିଁ ପରା ସମ୍ପୂର୍ଣ୍ଣ ସଂସ୍କୃତି।। ସେ ଅଟେ ନାରୀ, କୁହନ୍ତି ସେ ନୁହେଁ କାହାରି। ପୁଣି ଆବଶ୍ୟକ ସ୍ଥଳେ , ସମ୍ପୂର୍ଣ୍ଣ ଜଗତ ର ସେ ହିଁ ଅଟେ ପ୍ରହରୀ।। ©BINOदिनी #jibana #Naari