Nojoto: Largest Storytelling Platform

New rasmita mandal Quotes, Status, Photo, Video

Find the Latest Status about rasmita mandal from top creators only on Nojoto App. Also find trending photos & videos about, rasmita mandal.

Stories related to rasmita mandal

    LatestPopularVideo

Nojoto Creator Academy

rasmita mandana #फ़िल्म

read more

Rajkarma

rasmita mandana pushpa #Love

read more

Rajkarma

rasmita mandana pushpa #Love

read more

Aditya Mohapatra

#କିଛି_ଯନ୍ତ୍ରଣାର_ଶେଷ_ନଥାଏ... #YourQuoteAndMine Collaborating with Rasmita Behera

read more
ମରିଯାଇଥିବା ଗଛ ପାଇଁ
ପାଣିର ଯେମିତି ମୂଲ୍ୟ ନାହିଁ
ଠିକ୍ ସେମିତି ଅଭିମାନ ନଥିବା ସମ୍ପର୍କର
କୌଣସି ମୂଲ୍ୟ ନାହିଁ.. #କିଛି_ଯନ୍ତ୍ରଣାର_ଶେଷ_ନଥାଏ... #YourQuoteAndMine
Collaborating with Rasmita Behera

Aditya Mohapatra

#ପ୍ରେମରୁପଦେ #YourQuoteAndMine Collaborating with Rasmita Behera

read more
ରାଗ ଅଭିମାନ ପ୍ରେମରେ ନଥିଲେ
ପ୍ରେମ ଲାଗେନାହିଁ ମିଠା
ପ୍ରେମରେ କେବଳ ଜୁଆର ଆସେନା
ଆସେ ବେଳେ ବେଳେ ଭଟ୍ଟା,

ଋଷିଗଲେ ମୁଁ ଯେ ବୁଝାଇ ଦିଅ
ସେଥିପାଇଁ ମନେ ପ୍ରେମ ଜାଗେ
ଏଇତ ପ୍ରେମର ରାଗ ଅନୁରାଗ
ତୁମ ହସ ମୋତେ ଭଲଲାଗେ ।। #ପ୍ରେମରୁପଦେ  #YourQuoteAndMine
Collaborating with Rasmita Behera

Aditya Mohapatra

#ପ୍ରେମପରିଭାଷା #YourQuoteAndMine Collaborating with Rasmita Behera

read more
କହିପାରେ ନାହିଁ ଓଠ ଖୋଲି ମୁଁ ଯେ
ତୁମକୁ ପାଉଛି ଭଲ
ସେଥିପାଇଁ ତୁମ ସ୍ୱପ୍ନରେ ମୁଁ ଆସି
ଦେଇଯାଏ ଗୋଲାପ ଫୁଲ , #ପ୍ରେମପରିଭାଷା  #YourQuoteAndMine
Collaborating with Rasmita Behera

Aditya Mohapatra

#ପ୍ରେମପୂର୍ଣ୍ଣଛେଦ #YourQuoteAndMine Collaborating with Rasmita Behera

read more
ଛାଡ଼ି ଯାଇଥିଲୁ ଯେଉଁଠାରେ ମୋତେ
ସେଠାରେ ହୋଇଛି ଠିଆ
କେମିତି ବଞ୍ଚିଛି ତୋ ବିନା ଆଜି ମୁଁ
ଦେଖିଯା ଲୋ ଥରେ ପ୍ରିୟା,

ଜୀବନ ମୋହର ପାଷାଣ ସାଜିଛି
ଚାଲିଗଲା ଦିନୁ ତୁ
କେମିତି ବଞ୍ଚିବି କହିଯାତୁ ଥରେ
ମୋ ନିଶ୍ୱାସ ଥିଲୁ ଲୋ ତୁ ।। #ପ୍ରେମପୂର୍ଣ୍ଣଛେଦ  #YourQuoteAndMine
Collaborating with Rasmita Behera

Aditya Mohapatra

#କିଛି_ଯନ୍ତ୍ରଣାର_ଶେଷ_ନଥାଏ... #YourQuoteAndMine Collaborating with Rasmita Behera

read more
ଯେଉଁଠି ଅଭିମାନ ଥାଏ ସେଇଠି ଭଲପାଇବା 
 ଅଧିକ ମାତ୍ରା ରେ ଥାଏ,
ଯାହା ଦ୍ଵାରା ଘୃଣା ସେଠାରେ ପ୍ରବେଶ କରିବା ତ ଦୂରର କଥା
ତା ସମ୍ମୁଖକୁ ଯିବା ପାଇଁ ଭୟ କରିଥାଏ ।। #କିଛି_ଯନ୍ତ୍ରଣାର_ଶେଷ_ନଥାଏ... #YourQuoteAndMine
Collaborating with Rasmita Behera

Aditya Mohapatra

#ପ୍ରେମରୁପଦେ #YourQuoteAndMine Collaborating with Rasmita Behera

read more
ବାହାଘର କଥା ଛାଡ ହୋ ତୁମେ
ରୋଜଗାର ମୋର ନାହିଁ
କହୁଛ ଯଦି ଚାଲିଯିବି ମୁଁ
ଭୋଜି ଖାଇବା ପାଇଁ.. #ପ୍ରେମରୁପଦେ   #YourQuoteAndMine
Collaborating with Rasmita Behera

Aditya Mohapatra

love #YourQuoteAndMine Collaborating with Rasmita Behera

read more
ତୁମେ ଗଲାଦିନୁ ବିରହ ଯନ୍ତ୍ରଣା
ଶାନ୍ତିରେ ଶୁଆଇ ଦଉନାହିଁ
ଲାଗୁଛି ଯେମିତି ତୁମ ପ୍ରେମ ମୋର
ଜୀବନ ନନେଇ ଯିବନାହିଁ ।। #love #YourQuoteAndMine
Collaborating with Rasmita Behera
loader
Home
Explore
Events
Notification
Profile