Find the Latest Status about friends is the best quote from top creators only on Nojoto App. Also find trending photos & videos about, friends is the best quote.
Lopamudra Lopa
ଏମିତି ଗୋଟେ ସମ୍ପର୍କ ଯାହା ଭଗବାନ କ ଆଶିର୍ବାଦ ସୁରୁପ ମିଳିଛି । ଆମ ସାଙ୍ଗ ସାଥି ମାନଙ୍କ ଭଲ ପାଇବା ହେଉଛି ଫୁତୁଫାତ ରେ ବିନା ଖାଦ୍ୟ ବି ନା କପଡା ରେ ଶୋଇବା ହଁ ନୁହ ଆମ କୁ ଭଲ ପାଉଥିବା ଲୋକ ଆମ ସହ ପଦେ ଦୁଇ ପଦ କଥା ହେଇ ଯିବା କଥା ହସିଦେଇ ହେଇଗଲେ ହେଲା ଏକାଠି ଭାଗବାଟି ଖାଉଥିବା ଲୋକ ଆମ ସହ ଥାନ୍ତି ଯଦି ତାହା ହେଉଛି ସେ ହେଉଛି ବନ୍ଧୁତ୍ବ ଜୀବନ ର ଆରମ୍ଭ ରେ ମା ବାପା ଆଉ ସାରା ଜୀବନ ସାରା ରହି ଥିବେ ସାଙ୍ଗ ସାଥି ହୋଇ ମୁଦ୍ରା ର ପାର୍ଶ୍ଵ ପରି ©Lopamudra Lopa best friends good life is best