Login to support favorite
creators
Find the Latest Status about baha kilki from top creators only on Nojoto App. Also find trending photos & videos about, baha kilki.
Baha 2udu
White ସମସ୍ତେ କୁହନ୍ତି ଅପେକ୍ଷା ର ଫଳ ମିଠା ବୋଲି 😋.... ହେଲେ ମତେ ଆଜି ଯାଏଁ କାଇଁ ମିଳିନି ଭାବୁଛି🤔.... ଭଗବାନ ବୋଧେ ସମୟ ନେଇ ମୋ ପାଇଁ ଜୁସ୍🍹 ବନଉଛନ୍ତି ଖରା ଜର୍ ହଉଛି ନା 🤭😂 ©Baha Tudu #mango_tree ✨Baha Soren Tudu ✨
#mango_tree ✨Baha Soren Tudu ✨ #Comedy
read moreBaha 2udu
କେବେବି କାହାକୁ କଥା ହେବା ପାଇଁ ଅନୁରୋଧ କରିବା ଦରକାର ନାହିଁ କାରଣ କାହାପାଖରେ ପ୍ରକୃତରେ ତୁମର ମୁଲ୍ୟ ଥିବ ସେ ହଜାରେ ବ୍ୟସ୍ତତା ଭିତରେ ବି ତୁମକୁ ସମୟ ଦେବ । ©Baha Tudu #agni✨ Baha ✨ soren ✨ tudu ✨motivation Poetry✨
agni✨ Baha ✨ soren ✨ tudu ✨motivation Poetry✨ #Motivational
read more