Find the Latest Status about anuchinta from top creators only on Nojoto App. Also find trending photos & videos.
Bhagawan Panigrahi
💝 *ଆଜିର ଅନୁଚିନ୍ତା*💝 🌷🌻 *ତାରିଖ-୦୯/୦୬/୨୦୧୯*🌻🌷 *କର୍ମ ଯଥାର୍ଥ, ଧର୍ମ ଆଦର୍ଶ, ଏହାକୁ ମନେ ରଖିବାକୁ ହେବ ।କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଂକାରଠାରୁ ଯିଏ ଦୂରରେ ରହିପାରେ, ଅନ୍ୟର ମଙ୍ଗଳ କାମନା କରିପାରେ ସେ ସର୍ବଦା ସୁଖରେ ବାସ କରିପାରେ ।।* *କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ । ଏହାସହିତ ସତ୍ କର୍ମ, ଆଚରଣ, ନିଷ୍ଠା ଜଡିତ ହେବା ଆବଶ୍ୟକ ।।* *କେହି ଶହେ ବର୍ଷ ବଂଚି ଯଦି ଖରାପ କାମ କରୁଥାଏ ତେବେ ତାର ବଂଚିବା ମରିବାରେ କିଛି ଫରକ ନଥାଏ ।।* *ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା, କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର । ଏହାଦ୍ୱାରା ଜୀବନର ସକଳ ସୁଖ ଲାଭ କରାଯାଇପାରେ ।।* 🙏🙏🏻🙏🙏🏻🙏🙏🏻🙏🙏🏻🙏🙏🏻 #anuchinta
Diptimayee Nayak
ନିଜ ହସର କାରଣ ଅନ୍ୟ କେହିଜଣେ ହୋଇଥାଏ ହେଲେ ସେହି ଅନ୍ୟ ଜଣକ ଯଦି ଜାଣି ଜାଣି କଷ୍ଟ ଦିଏ ତେବେ ଏ ମନ ସମ୍ପୂର୍ଣ୍ଣ ଭାଙ୍ଗିପଡେ ସେଥିପାଇଁ ମୁଁ କୁହେ ନିଜ ହସର କାରଣ ନିଜେ ଵନିଯାଅ ଦେଖିବ ସାରା ଜୀବନ ତମ ଓଠରେ ଏଇ ହସ ଉଦ୍ଜୀବିତ ରହିଥିବ ©Diptimayee Nayak #lonelynight #hasa #motivational #anuchinta