Find the Latest Status about shayari on eid milad un nabi from top creators only on Nojoto App. Also find trending photos & videos about, shayari on eid milad un nabi.
Abdul Rahman khan
ହେ ମହମ୍ମଦ୍ ! ତୁମ ଜ୍ୟୋତିର୍ମୟ ଆବିର୍ଭାବ ଦୂରେଇଦେଲା ଧରାରୁ ଅନ୍ଧକାର ଶିକ୍ଷା ଦେଲ ତୁମେ ମାନବତା ର ଦୟା ,କ୍ଷମା ,ନ୍ୟାୟ ,ସମାନତା ର ଉଚ୍ଚ,ନୀଚ୍ଚ ନାହିଁ ବୋଲି କହିଦେଲ କଳା ଗୋରାର ନାହିଁ ଭେଦ ଭାବ ବିଧବାଂକୁ ଦେଲ ତୁମେ ଉଚ୍ଚ ସମ୍ମାନ ବୁଝେଇଲ ସଭିଂକୁ କନ୍ୟା ଅଟେ ରତନ ଅସହାୟଂକୁ ବି କଲ ସମାଜର ଅଂଶୀଦାର ଅନାଥଂକୁ ପ୍ରଦାନ କଲ ତାଂକ ଅଧିକାର ଅତ୍ୟାଚାରୀ ପାଇଁ ବି ତୁମେ କରୁଣାକର ତୁମେ ହିଁ ପଥପ୍ରଦର୍ଶକ ବିଶ୍ଵଶାନ୍ତିର । Eid Milad-un-Nabi
Eid Milad-un-Nabi
read more