Nojoto: Largest Storytelling Platform

Best ସକାଳରଭାବନା Shayari, Status, Quotes, Stories

Find the Best ସକାଳରଭାବନା Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 7 Stories

jagamohan Pradhan

#ସକାଳରଭାବନା #ଚା #Morning #odiawritings

read more
ତୋ ହାତ ତିଆରି ଚା ର ବାସ୍ନା
ଏ ସକାଳ କହେ
ତୋ ଅଳସ ଭଙ୍ଗା ଆଖିର କଥା
ଏ ବିସ୍କୁଟ କହେ।

©jagamohan Pradhan #ସକାଳରଭାବନା #ଚା #Morning #odiawritings

Dev

ପରଚର୍ଚ୍ଚା ଛାଡ଼ି ଭଗବତ୍ ଚର୍ଚ୍ଚା ରେ ମନୋନିବେଶ କରିବା ଉଚିତ୍। ଆତ୍ମାକୁ ଶାନ୍ତି ମିଳିବା ସହିତ ଭଗବାନଙ୍କ ନିକଟତର ହୋଇପାରିବେ।

#ସକାଳରଭାବନା

©Dev
  #Drops

Dev

ଯଦି ଦେଇଥିବା ପ୍ରତିଶୃତି ପୂରଣ କରିପାରିବେ ନାହିଁ, ତେବେ ପ୍ରତିଶୃତି ଦେବାର ମଧ୍ୟ କୌଣସି ଅଧିକାର ନାହିଁ। 
ଯଥାସମ୍ଭବ ଦେଇଥିବା କଥା କୁ ରଖିବା ଆବଶ୍ୟକ।

#ସକାଳରଭାବନା

©Dev #Drops

Dev

ଖୁସି ରହିବା ସମସ୍ତଙ୍କ ଅଧିକାର। ସେଇ ଅଧିକାର ଅନ୍ୟ ହାତରେ ଦିଅନ୍ତୁ ନାହିଁ। ନିଜ ଖୁସି ନିଜ ହାତରେ।

#ସକାଳରଭାବନା

©Dev #colours

Dev

ପ୍ରତ୍ୟେକ ଘଟଣାର ଦୁଇଟି ପାର୍ଶ୍ଵ ଥାଏ। ବେଳେବେଳେ ଜଣଙ୍କ ପାଇଁ ଭୁଲ୍ ଅନ୍ୟ ଜଣଙ୍କ ପାଇଁ ଠିକ୍ ସାବ୍ୟସ୍ତ ହୋଇଥାଏ। ଗୋଟିଏ ପାର୍ଶ୍ୱକୁ ଦେଖି ଟିପ୍ପଣୀ ଦେବା ଉଚିତ୍ ନୁହେଁ।

#ସକାଳରଭାବନା

©Dev #vacation

Dev

ନିଜ ସମ୍ବନ୍ଧରେ ଅନ୍ୟ ଠାରୁ କୌଣସି ପ୍ରକାର ସ୍ଵୀକୃତି ବା ଅନୁମୋଦନ ଆଶା କରିବା ଉଚିତ୍ ନୁହେଁ। ନିଜ କର୍ମରେ ଠିକ୍ ରହିବା ଉଚିତ୍। ଲୋକ ତ ଚନ୍ଦ୍ରରେ ବି କଳଙ୍କ ଦେଖନ୍ତି। 

#ସକାଳରଭାବନା

©Dev #flowers

Dev

#TheatreDay ଆମ ନିଜ କାହାଣୀର ନାୟକ ଆମେ ନିଜେ। ନାୟକ ଯେପରି ସମସ୍ତ ପ୍ରତିକୂଳ ପରିସ୍ଥିତି କୁ ଲଢ଼ି ଜିତିବା ଜାଣି ଥାଏ ସେହିପରି ଆମେ ମଧ୍ୟ ଜୀବନର ପ୍ରତିଟି ପରିସ୍ଥିତିରେ ଜିତିବାକୁ ଚେଷ୍ଟା କରିବା ଉଚିତ୍।
 
#ସକାଳରଭାବନା 
#WorldTheatreDay

©Dev #theatreday


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile