Find the Best ବନ୍ଧୁ Shayari, Status, Quotes from top creators only on Nojoto App. Also find trending photos & videos about
Sandhya Rani Das
ବନ୍ଧୁତା ଏକ ସ୍ୱର୍ଗୀୟ ଉପହାର ବନ୍ଧୁ ବିନା ଲାଗେ ଏ ଜୀବନ ପୁରା ଅନ୍ଧକାର , ବନ୍ଧୁତାର ଶ୍ରେଷ୍ଠ ଉଦାହରଣ ଯଦି ଦେଖିବ ସେ ହେଉଛି କୃଷ୍ଣ ଆଉ ସୁଦାମାର।।। ବନ୍ଧୁ ର ଅର୍ଥ ତ ମୁଁ ଲେଖିଲି, ଏବେ ଆପଣ ଆପଣଙ୍କ ଲେଖନି ଚଳାନ୍ତୁ.... #ବନ୍ଧୁ #ବନ୍ଧୁତ୍ୱ #yqbhaina #yqquotes #YourQuoteAndMine Collaborating with suryakant barik
ବନ୍ଧୁ ର ଅର୍ଥ ତ ମୁଁ ଲେଖିଲି, ଏବେ ଆପଣ ଆପଣଙ୍କ ଲେଖନି ଚଳାନ୍ତୁ.... #ବନ୍ଧୁ #ବନ୍ଧୁତ୍ୱ #Yqbhaina #yqquotes #YourQuoteAndMine Collaborating with suryakant barik
read moreDiptimayee Nayak
ଯିଏ ଅଦିନରେ ଆସି ହଠାତ ଆଖିରେ ଲୁହ ଦିଏ ସେ ସେମାନଙ୍କର ସୁଚିନ୍ତକ ହୋଇଥାଏ ନା ସେ ସେମାନଙ୍କର ଦରଦୀ ବନ୍ଧୁ ହେବାର ପୁଣି ଆଉ ଏକ ନୂଆ ନାଟକ ରଚୁଥାଏ ©Diptimayee Nayak #viral #treanding #ବନ୍ଧୁ #Friend #odiawritings #odianojoto
#viral #treanding #ବନ୍ଧୁ #Friend #odiawritings #odianojoto
read moreIswar Meher
#ବନ୍ଧୁ ପରି ବନ୍ଧୁଟିଏ# ପଥହରା ଦିଗହର ଆଶାହରା ଜୀବନେ,, ଆସନ୍ତା ନାହିଁ କି ଫେରି ଏମିତି ବନ୍ଧୁ ଜଣେ ଯିଏ ଶିଖାଇ ଦିଅନ୍ତେ ହସ ମନଖୋଲା ,, ଯିଏ ଦେଖାଇ ଦିଅନ୍ତେ ବଞ୍ଚିବାର କଳା । ପଥଚ୍ୟୁତ ଜୀବନେ ମୋ,ଧରି ନିଅନ୍ତେ ହାତ ସବୁଦିନ ଚାଲନ୍ତି ସାଥେ,ମରିବା ପର୍ଯ୍ୟନ୍ତ,, ଯାହାଙ୍କ କଥାରେ ଥାନ୍ତା ଅମୃତର ବାଣୀ,, ଯାହାକୁ ପାନ କରି ମୁ ହୋଇଯାଆନ୍ତି ଋଣୀ । ବନ୍ଧୁ ସିନା ବୁଝନ୍ତି ବନ୍ଧୁ ମନର ବେଦନା,, ଆଉ କିଏ ବୁଝିବ କୁହ, କରେ ଯେ ଛଳନା ସେ ଏକ ବିଶ୍ବାସୀ ମୋର ହୃଦୟର ସାଥୀ,, ତାଙ୍କବିନା ଚଲାପଥ ଶୁନ୍ୟ ଅନୁଭୁତି । ବନ୍ଧୁତ୍ୱ କେବେ ବୁଝେନାହି, ଧନୀ କି ଗରିବ,, ଖୋଜେ ସେ କେବଳ ଏକ, କୋମଳ ହୃଦୟ ସୃଷ୍ଟି କେବେ ବାନ୍ଧେ ନାହିଁ ଏମିତି ବନ୍ଧନ ଇଏ,, ମୂଲ୍ୟ ନାହିଁ ଏ ସମ୍ପର୍କର ବନ୍ଧୁ ପରି ବନ୍ଧୁଟିଏ । ©Iswar Meher A friend never be alone when a freind with him... #friendship❤️
A friend never be alone when a freind with him... friendship❤️
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited