Nojoto: Largest Storytelling Platform

Best yqodiabhaina Shayari, Status, Quotes, Stories

Find the Best yqodiabhaina Shayari, Status, Quotes from top creators only on Nojoto App. Also find trending photos & videos about

  • 6 Followers
  • 14 Stories

Sandhya Rani Das

#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das

read more
ଅଭିମାନୀ କହି ପୋଛି ପାରିବନି ଘୃଣା ତୁମେ ମୋ ମନରୁ 
ତୁମେ ଦେଇଥିବା ଅତୀତର କ୍ଷତାକ୍ତ ସୃତି ର ଚିହ୍ନକୁ
କି ବା ଲିଭେଇ ପାରିବି ମୋ ହୃଦୟରୁ ।।।  #yourfeelings_mywords 
#yqodiawriting 
#yqodiabhaina 
#ବଞ୍ଚିବାକୁମୁଁଚାହେଁ  #YourQuoteAndMine
Collaborating with Sandhya Rani Das

Sandhya Rani Das

#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das

read more
ଆଉ ପୁରୁଣା ଦିନକୁ ମୁଁ କେମିତି ଫେରିବି ,
ତୋ ସୃତିର ଅତୀତକୁ ମୋ ମନରୁ ପୋଛି ଦେଲା ପରେ 
ପୁଣି କେମିତି ସେ ପୁରୁଣା ଅତୀତର ସ୍ମୃତିକୁ ମନେ ପକାଇବି ? #yourfeelings_mywords 
#yqodiawriting 
#yqodiabhaina 
#ବଞ୍ଚିବାକୁମୁଁଚାହେଁ  #YourQuoteAndMine
Collaborating with Sandhya Rani Das

Sandhya Rani Das

#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ

read more
ବଞ୍ଚିବାକୁ ଚାହେଁ ମୁଁ ଏବେ ମୋ ନୂଆ ଜୀବନରେ ,
ହଜିଯାଇ ଥିବା ମୋ ଅମୂଲ୍ୟ ଜୀବନକୁ 
ଆରମ୍ଭ କରୁଛି ନୂଆ ରୂପରେ ।।।  #yourfeelings_mywords 
#yqodiawriting 
#yqodiabhaina 
#ବଞ୍ଚିବାକୁମୁଁଚାହେଁ

R.R Sahoo

#ଓଡ଼ିଆrapidfire #feelings #yqodiabhaina #yqbaba #yqdidi #yqtales

read more
 ଡର ଲାଗେ ତୁମ କଥା
           ଭାବିଦେଲେ ଖାଲି,
ଛାଡି ଚାଲି ଯିବ ମୋତେ କିନ୍ତୁ
         ମୁଁ ଅଛି ସୈକତ ବାଲି।
କେତେ ଥର କଥା ଦେଇବି
          କଥା  ପୁରା ନ କର,
ଭାବୁଛି ଭୁଲି ମୋତେ ଗଲଣି
         ଭାବୁନ ଆଉ ନିଜର...।
ଆଜି ବି କାନ୍ଦୁଛି ମୋର ଏ ହୃଦୟ
              ତୁମକୁ ପାଇବା ପାଇଁ,
କିନ୍ତୁ, ତୁମେ ହୋଇଯାଇଛ ନିର୍ଦ୍ଦୟ
           ଆଉ ଆସିବ ବା କାହିଁ....।😥
ଚାଲି ଗଲ ମୋତେ ଏକା ଛାଡ଼ି
         ହେଲ ନାହିଁ ମୋର ସାଥି....,
ତୁମ କଥା ଭାବି ବିତିଯାଏ ଦିନ
         କିନ୍ତୁ, ନ ପାହଇ  ରାତି......।❤️ #ଓଡ଼ିଆrapidfire #feelings #yqodiabhaina #yqbaba #yqdidi #yqtales

Follow us on social media:

For Best Experience, Download Nojoto

Home
Explore
Events
Notification
Profile