Nojoto: Largest Storytelling Platform

Best yqodiawriting Shayari, Status, Quotes, Stories

Find the Best yqodiawriting Shayari, Status, Quotes from top creators only on Nojoto App. Also find trending photos & videos about

  • 25 Followers
  • 158 Stories

Sandhya Rani Das

ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଭୁଲିଯାଏମୁଁ #Collab #Yqbhaina #yqodia #munodia #yqodiawriting #odiawritings #YourQuoteAndMine Collaborating with YourQuote Bhaina

read more
ମୁଁ ଭୁଲି ଯାଏ ମୋ ନିଜକୁ ।।
ଯେବେ ମୋ ଆଖି ଦେଖୁଥାଏ ତୁମକୁ ।।   ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ଭୁଲିଯାଏମୁଁ #collab #yqbhaina #yqodia #munodia #yqodiawriting #odiawritings  #YourQuoteAndMine
Collaborating with YourQuote Bhaina

Sandhya Rani Das

#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das

read more
ଅଭିମାନୀ କହି ପୋଛି ପାରିବନି ଘୃଣା ତୁମେ ମୋ ମନରୁ 
ତୁମେ ଦେଇଥିବା ଅତୀତର କ୍ଷତାକ୍ତ ସୃତି ର ଚିହ୍ନକୁ
କି ବା ଲିଭେଇ ପାରିବି ମୋ ହୃଦୟରୁ ।।।  #yourfeelings_mywords 
#yqodiawriting 
#yqodiabhaina 
#ବଞ୍ଚିବାକୁମୁଁଚାହେଁ  #YourQuoteAndMine
Collaborating with Sandhya Rani Das

Sandhya Rani Das

#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das

read more
ଆଉ ପୁରୁଣା ଦିନକୁ ମୁଁ କେମିତି ଫେରିବି ,
ତୋ ସୃତିର ଅତୀତକୁ ମୋ ମନରୁ ପୋଛି ଦେଲା ପରେ 
ପୁଣି କେମିତି ସେ ପୁରୁଣା ଅତୀତର ସ୍ମୃତିକୁ ମନେ ପକାଇବି ? #yourfeelings_mywords 
#yqodiawriting 
#yqodiabhaina 
#ବଞ୍ଚିବାକୁମୁଁଚାହେଁ  #YourQuoteAndMine
Collaborating with Sandhya Rani Das

Sandhya Rani Das

#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ

read more
ବଞ୍ଚିବାକୁ ଚାହେଁ ମୁଁ ଏବେ ମୋ ନୂଆ ଜୀବନରେ ,
ହଜିଯାଇ ଥିବା ମୋ ଅମୂଲ୍ୟ ଜୀବନକୁ 
ଆରମ୍ଭ କରୁଛି ନୂଆ ରୂପରେ ।।।  #yourfeelings_mywords 
#yqodiawriting 
#yqodiabhaina 
#ବଞ୍ଚିବାକୁମୁଁଚାହେଁ

Sonu Dixit

ସତ ରୁ କଳ୍ପନା ଯାଏଁ , ଯେତେ ସବୁ ଘଟଣାବଳୀର ମୂକସାକ୍ଷୀ ସେ ପୁରୁଣା ଦରଭଙ୍ଗା ପାନ୍ଥଶାଳା ଟିଏ । ତା'ର ସେଇ ବୃଦ୍ଧ ହୃଦୟ ଭିତରେ ଆଦରି ନେଇଥାଏ ସେ କାହିଁ କେତେ ଅଜଣା ବଟୋଇଙ୍କୁ, ପୁଣି ନିମିଶକ ରେ ଦୁହେଁ ଦୁହିଁଙ୍କ ଘନିଷ୍ଠ ମଧ୍ୟ ହେଇ ଯାଆନ୍ତି ଆଉ ବାଣ୍ଟି ଦେଇଥାନ୍ତି ନିଜର ସୁଖଦୁଃଖ । ଆଉ ବାଟୋଇଟି ଗଲାବେଳେ ତା କାନ୍ଥ ଦେହରେ ଅଙ୍ଗାର ରେ ଏମିତି କିଛି ଲେଖି ଦେଇ ଚାଲି ଯାଇଥାଏ, ଯାହାର ଅର୍ଥ କେବଳ ସେ ବାଟୋଇ କୁ ଜଣା, ନହେଲେ ସେ ପନ୍ଥାଶାଳା କୁ ।

read more

ଯେତେ ସବୁ ଘଟଣାବଳୀର ମୂକସାକ୍ଷୀ ସେ ପୁରୁଣା ଦରଭଙ୍ଗା ପାନ୍ଥଶାଳା ଟିଏ ।
ତା'ର ସେଇ ବୃଦ୍ଧ ହୃଦୟ ଭିତରେ ଆଦରି ନେଇଥାଏ ସେ କାହିଁ କେତେ ଅଜଣା ବଟୋଇଙ୍କୁ, ପୁଣି ନିମିଶକ ରେ ଦୁହେଁ ଦୁହିଁଙ୍କ ଘନିଷ୍ଠ ମଧ୍ୟ ହେଇ ଯାଆନ୍ତି ଆଉ ବାଣ୍ଟି ଦେଇଥାନ୍ତି ନିଜର ସୁଖଦୁଃଖ ।

 ଆଉ ବାଟୋଇଟି ଗଲାବେଳେ ତା କାନ୍ଥ ଦେହରେ ଅଙ୍ଗାର ରେ ଏମିତି କିଛି ଲେଖି ଦେଇ ଚାଲି ଯାଇଥାଏ, ଯାହାର ଅର୍ଥ କେବଳ ସେ ବାଟୋଇ କୁ ଜଣା, ନହେଲେ ସେ ପନ୍ଥାଶାଳା କୁ । 


 ସତ ରୁ କଳ୍ପନା ଯାଏଁ , ଯେତେ ସବୁ ଘଟଣାବଳୀର ମୂକସାକ୍ଷୀ ସେ ପୁରୁଣା ଦରଭଙ୍ଗା ପାନ୍ଥଶାଳା ଟିଏ ।
ତା'ର ସେଇ ବୃଦ୍ଧ ହୃଦୟ ଭିତରେ ଆଦରି ନେଇଥାଏ ସେ କାହିଁ କେତେ ଅଜଣା ବଟୋଇଙ୍କୁ, ପୁଣି ନିମିଶକ ରେ ଦୁହେଁ ଦୁହିଁଙ୍କ ଘନିଷ୍ଠ ମଧ୍ୟ ହେଇ ଯାଆନ୍ତି ଆଉ ବାଣ୍ଟି ଦେଇଥାନ୍ତି ନିଜର ସୁଖଦୁଃଖ ।

 ଆଉ ବାଟୋଇଟି ଗଲାବେଳେ ତା କାନ୍ଥ ଦେହରେ ଅଙ୍ଗାର ରେ ଏମିତି କିଛି ଲେଖି ଦେଇ ଚାଲି ଯାଇଥାଏ, ଯାହାର ଅର୍ଥ କେବଳ ସେ ବାଟୋଇ କୁ ଜଣା, ନହେଲେ ସେ ପନ୍ଥାଶାଳା କୁ ।

Sonu Dixit

ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ? ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି , ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... #ଓଡ଼ିଆrapidfire #ଓଡ଼ିଆମନକଥା #odiawritings #odiakavita #Yqbhaina YourQuote Bhaina #yqodia #manakatha #yqodiawriting

read more
ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ?

ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି ,

ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... 


 ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ?

ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି ,

ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... 

#ଓଡ଼ିଆrapidfire #ଓଡ଼ିଆମନକଥା #odiawritings #odiakavita #yqbhaina YourQuote Bhaina #yqodia #manakatha #yqodiawriting

R.R Sahoo

            ନିଦ୍ରା 🥱
ଯେବେ ମୁଁ ଶୁଣିଲି
ସକାଳ ର ସ୍ୱର
ରାତି ଆସି କହିଲା
ତା ଆଗୋଶ ରେ ଲୁଚିଯିବାକୁ
ଯେବେ ମୁଁ ଶୁଣିଲି 
କୋକିଳ ର ସ୍ଵନ
ଜହ୍ନ ହାତ ଠାରି କହିଲା
ତା ଜ୍ୟୋସ୍ନା ରେ ଥରେ ଭିଜିଯିବାକୁ
ଯେବେ ଆଲାର୍ମ ଘଡି କହିଲା
ଉଠ ସକାଳ ହେଲା
ଆଉ ଟିକେ ଶୋଇଯିବାକୁ
ବିଛଣା ମୋତେ କହିଲା,
ନଥିଲି ମୁଁ ମୋ ନିଜର ଆୟତେ
ଥିଲି ଯେ କେବଳ ନିଦ୍ରା ବାହୁ ଫାଶେ
ବିବେକ ର ଡାକ ଶୁଣା ଗଲା କାନେ
ଜାଗ୍ରତ ହୁଅ ନିଜ ଚେତା ଆଣ ମନେ।
କର୍ତ୍ତବ୍ୟ ର ପଥେ ହୁଅ ଅଗ୍ରସର
ପରିଶ୍ରମ ବଳେ ସ୍ବପ୍ନ ହୋଇବ ସାକାର।



 #yqodia #yqquotes #yqodiawriting #yqtales #lilywritting

R.R Sahoo

ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକକୁ ନେଇ । #Collab #ପରିସ୍ଥିତିଓକାହାଣୀ #Yqbhaina #yqodia #munodia #yqodiawriting #odiawritings #YourQuoteAndMine Collaborating with YourQuote Bhaina

read more
ଭିନ୍ନ ମଣିଷଙ୍କ ଭିନ୍ନ ଚାହାଣି।
ଭିନ୍ନ ଭିନ୍ନ ବ୍ୟକ୍ତିତ୍ଵ ନହୁଏ ଜାଣି,
ଆକର୍ଷିତ କରି କୁହନ୍ତି ବାଣୀ।🙏
 ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକକୁ ନେଇ ।

#collab #ପରିସ୍ଥିତିଓକାହାଣୀ #yqbhaina #yqodia #munodia #yqodiawriting #odiawritings  #YourQuoteAndMine
Collaborating with YourQuote Bhaina

R.R Sahoo

ଲେଖନ୍ତୁ କିଛି ମନଛୁଆଁ କଥା ଅବା କବିତା ଉପରୋକ୍ତ ଶୀର୍ଷକରେ। #Collab #ଲିଭେଇଦିଅନ୍ତି #Yqbhaina #yqodia #munodia #yqodiawriting #odiawritings #YourQuoteAndMine Collaborating with YourQuote Bhaina

read more
ଯେଉଁଥିରେ ଭେଟିଥିଲି ସେହି ଅଚିହ୍ନା ମଣିଷକୁ
ସତରେ କି ଲିଭି ଯିବ ସେଇ ଚିହ୍ନା ମୁହଁ
ଫଟୋ ସିନା ଜାଳି ଦେଲି ,ହେଲେ 
କେମିତି ତାକୁ ଭୁଲିବି ମୁଁ କୁହ?????? ଲେଖନ୍ତୁ କିଛି ମନଛୁଆଁ କଥା ଅବା କବିତା ଉପରୋକ୍ତ ଶୀର୍ଷକରେ।

#collab #ଲିଭେଇଦିଅନ୍ତି #yqbhaina #yqodia #munodia #yqodiawriting #odiawritings  #YourQuoteAndMine
Collaborating with YourQuote Bhaina

R.R Sahoo

ଲେଖନ୍ତୁ କିଛି ମନଛୁଆଁ କବିତା ଅବା କାହାଣୀ ଉପରୋକ୍ତ ଶୀର୍ଷକରେ। #Collab #ନିଇତିଲେଖେ #Yqbhaina #yqodia #munodia #yqodiawriting #odiawritings #YourQuoteAndMine Collaborating with YourQuote Bhaina

read more
କବିତା, ହେଲେ...
ସବୁ ମନକୁ ପାଏନା।
ନିଇତି ଦେଖଇ ତୋତେ
ହେଲେ, ଆଜି ଭଳି;
 କେବେ ନିଆରା ଲାଗୁନା।❤️ ଲେଖନ୍ତୁ କିଛି ମନଛୁଆଁ କବିତା ଅବା କାହାଣୀ ଉପରୋକ୍ତ ଶୀର୍ଷକରେ।

#collab #ନିଇତିଲେଖେ #yqbhaina #yqodia #munodia #yqodiawriting #odiawritings  #YourQuoteAndMine
Collaborating with YourQuote Bhaina
loader
Home
Explore
Events
Notification
Profile