Nojoto: Largest Storytelling Platform

Best sambalpuriquotes Shayari, Status, Quotes, Stories

Find the Best sambalpuriquotes Shayari, Status, Quotes from top creators only on Nojoto App. Also find trending photos & videos about sambal yojna kya hai, passion and poetry sam peckinpah, sambalpuri love shayari photo, there you are sam salter, sambal yojna ke labh,

  • 2 Followers
  • 6 Stories
    PopularLatestVideo

Soumya Ranjan Mishra

#ପ୍ରେମର୍_ଛବି #imageoflove 👇🏻 ଦେଖୁନ୍ ଦେଖୁନ୍ ଟୁକେଲ୍ ଚେହେରା ଭର୍ମି ଯାଏସି ହୁଋଦ୍ ବାଉରା ଭାବିନେସି ପୂରା ନିଜର୍, ଆଏଁଖ୍ କେ ଆଏଁଖ୍ ଦେଇ ଚହଁରା ସର୍ମି ଯାଏସି ମନ୍ ଭଅଁରା ଚାଖିନେସି ମିଠା ଜ଼ହର୍ *।* #Reality #Emotions #lovequotes #Sambalpuri #odiawritings #sambalpuriquotes

read more
Read 👉🏻 *caption*— % & #ପ୍ରେମର୍_ଛବି #imageoflove 
                    👇🏻
ଦେଖୁନ୍ ଦେଖୁନ୍ ଟୁକେଲ୍ ଚେହେରା
ଭର୍ମି ଯାଏସି ହୁଋଦ୍ ବାଉରା
ଭାବିନେସି ପୂରା ନିଜର୍,
ଆଏଁଖ୍ କେ ଆଏଁଖ୍ ଦେଇ ଚହଁରା
ସର୍ମି ଯାଏସି ମନ୍ ଭଅଁରା
ଚାଖିନେସି ମିଠା ଜ଼ହର୍ *।*

Soumya Ranjan Mishra

life thoughts #Emotions #sambalpuriquotes #yqsambalpuri love #wisdom

read more
ଭାବର୍ କଥା ୨ ପଦ୍...

ଜ୍ଞାନ୍ ଲାଗି ମାନ୍ ଆଏ
ମାନ୍ ଲାଗି ନୁହେ ଜ୍ଞାନ୍
ସବୁ ମାୟା-ଭରମ୍ ଆଏ
ତୋର୍-ମୋର୍ ପାଲେ ଅଜ୍ଞାନ୍... #life #thoughts #emotions #sambalpuriquotes #yqsambalpuri #love #wisdom

Soumya Ranjan Mishra

ସଭେ କହେସନ୍ ଦୁନିଆଁ ଗୋଲ୍
ମୁଇଁ କହେସିଁ ଚେପ୍ଟା
ସଭେ ଆନ୍ ପଏସାର୍ ଭୋଲ୍
ମୁଇଁ ଆଏଁ ପ୍ରେମ୍-ଲପ୍ଟା...💕 #thoughts #odiawritings #sambalpuriquotes #koshli #yqodia #world #life #love

Soumya Ranjan Mishra

#ନୂଆଁଖାଇ #NUAKHAI #sambalpuriquotes #Koshli life #Festival #odiawritings love

read more
ଆସୁଛେ ନୂଆଁଖାଇ 
ଧାନ୍ ମାନ୍ ସମ୍ମାନ୍ ନେଇ  
ସୁଖ୍ ଦୁଃଖ୍ ର ଜୀବନ୍ ବହି
ପଢ଼ମା ସଭେ ସାଂଗେ ରହି
ଜୀବନର୍ କାଏଁ ଆଏତ୍ ରେ ଭାଇ
ଆଏଜ୍ ଅଛେ ସେ କାଏଲ୍ କେ ନାଇ
ହଁସି ହଁସି ସବୁ ଦୁଃଖ୍ ସହି
ସୁଖ୍ ପାଏମା ଜୁହାର୍ କହି #ନୂଆଁଖାଇ #nuakhai #sambalpuriquotes #koshli #life #festival #odiawritings #love

Jyotshna Rani Sahoo

Sambalpuri day ❤️❤️ Sanjita Pradhan Sunita Sahoo nirmalya swain Nihar ସମସ୍ତେ କିଛି କିଛି ଲେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛି 😊🙏 ଆଉ ଯାହା ନାମ ମେଂସନ୍ କରିନି ସେମାନେ ମଧ୍ୟ। #sambalpuriquotes #sampalpuriday

read more
ଦିଲ୍ ସୁନା ମୁଡେ ପଥର
ବାହାରେ ଟାନ୍
ନରମ୍ ମନ୍ ଭିତର
ଆସଲେ ଘାଏ
କେହି ପାସରି ନାଇ ପାରନ୍
ସବୁର୍ ମୁହେ ତାର୍ ଗୁନ୍
ଚାଖଲେ ଘାଏ ନାଇ ଭୁଲ
ଆମର ହେଡୁଆ କରଡି ତୁନ୍।

ଆମର ଭାଷା ମିଠା ମିଠା
ଲଗେଇ ଦେସି ମୋହନି ଅଠା
ଲୁକେ ଜାନସନ୍ ଆମକେ କେତେ
ଯାହାର ମନ୍ ବଡ଼ ଯେତେ
ଆମର୍ ଦରବ୍ ହାଥେ ବଢ଼ା
ପ୍ରେମ୍ ର ରଙ୍ଗ ଦିହେ ଚଢା।

ସମ୍ବଲପୁରୀ କପଡ଼ା ଦେଖି
ଲୁଭେଇ ଯିବା ତୁମହର ଆଖି
ଯାହାକେ ଯେତେ ମନ୍ଦିର ମାନେ
ପୂଜା ପାଏସନ୍ତ୍
ସବକର୍ ମନେ
ଲାଗସି ଗୁଟେ ସରଗ୍ ଜେନ୍ତା
ସବକୁ ସାହା ସମଲେଇ ମାତା। Sambalpuri day ❤️❤️
Sanjita Pradhan 
Sunita Sahoo 
nirmalya swain 
Nihar  
ସମସ୍ତେ କିଛି କିଛି ଲେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛି 😊🙏
ଆଉ ଯାହା ନାମ ମେଂସନ୍ କରିନି ସେମାନେ ମଧ୍ୟ।
#sambalpuriquotes #sampalpuriday

Jyotshna Rani Sahoo

#ଭାଷାକୋଶଳୀ଼ #ଭାଷାସମଲପୁରୀ #yqodia #odiakavita #odialiterature #sambalpurishyari #sambalpuriquotes #YourQuoteAndMine Collaborating with Mr Pairabi Suna

read more
ନା ତୁଇ କହି ପାର୍ ସୁ ନା ମୁଇ
ତତେ ଜୁଗି ଜୁଗି ଯାଏସି ସୁଇ।

ଏ ପେରେମ୍ ମତେ ମାରୁଛେ ଜିନ୍ଦା
ଜେଭୁନୁ ହେଲିନ ତୋର୍ ଉପରେ ଫିଦା।

ମିଲନ୍ ଆମର୍ ଭାଗେ ଲେଖିଛେ କି ନାଇ ମହାପୁରୁ
ମୁହୁଥି ହସି ଆଉ ଲୁହର୍ ନଦୀ ଟେ ବହେସି ଦିଲ୍ ଭିତରୁ।
 #ଭାଷାକୋଶଳୀ଼ #ଭାଷାସମଲପୁରୀ
#yqodia #odiakavita #odialiterature 
#sambalpurishyari 
#sambalpuriquotes   #YourQuoteAndMine
Collaborating with Mr Pairabi Suna


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile