Nojoto: Largest Storytelling Platform

Best sizzlingrain Shayari, Status, Quotes, Stories

Find the Best sizzlingrain Shayari, Status, Quotes from top creators only on Nojoto App. Also find trending photos & videos aboutsizzling meaning in hindi, sizzling meaning in english, sizzling meaning in marathi, sizzling brownie quotes, sizzling quotes,

  • 2 Followers
  • 2 Stories

Nissan SS7

ବର୍ଷା ରାତି💓💓 love poetry #Romantic #sizzlingrain #rainynights #yqodia #yqdidi

read more
ଏ କି ବରଷା, ଏ କେମିତି ରାତି,
କିଛି ଓଦା ସ୍ବପ୍ନ, କିଛି ଅଭୁଲା ସ୍ମୃତି,
ସ୍ମୃତି ର ଶାମୁକା ଟିଏ ପାଇଁ,
ଖୋଜୁଛି ସାଗର କୂଳେ ଥାଇ,
ସେ ନିଝୁମ ରାତି ର ସାଥୀ।
ଆଜି ଅନ୍ଧାର ରହିଛି ବାକି,
ଏ ଜହ୍ନ ଆଲୁଅ ଦଉଚି ଠକି,
ଆସିବ କି ବର୍ଷା ମୋ ପ୍ରିୟା କୁ ନେଇ ,
ଚିତ୍ତ ଭେଦି,ଆତ୍ମା କୁ ମୋ ଭିଜାଇବା ପାଇଁ,
ଏ ରାତି କି ରହିବ ଆମ ସାକ୍ଷୀ।
ମେଘର ସେ ଲାଜୁଆ ଚାହାଣୀ,
ମନ ରେ ମୋ ଶୀହରଣ ଦିଏ ଆଣି,
ମୋ ପ୍ରେମ କବିତା ର ନାୟିକା ହେବାକୁ,
ସତ ରେ କଣ ଆସିବ କି ତୁମେ,
ତୁମ ହୃଦୟ ରେ ମୋ ପାଇଁ ଜାଗା ଆଣି,
ନ ସାଜିଯିବ ତୁମେ ଗୋଟେ କାହାଣୀ।।

 ବର୍ଷା ରାତି💓💓
#love #poetry #romantic #sizzlingrain 
#rainynights #yqodia #yqdidi

Follow us on social media:

For Best Experience, Download Nojoto

Home
Explore
Events
Notification
Profile