Nojoto: Largest Storytelling Platform

Best yqbhainaa Shayari, Status, Quotes, Stories

Find the Best yqbhainaa Shayari, Status, Quotes from top creators only on Nojoto App. Also find trending photos & videos about yqbaba, henaa hainaa beauty products, henaa hainaa beauty, henaa hainaa, hainaa,

  • 7 Followers
  • 12 Stories

BIKASH RANJAN

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ । #Challenge #YourQuoteAndMine #rapidfire #ଓଡ଼ିଆrapidfire #odiarapidfire #ସୂର୍ଯ୍ୟଚନ୍ଦ୍ର #yqbhainaa

read more
କେବେ ଭେଟି ପାରୁନଥିବା ସୂର୍ଯ୍ୟ ଚନ୍ଦ୍ର ଦିନେ ଏକାଠି ବସି କଥା ହେବାର ନିଷ୍ପତି ନେଲେ ହେଲେ ବାଦଲ ଆସି ବର୍ଷା ର ତାଣ୍ଡବ କରି ତାଙ୍କ ପ୍ରେମ ଗଳ୍ପ ପାଣିଚିଆ କରିଦେଲା।  
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ ।

JS Jyoti

ମୁଁ ସବୁବେଳେ ନିଜକୁ ହଯାଏ
ଖାସ୍ ତୁମକୁ ପାଇବା ପାଇଁ । #yqbhainaa #odiaquotes

Krishnaa (Krishnaa)

କର୍ଣ୍ଣ ମହାଭାରତର ଏକ ସ୍ବତନ୍ତ୍ର ଅଂଶ।।।।
(ଲେଖନ୍ତୁ କର୍ଣ୍ଣଙ୍କ ବିଷୟରେ କିଛି)
ବି.ଦ୍ର- ରାଷ୍ଟ୍ରକବି ରାମ୍ ଧାରୀ ସିଂହ ଦିନ୍ କର ଙ୍କର ଶ୍ରେଷ୍ଠ କାବ୍ଯ ରଶ୍ମିରଥୀ ଆଧାରିତ ଲେଖା
 #କର୍ଣ୍ଣ 
#rasmirathi 
#ramdhir_singh_dinkar
#yqbhainaa
#yqbhaina

Krishnaa (Krishnaa)

#ବାପାଙ୍କ ଭଳି ଛାଇ #ବାପା #yqbhainaa #yqodia #munodia

read more
ବାପା ତୁମେ ଆଉ ତୁମର ତ୍ୟାଗ,
ବର୍ଣ୍ଣିବାକୁ ମୁଁ ଅପାରଗ....
ତୁମ ପରି ଛାଇ ଟିଏ,
ପାଇନି ମୁଁ ଆଜିଯାଏଁ....
ଆଉ ଜାଣିଛି କେବେ ବି,
ମିଳିବେନି ଯେତେ ଖୋଜିଲେ ବି...
ତୁମ ଠୁ ଶିଖିଛି,
ତୁମ ଠୁ ଜାଣିଛି...
ଜୀବନ କୁ ଜୀଇଁବାର ଉପାୟ...
ମୁଁ ଆଜି ନିଶବ୍ଦ ଆଉ ନିରୁପାୟ ବି..
କାରଣ ବେଳେ ବେଳେ,
ତୁମ ଉପରେ ଅଭିମାନ କରିଛି..
ଆଉ କେବେ ବି..
ବୁଝିବାକୁ ଚେଷ୍ଟା କରିନି କି..
ମୁଁ ତ ଅଭିମାନ କରୁଛି..
କାଇଁ ତମେ ତ କେବେ..
ମୋ 'ପରେ ଅଭିମାନ କରିନ...
ଆଜି ପାଇଗଲି ସେଇ ଉତ୍ତର,
ଖୋଜି ପାଇଗଲି ନିଜକୁ ସତ୍ତ୍ୱର..
ତୁମ ପାଦ ତଳେ ନତମସ୍ତକ ମୁଁ ସର୍ବଦା,
ଜୀବନରେ ମୁଁ ହେବି ଆଜି ଜଗତଜିତା...
କାରଣ ତମ ଭଳି ଛାଇ ପ୍ରଦାନକାରୀ ଦ୍ରୁମ,
ମୋ ପାଖରେ ଆଶିଷ ସାଜିଛି ତୁମ ପ୍ରେମ ...
ଆଜି ତେଜିଦେବି ମନୁ ସମସ୍ତ ଭ୍ରମ,
ତୁମ ପ୍ରେମ ଆଉ ଆଶିଷ ସର୍ବଦା ଅଛି ଉପରେ ମମ...

 #ବାପାଙ୍କ ଭଳି ଛାଇ
#ବାପା 
#yqbhainaa
#yqodia
#munodia

Krishnaa (Krishnaa)

ତୁମେ ଶ୍ରାବଣ ହୋଇ,
ମୋ ଦେହେ ବର୍ଷାବିନ୍ଦୁ ଢାଳିଦେଇଗଲ..
ମୁଁ ଫଗୁଣ ହୋଇ,
ତୁମ ଦେହେ ପ୍ରୀତି ଢାଳିଦେଇଯିବି....
 #yqodia
#yqbhainaa
#munodia

Krishnaa (Krishnaa)

#ତୁମେ ହିଁ ତୁମେ ପ୍ରଭୁ#କୃଷ୍ଣସର୍ବସ୍ୱ #yqbhainaa #yqodia

read more
ଅତ୍ୟନ୍ତ ଦୁର୍ମୁଲ୍ୟ ତୁମେ..
ଅକ୍ଷୟ ଅମୂଲ୍ୟ ତୁମେ..
ଅଜୟ ଅଭୟ ତୁମେ..
ଅଶାନ୍ତ ଅର୍ଣ୍ଣବ ତୁମେ..
ଅନିନ୍ଦ୍ୟ ଅନୁଭବ ତୁମେ..
ଅର୍ଚ୍ଚନା ଅନାବିଳ ତୁମେ..🙏

 #ତୁମେ ହିଁ ତୁମେ ପ୍ରଭୁ#କୃଷ୍ଣସର୍ବସ୍ୱ
#yqbhainaa #yqodia

Sandhya Rani Das

@Bikash Kumar ( ବିକାଶ କୁମାର ଜେନା ) ପ୍ରଶ୍ନ ର ଉତ୍ତର ।। #ସମସ୍ୟାସମାଧାନ #ରଜମଉଜ୨ #ଗଙ୍ଗା #yqodia #yqbhainaa

read more
ପ୍ରଶ୍ନ- ଶବରୀ ଅଇଁଠା ଖାଇଲ ,ଅଭିମନ୍ୟୁ କୁ ମାରିଲ ,
ପ୍ରଭୁ ତମେ ମିଛ କହିଲ ? ପ୍ରଭୁ ମିଛୁଆ କି ??

ଉତ୍ତର- ନା ପ୍ରଭୁ ମିଛୁଆ ନୁହନ୍ତି । ପ୍ରଭୁଙ୍କ ପ୍ରତ୍ୟେକ କାର୍ଯ୍ୟ ପଛରେ  ସବୁବେଳେ ଉଦେଶ୍ଯ ଥାଏ ,ସମାଜକୁ ଶିକ୍ଷା ମିଳିଥାଏ ।ସେ ତ ଭକ୍ତଙ୍କର ଭଗବାନ । ଭକ୍ତଙ୍କର ଦୁଃଖ ସେ କେବେ ଦେଖି ପାରନ୍ତିନି।ସେ ଶବରୀ,ଦୌପଦୀ, ପ୍ରହ୍ଲାଦ, ଧ୍ରୁବ ର ଦୁଃଖ ଦେଖି ପାରି ନ ଥିଲେ ।
ଭକ୍ତଙ୍କ ରକ୍ଷା ପାଇଁ ତାଙ୍କର କେବେ ଯେ ରୂପ ।ପ୍ରଭୁ ମିଛୁଆ ନୁହନ୍ତି ,
ସଂସାରର ସୃଷ୍ଟିକର୍ତ୍ତା ସେ ତାଙ୍କ ବିନା ଇସାରାରେ ଗଛରୁ ପତ୍ର ହଲେନି।
  @Bikash Kumar ( ବିକାଶ କୁମାର ଜେନା ) ପ୍ରଶ୍ନ ର ଉତ୍ତର ।।
#ସମସ୍ୟାସମାଧାନ
#ରଜମଉଜ୨ 
#ଗଙ୍ଗା 
#yqodia 
#yqbhainaa

Sandhya Rani Das

#yqodia #yqbhainaa #ସୁଖ_ଓ_ଦୁଃଖ

read more
ଆମେ ଭାବୁଛେ
ଏ ଦୁନିଆରେ ଆମ ଠୁ ଦୁଃଖୀ କେହି ନୁହେଁ ,
ହେଲେ ଯାହା ପାଖରେ ରହିବାକୁ ଘର 
ଆଉ ଦୁଇ ଓଳା ଖାଇବାକୁ ନାହିଁ 
ଆମେ କ'ଣ ତାଙ୍କ ଠୁ ସୁଖୀ ନୁହେଁ??

  #yqodia 
#yqbhainaa 
#ସୁଖ_ଓ_ଦୁଃଖ

Sandhya Rani Das

@Bikash Kumar ( ବିକାଶ କୁମାର ଜେନା ) ପ୍ରଶ୍ନ ର ଉତ୍ତର ।। #ସମସ୍ୟାସମାଧାନ #ରଜମଉଜ୨ #ଗଙ୍ଗା #yqodia #yqbhainaa

read more
ପ୍ରଶ୍ନ- ଶବରୀ ଅଇଁଠା ଖାଇଲ ,ଅଭିମନ୍ୟୁ କୁ ମାରିଲ ,
ପ୍ରଭୁ ତମେ ମିଛ କହିଲ ? ପ୍ରଭୁ ମିଛୁଆ କି ??

ଉତ୍ତର- ନା ପ୍ରଭୁ ମିଛୁଆ ନୁହନ୍ତି । ପ୍ରଭୁଙ୍କ ପ୍ରତ୍ୟେକ କାର୍ଯ୍ୟ ପଛରେ  ସବୁବେଳେ ଉଦେଶ୍ଯ ଥାଏ ,ସମାଜକୁ ଶିକ୍ଷା ମିଳିଥାଏ ।ସେ ତ ଭକ୍ତଙ୍କର ଭଗବାନ । ଭକ୍ତଙ୍କର ଦୁଃଖ ସେ କେବେ ଦେଖି ପାରନ୍ତିନି।ସେ ଶବରୀ,ଦୌପଦୀ, ପ୍ରହ୍ଲାଦ, ଧ୍ରୁବ ର ଦୁଃଖ ଦେଖି ପାରି ନ ଥିଲେ ।
ଭକ୍ତଙ୍କ ରକ୍ଷା ପାଇଁ ତାଙ୍କର କେବେ ଯେ ରୂପ ।ପ୍ରଭୁ ମିଛୁଆ ନୁହନ୍ତି ,
ସଂସାରର ସୃଷ୍ଟିକର୍ତ୍ତା ସେ ତାଙ୍କ ବିନା ଇସାରାରେ ଗଛରୁ ପତ୍ର ହଲେନି।
  @Bikash Kumar ( ବିକାଶ କୁମାର ଜେନା ) ପ୍ରଶ୍ନ ର ଉତ୍ତର ।।
#ସମସ୍ୟାସମାଧାନ
#ରଜମଉଜ୨ 
#ଗଙ୍ଗା 
#yqodia 
#yqbhainaa
loader
Home
Explore
Events
Notification
Profile