Nojoto: Largest Storytelling Platform

Best rajaparba Shayari, Status, Quotes, Stories

Find the Best rajaparba Shayari, Status, Quotes from top creators only on Nojoto App. Also find trending photos & videos aboutaltaf raja shayari status love funny, avni or raj love shayari images, raja rani love quotes video download 10, characters of the novel coolie by mulk raj anand 10, what was the name of son of raja parikshit,

  • 3 Followers
  • 3 Stories

Sai Angel Shaayari

#Blood ଓଡ଼ିଶାର ଗଣ ପର୍ବ 'ରଜ' ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଧରିତ୍ରୀ, ପ୍ରକୃତି ଓ ନାରୀକୁ ସମ୍ମାନ ଜଣାଇବାର ଏହା ହେଉଛି ଅନନ୍ୟ ପରମ୍ପରା । ମୌସୁମୀ ଆଗମନର ମଧ୍ୟ ପ୍ରତୀକ ହେଉଛି ‘ରଜ’ । ଚଳିତ ବର୍ଷଟି ଚାଷୀକୂଳ ଲାଗି ମଙ୍ଗଳମୟ ହେବା ସହ ସମସ୍ତଙ୍କ ଜୀବନ ସୁଖ ଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି ମୋର କାମନା । #JayJagannath #rajaparba

read more
ଓଡ଼ିଶାର ଗଣ ପର୍ବ 'ରଜ' ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଧରିତ୍ରୀ, ପ୍ରକୃତି ଓ ନାରୀକୁ ସମ୍ମାନ ଜଣାଇବାର ଏହା ହେଉଛି ଅନନ୍ୟ ପରମ୍ପରା । 
ମୌସୁମୀ ଆଗମନର ମଧ୍ୟ ପ୍ରତୀକ ହେଉଛି ‘ରଜ’ । ଚଳିତ ବର୍ଷଟି ଚାଷୀକୂଳ ଲାଗି ମଙ୍ଗଳମୟ ହେବା ସହ ସମସ୍ତଙ୍କ ଜୀବନ ସୁଖ ଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି ମୋର କାମନା ।
#JayJagannath
#RajaParba

©Sai Angel Shaayari #Blood ଓଡ଼ିଶାର ଗଣ ପର୍ବ 'ରଜ' ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଧରିତ୍ରୀ, ପ୍ରକୃତି ଓ ନାରୀକୁ ସମ୍ମାନ ଜଣାଇବାର ଏହା ହେଉଛି ଅନନ୍ୟ ପରମ୍ପରା । 
ମୌସୁମୀ ଆଗମନର ମଧ୍ୟ ପ୍ରତୀକ ହେଉଛି ‘ରଜ’ । ଚଳିତ ବର୍ଷଟି ଚାଷୀକୂଳ ଲାଗି ମଙ୍ଗଳମୟ ହେବା ସହ ସମସ୍ତଙ୍କ ଜୀବନ ସୁଖ ଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି ମୋର କାମନା ।
#JayJagannath 
#rajaparba

Follow us on social media:

For Best Experience, Download Nojoto

Home
Explore
Events
Notification
Profile