Nojoto: Largest Storytelling Platform

Best ଓଡିଆ Shayari, Status, Quotes, Stories

Find the Best ଓଡିଆ Shayari, Status, Quotes from top creators only on Nojoto App. Also find trending photos & videos about

  • 22 Followers
  • 36 Stories

jagamohan Pradhan

#odiawritings #ଅକ୍ଷୟତୃତୀୟା #ଓଡିଆ

read more
ହାତେ ଲଙ୍ଗଳ ବିହନ ଗଉଣି
କ୍ଷେତ ମୁଣ୍ଡରେ ପୂଜି
ଚାଷ କରି ସେ ବିହନ ଯେ ବୁଣି
ଶୁଭ ଆରମ୍ଭ କରେ ଆଜି।
ସୁନାର ଫସଲ ପଳାଇବା ପାଇଁ
କ୍ଷେତ ମାଗଇ ପାଣି 
ଚଷା ଭାଇ ସବୁ ପୁରଣ କରଇ
କ୍ଷେତ ମନ ସେ ଜାଣି।
ଦିନେ ଫଳିବ ସୁନାର ଫସଲ
ହସି ଉଠିବ କ୍ଷେତ
ଚଷା ଭାଇ ପାଇଁ ସବୁଠାରୁ ବଡ଼
ଅକ୍ଷୟ ତୃତୀୟା ଯାତ।

©jagamohan Pradhan #odiawritings #ଅକ୍ଷୟତୃତୀୟା #ଓଡିଆ

Mamata Sau

#ଓଡିଆ #ସମାଜ

read more

Anita Patra

#Yqbhaina#ଓଡିଆ କବିତାଟିଏ # ଓଡିଆଭାଷାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ

read more
ଯାହାପାଇଁ ଏଇ ଜୀବନ ପାଇଲି,
ଯାହାଙ୍କ ପାଇଁ ଏ ଦୁନିଆ ଦେଖିଲି ।
    ଯାହା ହାତଧରି ଛିଡା ମୁଁ ହେଲି,
 ଧୀରେଧୀରେ ପୁଣି ଚାଳିବା ଶିଖିଲି।
     ସେଇତ ମୋର ବାପା ।।
     ସେଇତ ମୋର ବାପା ।।
   
               ଯାହା ସାଥେ ରହି କହିବା ଜାଣିଲି,
                  ଯାହା ସାଥେ ପୁଣି ଗାଇବା ଶିଖିଲି।
                  ଯାହା ପାଇଁ ଆଜି ଅଗ୍ରସର ହେଲି,
                   ଯାହାଙ୍କ କୃପାରୁ ଶିକ୍ଷାଲାଭ  କଲି ।
                         ସେଇତ ମୋର ବାପା ।।
                        ସେଇତ ମୋର ବାପା ।।
                           
                                               ଅନିତା ପାତ୍ର  #yqbhaina#ଓଡିଆ କବିତାଟିଏ # ଓଡିଆଭାଷାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ

swetasumanmishra

#ପିଲାଦିନ #କବିତା #ଓଡିଆ #Dark #ଜୀବନ

read more
ପିଲାବେଳେ ଖେଳୁଥିବା ଅଗଣା ମଧ୍ଯ ଚୀରସ୍ଥାୟୀ ନୁହେଁ  ।

©swetasumanmishra #ପିଲାଦିନ #କବିତା #ଓଡିଆ 
#Dark

Sangha Mitra Raiguru

ଉପଦେଶ ଦେବା ବଡ ସହଜ
କିନ୍ତୁ ତାକୁ ନିଜ ଉପରେ ଲାଗୁ କରିବା ଖୁବ୍ ମୁସ୍କିଲ୍

©Sangha Mitra Raiguru #reality
#quotes
#thoughts
#opinion#ଓଡିଆ

#sunrays

Priya Prayash

Prema Bandhana (Part-6) | ପ୍ରେମ ବନ୍ଧନ (ଷଷ୍ଠ ଅଂଶ) #odia #odianojoto #ଓଡ଼ିଆ #ଓଡିଆ #Odisha #nojotoodia #nojotoodisha #story #Stories #Love

read more

Priya Prayash

Car festival of Lord Jagannath at Puri Dham, Odisha in the year of 1928 #nojotonews nojoto❤ #odianojoto #nojotoodia #nojatohindi #nojota #nojotoenglish #ଓଡିଆ #lord

read more

Priya Prayash

Maya Marichika (Part- 4) #odia #odianojoto #ଓଡିଆ #story #Stories #nojotoodia #nojotoodisha nojoto❤ #nojotonews #Life

read more

Silpa Das

2#ପଦ #ଓଡିଆ#କବିତା

read more
ଶାଶ୍ଵତ ପ୍ରେମ ର
ନିବିଡ ରଚନା
ହୃଦ ପଦ୍ମେ 
ଛବି ଅଙ୍କା
ବିରହ ବ୍ୟଥା ର
ଅକୁହା ବେଦନା
ଆଖି ଧାରେ
ହୁଏ ଲେଖା।

©Silpa Das #2#ପଦ
#ଓଡିଆ#କବିତା

Asima Jena

#ଓଡିଆ କବିତା#ମୋକଵିତା #masoom

read more
loader
Home
Explore
Events
Notification
Profile