Nojoto: Largest Storytelling Platform

Best ମା Shayari, Status, Quotes, Stories

Find the Best ମା Shayari, Status, Quotes from top creators only on Nojoto App. Also find trending photos & videos about ମା ର ମମତା, ମାଟିର ମଣିଷ, ମା ତାରିଣୀ, ମା, ମାଟି,

  • 22 Followers
  • 34 Stories
    PopularLatestVideo

KAIBALYA NAYAK

#GoldenHour ମାଆ #ମା #ଓଡ଼ିଆ #maa #Mother #motivatation #ଦେଶଭକ୍ତି #ଶାୟାରି

read more
mute video

Tafizul Sambalpuri

#ମା #କବିତା

read more
mute video

Tafizul Sambalpuri

#ମା #କବିତା

read more
mute video

koushik lenka

#Yqbhaina #yqodia #munodia #ମା #maa ମାଁ ଙ୍କ ପାଇଁ ଗୋଟେ Collab କରନ୍ତୁ..... #YourQuoteAndMine Collaborating with Prasant Kumar Panigrahi Collaborating with PRATIVA BEHERA

read more
ଏନ୍ତୁଡ଼ି ରୁ ମଶାଣି 
   ଯିଏ ମୋ ଜୀବନ ସାହାଣୀ
ପ୍ରତିକ୍ଷା ବଳେ ଯିଏ ଭେଟିଦିଏ ପ୍ରତିଭା
            ସିଏ ଲେଖେ ମୋ ଜୀବନ କାହାଣୀ
          ସିଏ ମା ମୋ ମା!
 #yqbhaina #yqodia #munodia #ମା #maa 
ମାଁ ଙ୍କ ପାଇଁ ଗୋଟେ Collab କରନ୍ତୁ..... #YourQuoteAndMine
Collaborating with Prasant Kumar Panigrahi 
Collaborating with PRATIVA BEHERA

koushik lenka

#ମା

read more
ସମୟ ର ଶାଙ୍କୁଚ ପ୍ରହାରରେ କାକଟସ୍ ଭଳି ତୀରର ଆଘାତରେ ମୁଁ ଆଜି ସାଜି ଯାଇଛି ଶର ଶଯ୍ୟା ର ଭୀଷ୍ମ। ଐନ୍ଦ୍ରଜାଲ ଭିତରେ ଛନ୍ଦି ଯାଇ ମୁଁ ଖୋଜୁଛି ଏକ ନୂଆ ଠିକଣା। ସବୁଠି ଅଟ୍ଟହାସ୍ୟ ର ଲୋଲୁପ ଚାହାଣି,ତା ଭିତରୁ ଛୁଟି ଆସେ ମୋ ମା'ର ଉତ୍ସାହ ଆଦେଶ ବାଣୀ।। #ମା

ranjita jena

ବୋଉ ତୁ ଅଛୁ ତ ଏ ଜୀବନ ଅଛି.... #ବୋଉ #ମା #merimaa #merikalamse #Yqbhaina #odiawritings #odiapoetry #yqquotes

read more
      ବୋଉ
ଜୀବନର ଯୁଦ୍ଧରେ ଯୁଦ୍ଧ କରି କରି
ଥକି ଯାଇ ଥିବା ଶରୀର ମୋ,
ଚାହେଁ ତୋ ଶୀତଳ ମମତା ର ଛାୟାରେ
କିଛି କ୍ଷଣ ରହି ଯିବି ଏ ଦୁନିଆ କୁ ଭୁଲି, 
କୋଉ ଅଜଣା ଅନ୍ଧାର ରାଇଜ ରୁ ଆଣି
ଏ ଆଲୋକ ଭରା ଦୁନିଆରେ ଜୀବନ ଦେଲୁ,
ହେଲେ ବୋଉ
ତୋ ବିନା ତ ମୋର ଅସ୍ତିତ୍ବ ନାହିଁ, କି ତୋ ପରି ମୋର
ଆଉ କିଏ  ନିଜର ନାହିଁ,
ବୋଉ ତୁ ଅଛୁ ତ ମୋ ଅସ୍ତିତ୍ବ ଅଛି, 
ତୁ ଅଛୁ ତ ଏ ଜୀବନ ଅଛି।

ଜନ୍ମ ଦିନର ଅନେକ ଶୁଭକାମନା "ବୋଉ" ବୋଉ ତୁ ଅଛୁ ତ ଏ ଜୀବନ ଅଛି....  #ବୋଉ #ମା #merimaa #merikalamse #yqbhaina #odiawritings #odiapoetry #yqquotes

Sandhya Rani Das

#yourfeelings #yqdidi #ମା #ମା_ମମତାମୟୀ

read more

        ମା ମମତାମୟୀ ଦେବୀଟିଏ । ତା ପଣତରେ ସଂସାର ଯାକର ସୁଖ ଥାଏ । କି କୁହୁକ ଜାଣିଥାଏ କେଜାଣି ମଣିଷ ଯେତେ ଦୁଃଖରେ ଥିଲେ ସେ ମନକୁ ପଢିଥାଏ । ଆଉ ମିନିଟ୍ ଭିତରେ ସବୁ ଦୁଃଖକୁ ଭୁଲେଇ ଦିଏ । ତା ପାଖରେ ଥିଲେ କିଛି ବି ଡ଼ର ନ ଥାଏ । ସତରେ ମା ପରି ଆଉ କେହି ନୁହେଁ ।
କିଛି ଭୁଲ କଲେ ଗାଳି ଦିଏ ସତ ଆଉ ମାରିଥାଏ ହେଲେ ତା ଅନ୍ତର ହୃଦୟ ସେଥିପାଇଁ କେତେ ଯେ କଷ୍ଟ ପାଏ । ତା ଗାଳି ବି ତା ଠୁ ସୁନ୍ଦର ।କେବେ ଦେହ ଖରାପ ହେଲେ ପାଗଳୀ ପରି ହୋଇଥାଏ ।ରାତି ରାତି ଅନିଦ୍ରା ହୋଇ ଆମର ସେ ସେବା କରେ । 

            କେହି ପାରିବ ସୁଝି ତା ମମତା ର ମୂଲ୍ୟ କୁ ,କେବେ ବି ନୁହେଁ । ତା ବିନା ଘର ଅନ୍ଧାର ,ଜୀବନ ବି ଅନ୍ଧାର । ତା ହସ ଦେଖିଲେ ଜୀବନର ସବୁ ଦୁଃଖ ଭୁଲି ଯାଏ । ଏଠି ସବୁ ତ ସ୍ବାର୍ଥ ପାଇଁ ଆମ ପାଖରେ ଥାନ୍ତି ଆଉ ଛାଡି ଚାଲିବି ଯାନ୍ତି ,କିନ୍ତୁ ମା ତ ନିଃସ୍ବାର୍ଥ ପ୍ରେମ ଆମ ଜୀବନରେ ଦେଇଥାଏ, ତା ବଦଳରେ କିଛି  ବି ଦରକାର ନ ଥାଏ ତା'ର । ସେ ତ ଖାଲି ମମତା ବଦଳରେ ମମତା ଖୋଜିଥାଏ । କିଏ ବା ତା କଷ୍ଟ ର ଋଣ ସୁଝିପାରିବ । ଦଶ ମାସ କେତେ ଯେ କଷ୍ଟ ପାଏ ଆମକୁ ପେଟରେ ଧରି । ହେଲେ ସେ କଷ୍ଟକୁ ବି ହସି ହସି ସହି ନିଏ ସନ୍ତାନ ପାଇଁ । ସନ୍ତାନ ପାଇଁ ତା ଜୀବନକୁ ବି ବାଜି ଦେଇ ପାରେ । ତା ମୂଲ୍ୟ କୁ ବୁଝନ୍ତୁ ,ତାଙ୍କୁ ସମ୍ମାନ କରନ୍ତୁ । ଏ କଥା ଭୁଲନ୍ତୁନି ଆଜି ଯାହା ବି ଅଛ ଖାଲି ମା ମାନଙ୍କ ପାଇଁ । 🙏🙏
 
 #yourfeelings 
#yqdidi 
#ମା 
#ମା_ମମତାମୟୀ

Sonu Dixit

ମା ଯେବେ ପ୍ରଥମାଷ୍ଟମୀ ରେ ଗନ୍ଧାହଳଦୀ ଲଗେଇ ଗାଧେଇ ଦେଉଥିଲା , ଆଉ ରକମ ରକମର ପିଠା ଆଉ ଖିରି ବନେଇକି ଖୁଆଉଥିଲା ସତରେ... କେଉଁ ରାଇଜର ରଜା ଭଳିଆ ଲାଗୁଥିଲା ସେ ଦିନଟିଯାକ.... #odiawritings #Odiaquotes #Yqbhaina #ଓଡ଼ିଆrapidfire #ଓଡ଼ିଆମନକଥା #baripada

read more

ମା ଯେବେ ପ୍ରଥମାଷ୍ଟମୀ ରେ 
ଗନ୍ଧାହଳଦୀ ଲଗେଇ ଗାଧେଇ ଦେଉଥିଲା ,
ଆଉ ରକମ ରକମର 
ପିଠା ଆଉ ଖିରି ବନେଇକି ଖୁଆଉଥିଲା 

ସତରେ...
କେଉଁ ରାଇଜର ରଜା ଭଳିଆ ଲାଗୁଥିଲା ସେ ଦିନଟିଯାକ....

 ମା ଯେବେ ପ୍ରଥମାଷ୍ଟମୀ ରେ 
ଗନ୍ଧାହଳଦୀ ଲଗେଇ ଗାଧେଇ ଦେଉଥିଲା ,
ଆଉ ରକମ ରକମର 
ପିଠା ଆଉ ଖିରି ବନେଇକି ଖୁଆଉଥିଲା 

ସତରେ...
କେଉଁ ରାଇଜର ରଜା ଭଳିଆ ଲାଗୁଥିଲା ସେ ଦିନଟିଯାକ....

Rk Rakesh Kumar

#କାଶତଣ୍ଡୀ #ମା #yqbaba #Yqbhaina #Rinku #rinkuodia #muodia #yqodia

read more
କାଶତଣ୍ଡୀ ଫୁଲ ଖୁସି ରେ ନାଚୁଛନ୍ତି
ପାଦ ଚିପି ଚିପି ପୁଣି ମା ଆସୁଛନ୍ତି #କାଶତଣ୍ଡୀ 
#ମା 
#yqbaba 
#yqbhaina 
#rinku 
#rinkuodia 
#muodia 
#yqodia
loader
Home
Explore
Events
Notification
Profile