Nojoto: Largest Storytelling Platform

Best ମନରଭାବନା Shayari, Status, Quotes, Stories

Find the Best ମନରଭାବନା Shayari, Status, Quotes from top creators only on Nojoto App. Also find trending photos & videos about

  • 5 Followers
  • 6 Stories

Durga Sankar Suar

#ମନରଭାବନା #ଅନୁଭବରେଜୀବନ

read more
ଲୁହ ଆଉ ଲହୁ ଆଜି କାହିଁ ଲାଗୁଛି ଏକପରି,
କେମିତି କହିବି ଏବେ ବି ରହିଛି ତୁମକୁ ଅପେକ୍ଷା କରି ।।
ଜାଣତରେ ହଉ ବା ଅଜାଣତରେ ଝରିଯାଏ ଆଖିରୁ ଲୁହ,
ଶୂନ୍ୟତା ର ଏକାନ୍ତରେ ଅନୁଭବ କୁ କେମିତି ପରିପ୍ରକାଶ କରିବି କୁହ ।।
 #ମନରଭାବନା
#ଅନୁଭବରେଜୀବନ

Durga Sankar Suar

#ଦୂରତା #ମନରଭାବନା

read more
ଅମାନିଆ ଏ ମନ ମୋର ,
ଖୋଜେ ତୁମକୁ ରାତି ଦିନ ।
କେମିତି କହିବି ତୁମକୁ ,
ଏଇ ଶୂନ୍ୟତାର ତମେ ଏକମାତ୍ର କାରଣ ।।

ଆମ ଭିତରେ ଥିବା ଏଇ ଦୂରତା କାହିଁ ଏବେ ନିକଟତର ଲାଗୁଛି,
ହେଲେ କେମିତି ବୁଝେଇବି ଏଇ ମନକୁ ବାର ବାର ବ୍ୟସ୍ତ ହେଇ ସେ ତୁମକୁ ଝୁରୁଛି ।। #ଦୂରତା
#ମନରଭାବନା

Puspanjali Rout

ଘଟଣା #ଓଡ଼ିଆଲେଖା #ମନରଭାବନା #nojota #puspanjali #Journey

read more

Rockz Ariyan SC....(Soumya)

" ଭୁଲି ପାରିବ ଯଦି ଭୁଲି ଯାଅ ,
ତୁମକୁ ମୁଁ ଅନୁମତି ଦେଉଛି ....... 
ନ ଭୁଲି ପାରିଲେ ଫେରି ଆସ 
ମୁଁ ପୁଣି ଥରେ ତୁମକୁ ସ୍ବାଗତ କରୁଛି ।"
#ମନରଭାବନା 
#ତୁମପାଇଁ #seaside

Hemanta kumar das

#ମୋସପନରାଣୀ#ଓଡ଼ିଆକବିତା#ମନରଭାବନା#ପ୍ରକୃତଭଲପାଇବା #poem

read more


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile