Nojoto: Largest Storytelling Platform

Best nojotoodiapoetry Shayari, Status, Quotes, Stories

Find the Best nojotoodiapoetry Shayari, Status, Quotes from top creators only on Nojoto App. Also find trending photos & videos about

  • 5 Followers
  • 7 Stories
    PopularLatestVideo

Sunita Patel

#SadStorytelling #nojotoodiapoetry #nojotoodia #ମୁଁଚାଲିଯିବାପରେ #କବିତା

read more
mute video

Priya Prayash

Mirror is my friend ଆଇନା ମୋର ବନ୍ଧୁ #ଓଡ଼ିଆ #odia #odianojoto #Odisha #odiapoem #nojotoodia #nojotoodisha #nojotoodiapoetry #nojota

read more
mute video

Priya Prayash

କବିତା- ନାରୀ ସମ୍ମାନ ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ ନାରୀ ଓ ବର୍ତ୍ତମାନର ସମାଜକୁ ଦୃଷ୍ଟିରେ ରଖି କବିତାଟି ରଚିତ ହୋଇଛି। #nojotonews #nojotoodia #nojotoodisha #nojotoodiapoetry #odia #odianojoto #odiapoem

read more
mute video

Priya Prayash

mute video

Priya Prayash

mute video

Sonu Dash

ଲୋକୋଙ୍କ ବିଚାରରେ ନାରୀ
_______________________________

ଜନ୍ମ ବେଳୁ ହୁଏ କାହା ଘରେ ଲକ୍ଷ୍ମୀ
ତ କାହା ପାଇଁ ବୋଝୋ ର ପତ୍ର।
ନାରୀ ନୁହେଁ ସେ ଅହିଶୁଲକ୍ଷଣି
ହୁଏ ପରିବରେ୍ ଖୁସି ର ପତ୍ର।।

ପ୍ରତି ମୁହୂର୍ତ୍ତ ରେ ସଂଗ୍ରାମ କରେ ସେ
ପିଇବାକୁ ତାର ସ୍ଥାନ ।
ସମାଜରେ କେବେ ହୁଏ ମହାନ ତ
କେବେ ପାଏ ହିଂସା ର ସ୍ଥାନ।।

ପରଘର ଝିଅ ଶୁଣୁ ଥାଏ କେବେ
କେବେ ଶୁଣେ ଘରର ଶ୍ରୀ।
କାହା ପାଇଁ ହୁଏ ସେ ଅସୁର ବଧିନି
କାହା ପାଇଁ ହୁଏ ସେ ଘରଣୀ ସ୍ତ୍ରୀ।।

ଲୋକୋଙ୍କ ମନକୁ ନେଇ ପାଇ ସେ ପରିଚୟ
କାଉଠି ମନ୍ଦ ତ କାଉଠି ଭଲ ।
ନାରୀ ର ଆଦରେ ହୁଏ ଶ୍ରୀ ଯୁକ୍ତ
ଅନାଦରେ ହୁଏ ନଷ୍ଟ ବ୍ୟକ୍ତି ର ପରିଚୟ।।

 -ସୋନୁ #Women_Special #Mylanguage #nojotoodiapoetry

Subrat kumar Das

ଅମାନିଆ ସେଇ ପିଲା ଦିନଟି #nojotoodiapoetry #shayeri #poem

read more
-:ଅମାନିଆ ସେଇ ପିଲା ଦିନଟି:-
ସ୍ନିଗ୍ଧ ସକାଳର ସୁରୁଜ କିରଣ             
         ବରଷାରେ ଭିଜା ସେ ଗାଆଁ ମାଟି
ଶୀତ ସକାଳର ଧୂନି ଜଳା ନିଆଁ          
         ଅମାନିଆ ସେଇ ପିଲା ଦିନଟି।।
ଖରା ବେଳର ସେ ସାଙ୍ଗ ସାଥି ମେଳେ 
          ଝଟକୀ ଉଠଇ ଆମ୍ବ ତୋଟା ଟି
ବର ଓହଳରେ ଡାଳି ମାଙ୍କୁଡ଼ି          
           ହଜିଚି ସେ ଦିନ କାହିଁ କେଉଁଠି
ଅମାନିଆ ସେଇ ପିଲା ଦିନଟି।।


- ସୁବ୍ରତ କୁମାର ଅମାନିଆ ସେଇ ପିଲା ଦିନଟି
#nojotoodiapoetry
#shayeri


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile