Find the Best Sambalpuri Shayari, Status, Quotes from top creators only on Nojoto App. Also find trending photos & videos aboutsambalpuri love shayari photo, sambalpuri love shayari, odia sambalpuri song a to z 320, sambalpuri song a to z, a mor pardesi babu sambalpuri video,
dil_ki.dhun
White ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ ପଛେ ଠିଆ ହେଇଛେଁ ମୁଇଁ ପଛକେ ମୁଡି କରି ଟିକେ ହଁସି ତ ଦିଅ ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ ନାଇଁ ହଁସ ବଏଲେ ପଛକେ ମୁଡି କରି ଟିକେ ଦେଖି ତ ଦିଅ ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ ପାଗଲା ଆଏ ଇ ଦିଲ ଇ ଦିଲ କେ ହେଲେ ମାଗି ତ ଦିଅ ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ।। ©dil_ki.dhun #sambalpuri. #love
Tafizul Sambalpuri
ଜୁହାର୍ ସବୁ ଅଏନ୍ ଅଛେ ବଏଲେ ତ କଥା ସରଲା ଆର୍ ଇ ପ୍ରିତିର୍ ଭାବ୍ କେନୁ ରହେଲା ତୁମେ ଏନ୍ତେହି ପଚାରୁ ଥ ମୁଇଁ କହି ଚାଲିଥିମି କହୁଥ ତୁମେ ଇ ମାଟି ମାଁ ଇ ପାହାଡ଼ ପର୍ବତ ଇ ନଏଦ୍ ନଲିଆ ଆମର୍ ଚାର୍ହିକୁତି କଥା ମୁଇଁ ହୁଁକାର୍ ଭରୁଥିମି ମଝି ମଝି ତୁମେ ସମ୍ବଲପୁରୀ ଗୀତ ଗାଏବ ମୁଇଁ ଶୋର ଧରୁଥିମି ଭୁଦୋ ଯାଇ ଶରାବନ୍ ଆସିଛେ ମନେ ପଡୁଛେ ସେ ଝଙ୍କେର୍ କଥା ତସଲା ଥି ମୁର୍ହି ମୁଗଫଲି ଧରି ଝରକାର୍ ମୁହେଁ ବସିକରି କେତେ କଥାନୀ ଶୁନି ଶୁନି ହେଉଥିଲୁ ଆମେ ଅଥା ସେ ବେଲ ଆଉ କାଇଁଛେ ଭାଇ ମୋବାଇଲ ଗୁଟେଥି ସାରା ସଂସାର ହୋଇଛେ ବାଇ ଚଷାର ଗୀତ ସୁନମା ଆସ ରଙ୍ଗବତୀ ତାଲେ ନାଚମା ଆସ ସୁଖ କହେମା ଦୁଃଖ ସୁନମା ଏନ୍ତେହି ଭାବ ପିରତି ବାଁଟୁଥିମା ତେଭେ କାଏନ ଲେତା ଥିବା ରହି ।। ©Tafizul Sambalpuri #Sambalpuri