Nojoto: Largest Storytelling Platform

ମଣିଷର କିଛି ଗୁଣ ଭଲ ଥାଏ ଏବଂ କିଛି ଗୁଣ ଖରାପ ଥାଏ।କିନ୍ତୁ

ମଣିଷର କିଛି ଗୁଣ ଭଲ ଥାଏ ଏବଂ କିଛି ଗୁଣ ଖରାପ ଥାଏ।କିନ୍ତୁ ଜନ୍ମରୁ କେହି ଏହି ଗୁଣ ଆଣିଥାନ୍ତି ନାହିଁ।ସମାଜରୁ ହିଁ  ଏହି ସମସ୍ତ ଗୁଣକୁ ସେମାନେ ଆଚରଣ କରିଥାନ୍ତି।ଯେଉଁମାନେ ଖରାପ ସଂଗତିରେ ପଡିଯାଆନ୍ତି ସେମାନେ କିଛି ଭୂଲ୍ କରିଦେଇଥାନ୍ତି ତାଙ୍କ ଜୀବନରେ ଏବଂ ସମୟ ମଧ୍ଯ ଦିନେ ଆସିବ ଓ ସେ ନିଜ ଭୂଲ୍ କୁ ବୁଝିବ ପଶ୍ଚାତାପ କରିବ।ସେହି ମଣିଷକୁ ଗୋଟିଏ ସୁଯୋଗ ନିହାତି ଦେବା ଦରକାର ଏବଂ ତାକୁ ଭଲ ମାର୍ଗକୁ ଆସିବା ପାଇଁ ସାହାଯ୍ୟ କରିବା ଉଚିତ୍।
         ମଣିଷ ବେଳେବେଳେ ପରିସ୍ଥିତିରେ ପଡି ଭୂଲ୍ ବାଟକୁ ଅଗ୍ରସର ହୋଇଥାଏ।ତେଣୁ ତାର ଗୁଣକୁ ବଦଳାଇବା ବିଷୟରେ ନିଶ୍ଚିତ ଥରେ ଭାବିବେ। ଗୁଣ
#yqodia 
#yqodiapoetry 
#yqodiawriting