Nojoto: Largest Storytelling Platform

କରିଦେଲେ ମନା କାଳେ, ମନ ହୋଇଥାଆନ୍ତା ଚୁନା; ସେ ପାଇଁ ମ

କରିଦେଲେ
 ମନା କାଳେ,
 ମନ ହୋଇଥାଆନ୍ତା 
ଚୁନା;
ସେ ପାଇଁ ମୁଁ 
ତମ ନାଁ ର
 ସନ୍ଧିକ୍ଷଣେ, ବାଢ଼ିଲି 
ହଁ ର ସାନ୍ତ୍ୱନା।।
ଭୁଲ କି ଠିକ୍ କରିଛି 
ଜାଣେନା ମୁଁ,
ଭାବକୁ ବୁଝି କଞ୍ଚା ମାଟିରେ;
ନୂତନ ଆଶା
 କୁ ଦେଇଛି ଚୁମି।।

 ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ଭୁଲ ଓ ଠିକ ଉପରେ। ଧ୍ୟାନ ରଖିବେ ଆପଣଙ୍କ ଲେଖାରେ ଉଭୟ ଶବ୍ଦ ବ୍ୟବହାର ହୋଇଥିବା ଦରକାର। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ ।

ଶୁଭେଚ୍ଛା ଓ ଶୁଭକାମନା। 

#ଭୁଲଠିକ #ଓଡ଼ିଆrapidfire #odiarapidfire #rapidfire challenge #collab #yqbhaina #yqodia #YourQuoteAndMine

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ଭୁଲ ଓ ଠିକ ଉପରେ। ଧ୍ୟାନ ରଖିବେ ଆପଣଙ୍କ ଲେଖାରେ ଉଭୟ ଶବ୍ଦ ବ୍ୟବହାର ହୋଇଥିବା ଦରକାର। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଶୁଭେଚ୍ଛା ଓ ଶୁଭକାମନା। #ଭୁଲଠିକ #ଓଡ଼ିଆrapidfire #odiarapidfire #rapidfire challenge #Collab #Yqbhaina #yqodia #YourQuoteAndMine