Nojoto: Largest Storytelling Platform

Best odiarapidfire Shayari, Status, Quotes, Stories

Find the Best odiarapidfire Shayari, Status, Quotes from top creators only on Nojoto App. Also find trending photos & videos about sad love shayari odia, odia new love shayari, love shayari odia photo, selfish dil odia, odia dil diwana heigala,

  • 15 Followers
  • 110 Stories

koushik lenka

ଆଜିର #rapidfire ରେ ମୋର ଏହି ପଦ ସହ ଯୋଡନ୍ତୁ ନିଜର କିଛି ମନଛୁଆଁ ପଂକ୍ତି। ଅଳ୍ପ ଶବ୍ଦରେ ଅନେକ କଥା ନେଇ ସଜାନ୍ତୁ ଏହି ପୃଷ୍ଠାକୁ ସମୟ ଏବେଠାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ। #odiarapidfire #Yqbhaina #yqodia #Collab #ଜହ୍ନତାରାଓଆକାଶ #YourQuoteAndMine Collaborating with YourQuote Bhaina

read more
ତା' ଗୋଲାପି ଓଠରେ ଗୁମୁରି କାନ୍ଦେ କେତେ କାହାଣୀ
ତଥାପି ତା' ଆଖିତଳ କଳାଦାଗ କେବେ ଫିକା ଦିଶେନି।। ଆଜିର #rapidfire ରେ ମୋର ଏହି ପଦ ସହ ଯୋଡନ୍ତୁ ନିଜର କିଛି ମନଛୁଆଁ ପଂକ୍ତି। ଅଳ୍ପ ଶବ୍ଦରେ ଅନେକ କଥା ନେଇ ସଜାନ୍ତୁ ଏହି ପୃଷ୍ଠାକୁ
 ସମୟ ଏବେଠାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ।
#odiarapidfire #yqbhaina #yqodia #collab #ଜହ୍ନତାରାଓଆକାଶ  #YourQuoteAndMine
Collaborating with YourQuote Bhaina

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ । #Challenge #YourQuoteAndMine #rapidfire #yqodia #Yqbhaina #ଓଡ଼ିଆrapidfire #odiarapidfire #ସୂର୍ଯ୍ୟଚନ୍ଦ୍ର

read more
ସୂର୍ଯ୍ୟ:- ମୁଁ ଲୁଚିଯାଏ, ତୁମ କୁମୁଦିନୀ ପ୍ରେମ କାହାଣୀ ପାଇଁ
ଜହ୍ନ:- ତମେ ଆସ ମୋ ଛାଇ ସାଥେ ନିଜକୁ ମିଶେଇବା ପାଇଁ 
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ ।

koushik lenka

କାହିଁକି କେଜାଣି ଏମିତି ତିନି ଧାଡ଼ି ଆସିଲା। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। ଶୁଭେଚ୍ଛା ଓ ଶୁଭକାମନା। #Challenge #YourQuoteAndMine #rapidfire #yqodia #Yqbhaina #ଓଡ଼ିଆrapidfire #odiarapidfire #ତିନିଧାଡ଼ି

read more
ନାଁ ଫୁଟେ ଏଠି ଶୀତର ଛତୁ ନାଁ ଭାସେ ଏଠି ବସନ୍ତ ର ବୋଇତ,
ଶେଷ ନିଃଶ୍ୱାସ ମୋ ନିରବେ କାନ୍ଦେ ସ୍ୱାଦ ତା ଖଟାଳିଆ କ‌ଇଁଥ,
ଜୀବନ ମୋ ମଲା କାଗଜ ର କାଗଜ ଡଙ୍ଗା ମନେ ଅଛି ସେ ଶରତ ର ନିଶୀଥ।। କାହିଁକି କେଜାଣି ଏମିତି ତିନି ଧାଡ଼ି ଆସିଲା।

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। 
ଶୁଭେଚ୍ଛା ଓ ଶୁଭକାମନା।

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ୯ ଟି ଶବ୍ଦର ଏକ କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୯ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଶୁଭେଚ୍ଛା ଓ ଶୁଭକାମନା। #Challenge #YourQuoteAndMine #rapidfire #yqodia #Yqbhaina #ଓଡ଼ିଆrapidfire #odiarapidfire #୯ଟିଶବ୍ଦରକବିତା

read more
ଅସଜଡ଼ା ଅକ୍ଷର ମୋ ସଜାଡ଼ିଲା,
ଯେବେ ଦକ୍ଷିଣା ମୋ ସପନ ଉଜାଡ଼ିଲା।। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ୯ ଟି ଶବ୍ଦର ଏକ କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୯ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ ।  


ଶୁଭେଚ୍ଛା ଓ ଶୁଭକାମନା।

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ସଂକ୍ଷେପରେ ଲେଖନ୍ତୁ ନାରର ଅନେକ ରୂପ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଉଦାହରଣ ସ୍ୱରୂପ ମୋର ଏକ ଛୋଟିଆ ପ୍ରୟାସ: ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। #Challenge #Collab #YourQuoteAndMine #rapidfire #yqodia #Yqbhaina #odiarapidfire #ନାରୀରଅନେକରୂପ

read more
ବିଜ୍ଞାନ କହେ "ଶକ୍ତି ର ସୃଷ୍ଟି ନାହିଁ, କି ବିନାଶ ନାହିଁ ଶକ୍ତି କେବଳ ଗୋଟିଏ ରୂପରୁ ଅନ୍ୟ ଏକ ରୂପ କୁ ରୂପାନ୍ତରିତ ହୁଏ"। ହେଲେ "ଶକ୍ତି!" କ'ଣ, କେମିତି ତା'ର ରୂପ, ରଙ୍ଗ, ସ୍ପର୍ଶ; ବୁଝାପଡ଼େ "ନାରୀ" ର ଜୀବନ କୁ ଦେଖି, ଶିଖି, ଅନୁଭବ, ଅନୁଭୂତି ଯୋଖି। 
ସତରେ ସେ ବ‌ଉଳଫୁଲ ର ବାସ ପରି, ପ୍ରଥମ କୁଆଁ ଶବଦ ରେ କିଏ କହେ, "ଲକ୍ଷ୍ମୀ", ଆଉ ପୁଣି ବିଦ୍ୟା ରେ ସିଦ୍ଧି ଲାଭ କରୁ କରୁ କିଏ କହେ "ସରସ୍ଵତୀ"। ସଂସାର ସୁରକ୍ଷା ପାଇଁ କେବେ ସେ ଅସ୍ତ୍ର ଧରି ସାଜେ "କାଳୀ",ତ ଆଉ କେବେ "ଶୁମ୍ଭ","ନିଶୁମ୍ଭ" ଙ୍କୁ ନିସ୍ତେଜ କରିବା ସହ ମହିଷାମର୍ଦ୍ଧିନୀ ମା' "ଦୁର୍ଗା"।
ନ ଇତି ଅରି ସେ ନାରୀ; ସେ ଏକାଧାରରେ ଜାୟା, ଜନନୀ, ଭଗିନୀ, ଧାତ୍ରୀ, ମାତୃରୂପିଣୀ। 
ଆଜିର rapid fire ସମୟ ସୀମା ମଧ୍ୟରେ ସଂକ୍ଷେପରେ ଲେଖନ୍ତୁ ନାରର ଅନେକ ରୂପ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 

ଉଦାହରଣ ସ୍ୱରୂପ ମୋର ଏକ ଛୋଟିଆ ପ୍ରୟାସ: 


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ।

koushik lenka

ଆଜିର rapid fire ବିଷୟବସ୍ତୁ ହେଉଛି ଅଳ୍ପ ଅଳ୍ପରେ। ଅର୍ଥାତ ଯେତେ କମ ଶବ୍ଦ ନେଇ ଆପଣ ମାନେ ଯେତେ ଅଧିକ ଲେଖିପାରିବେ। ଶେଷରେ ସେହି ବ୍ୟକ୍ତିଙ୍କୁ ଉଲ୍ଲେଖ ଦିଆଯିବ ଯିଏ ଅଳ୍ପ ଶବ୍ଦରେ ଖୁବ ମହତ୍ତ୍ୱପୂର୍ଣ୍ଣ କଥା କହିପାରିଥିବେ । ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଶୁଭେଚ୍ଛା ଓ ଶୁଭକାମନା। #ଅଳ୍ପଅଳ୍ପରେ ଓଡ଼ିଆrapidfire #odiarapidfire #rapidfire #Challenge #Collab #Yqbhaina #yqodia Y #YourQuoteAndMine

read more
ଯେତିକି ବରଷା ସେତିକି ଖରା,
                         ଭିଜା ବାସନା ସାଥେ ହସ ଝରା,
ସାଇକେଲ ରେ ଯାଉଥିଲା ଚ‌ଇତି ଧାରା,
                                ସେ ଝିଅ ନୁହେଁ ଫୁଲ ଝରା,
ଅଳ୍ପ ଅଳ୍ପରେ ଲଗେଇଲା ମନେ ପ୍ରେମ ର ନାରା।। ଆଜିର rapid fire ବିଷୟବସ୍ତୁ ହେଉଛି ଅଳ୍ପ ଅଳ୍ପରେ। ଅର୍ଥାତ ଯେତେ କମ ଶବ୍ଦ ନେଇ ଆପଣ ମାନେ ଯେତେ ଅଧିକ ଲେଖିପାରିବେ। ଶେଷରେ ସେହି ବ୍ୟକ୍ତିଙ୍କୁ ଉଲ୍ଲେଖ ଦିଆଯିବ ଯିଏ ଅଳ୍ପ ଶବ୍ଦରେ ଖୁବ ମହତ୍ତ୍ୱପୂର୍ଣ୍ଣ କଥା କହିପାରିଥିବେ । 
ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ ।  

ଶୁଭେଚ୍ଛା ଓ ଶୁଭକାମନା। 


#ଅଳ୍ପଅଳ୍ପରେ ଓଡ଼ିଆrapidfire #odiarapidfire #rapidfire #challenge #collab #yqbhaina #yqodia #Y

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ଭୁଲ ଓ ଠିକ ଉପରେ। ଧ୍ୟାନ ରଖିବେ ଆପଣଙ୍କ ଲେଖାରେ ଉଭୟ ଶବ୍ଦ ବ୍ୟବହାର ହୋଇଥିବା ଦରକାର। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଶୁଭେଚ୍ଛା ଓ ଶୁଭକାମନା। #ଭୁଲଠିକ #ଓଡ଼ିଆrapidfire #odiarapidfire #rapidfire challenge #Collab #Yqbhaina #yqodia You #YourQuoteAndMine

read more
କରିଦେଲେ
 ମନା କାଳେ,
 ମନ ହୋଇଥାଆନ୍ତା 
ଚୁନା;
ସେ ପାଇଁ ମୁଁ 
ତମ ନାଁ ର
 ସନ୍ଧିକ୍ଷଣେ, ବାଢ଼ିଲି 
ହଁ ର ସାନ୍ତ୍ୱନା।।
ଭୁଲ କି ଠିକ୍ କରିଛି 
ଜାଣେନା ମୁଁ,
ଭାବକୁ ବୁଝି କଞ୍ଚା ମାଟିରେ;
ନୂତନ ଆଶା
 କୁ ଦେଇଛି ଚୁମି।।

 ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ଭୁଲ ଓ ଠିକ ଉପରେ। ଧ୍ୟାନ ରଖିବେ ଆପଣଙ୍କ ଲେଖାରେ ଉଭୟ ଶବ୍ଦ ବ୍ୟବହାର ହୋଇଥିବା ଦରକାର। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ ।

ଶୁଭେଚ୍ଛା ଓ ଶୁଭକାମନା। 


#ଭୁଲଠିକ #ଓଡ଼ିଆrapidfire #odiarapidfire #rapidfire challenge #collab #yqbhaina #yqodia #You

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସ୍ୱପ୍ନ ଆଉ ସତ୍ୟ ଭିତରର ପାର୍ଥକ୍ୟ, ସାମଞ୍ଜସ୍ୟ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ଆପଣ ଚାହିଁଲେ ନିଜେ ସ୍ୱପ୍ନ କିମ୍ବା ସତ୍ୟ ବିଷୟରେ ଲେଖିପାରିବେ , ଚାହିଁଲେ ଗୋଟିଏ ସ୍ତମ୍ଭରେ ଲେଖି ଅନ୍ୟଟିକୁ collab ନିମନ୍ତେ ଖାଲି ଛାଡିପାରିବେ, ଚାହିଁଲେ ଅନ୍ୟ କାହା ସହ collab କରି ପାରିବେ। ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ #Challenge #Collab #YourQuoteAndMine #rapidfire #yqodia #Yqbhaina #odiarapidfire #ସ୍ୱପ୍ନସତ୍ୟ

read more
ସେ 🏠 ଘରେ ଆଉ କାହାକୁ ରଖିବା ର ମିଛ ପ୍ରଚେଷ୍ଟା ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସ୍ୱପ୍ନ ଆଉ ସତ୍ୟ ଭିତରର ପାର୍ଥକ୍ୟ, ସାମଞ୍ଜସ୍ୟ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ଆପଣ ଚାହିଁଲେ ନିଜେ ସ୍ୱପ୍ନ କିମ୍ବା ସତ୍ୟ ବିଷୟରେ ଲେଖିପାରିବେ , ଚାହିଁଲେ ଗୋଟିଏ ସ୍ତମ୍ଭରେ ଲେଖି ଅନ୍ୟଟିକୁ collab ନିମନ୍ତେ ଖାଲି ଛାଡିପାରିବେ, ଚାହିଁଲେ ଅନ୍ୟ କାହା ସହ collab କରି ପାରିବେ। ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସ୍ୱପ୍ନ ଆଉ ସତ୍ୟ ଭିତରର ପାର୍ଥକ୍ୟ, ସାମଞ୍ଜସ୍ୟ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ଆପଣ ଚାହିଁଲେ ନିଜେ ସ୍ୱପ୍ନ କିମ୍ବା ସତ୍ୟ ବିଷୟରେ ଲେଖିପାରିବେ , ଚାହିଁଲେ ଗୋଟିଏ ସ୍ତମ୍ଭରେ ଲେଖି ଅନ୍ୟଟିକୁ collab ନିମନ୍ତେ ଖାଲି ଛାଡିପାରିବେ, ଚାହିଁଲେ ଅନ୍ୟ କାହା ସହ collab କରି ପାରିବେ। ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ #Challenge #Collab #YourQuoteAndMine #rapidfire #yqodia #Yqbhaina #odiarapidfire #ସ୍ୱପ୍ନସତ୍ୟ

read more
ସ୍ୱପ୍ନ ର ସାଗର ବୁକୁରେ ନୀଳନୟନା ତୁମେ
ସ୍ୱପ୍ନ ର ଝରକା ରେ ଜୋଛନା ଭରା ଜହ୍ନ ଟିଏ
ସ୍ୱପ୍ନ ରେ ତୁମକୁ ମୁଁ ଦେଖିଛି
ସ୍ୱପ୍ନ ର ସାହାନାଈ ରେ ବେନାମୀ ଧୂନ୍ ଟିଏ





ସତ୍ୟ ର ଦ୍ୱାର ଦେଶେ ରକ୍ତଜବା ତୁମେ
ସତ୍ୟ ର କାଗଜ ରେ ରଙ୍ଗତୁଳୀ ଟିଏ
ସତ୍ୟ ରେ ଆଜି ବି ଖୋଜୁଛି
ସତ୍ୟ ର ହାରମୋନି ରେ ସାରେଗାମା ଟିଏ
 ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସ୍ୱପ୍ନ ଆଉ ସତ୍ୟ ଭିତରର ପାର୍ଥକ୍ୟ, ସାମଞ୍ଜସ୍ୟ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ଆପଣ ଚାହିଁଲେ ନିଜେ ସ୍ୱପ୍ନ କିମ୍ବା ସତ୍ୟ ବିଷୟରେ ଲେଖିପାରିବେ , ଚାହିଁଲେ ଗୋଟିଏ ସ୍ତମ୍ଭରେ ଲେଖି ଅନ୍ୟଟିକୁ collab ନିମନ୍ତେ ଖାଲି ଛାଡିପାରିବେ, ଚାହିଁଲେ ଅନ୍ୟ କାହା ସହ collab କରି ପାରିବେ। ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ବାରଟି ଶବ୍ଦରେ ଆପଣଙ୍କ କାହାଣୀ ବା କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଗୋଟିଏ ଲେଖାକୁ ଉଲ୍ଲେଖ କରାଯିବ ନାହିଁ। ଯେତୋଟି ଲେଖା ଭାଇନାଙ୍କୁ ପସନ୍ଦ ଆସିବ ସବୁ ଗୁଡିକୁ ସ୍ୱତନ୍ତ୍ର ଉଲ୍ଲେଖ ଦିଆଯିବ। ଏହି rapid fire #Challenge #Collab #YourQuoteAndMine #rapidfire #Yqbhaina #ଓଡ଼ିଆrapidfire #odiarapidfire #ବାରଟିଶବ୍ଦ

read more
ରା'ରୁ ମ ଯେତିକି ଦୂର,
    ସ୍ୱର୍ଣ୍ଣ ମୃଗ ପାଇବା ଆଶେ ସୀତା
ହୁଅନ୍ତି ବନବିଥିକା ରୁ ବହୁଦୂର।। 
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ବାରଟି ଶବ୍ଦରେ ଆପଣଙ୍କ କାହାଣୀ ବା କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଗୋଟିଏ ଲେଖାକୁ ଉଲ୍ଲେଖ କରାଯିବ ନାହିଁ। ଯେତୋଟି ଲେଖା ଭାଇନାଙ୍କୁ ପସନ୍ଦ ଆସିବ ସବୁ ଗୁଡିକୁ ସ୍ୱତନ୍ତ୍ର ଉଲ୍ଲେଖ ଦିଆଯିବ। 

ଏହି rapid fire
loader
Home
Explore
Events
Notification
Profile