Nojoto: Largest Storytelling Platform

ଜୀବନ ଏଇ ତେଢ଼ା ରାସ୍ତାରେ ଇଛା ହୁଏ, ଆଉ ନ ଚାଲି ରହି ଯିବ

ଜୀବନ ଏଇ ତେଢ଼ା ରାସ୍ତାରେ
ଇଛା ହୁଏ, 
ଆଉ ନ ଚାଲି
ରହି ଯିବି କିଛି କ୍ଷଣ, 
କିନ୍ତୁ ଜୀବନ ଯାତ୍ରାର
ଶେଷ ପାଇଁ ତ
ଚାଲିବାକୁ ହେବ
ଏ କଣ୍ଟକିତ ଦୁର୍ଗମ ପଥ,
ବାର ବାର ଆଘାତ ରେ
ରକ୍ତାକ୍ତ ଏ ମନ ଓ ହୃଦୟ ମୋ, 
ତଥାପି ଚାଲିଛି ଏକାକୀ ମୁଁ, 
ଜାଣେନା କେବେ ଶେଷ ହେବ ଏ ପଥ ! ଜୀବନ ଏଇ ତେଢା ରାସ୍ତା ରେ....... #odiakavita #yourquotedidi #yourquotebaba #odiawritings #yqbhaina #yqodia #jibana #mypen

ranjitajena2443

ranjita jena

New Creator

ଜୀବନ ଏଇ ତେଢା ରାସ୍ତା ରେ....... #odiakavita #yourquotedidi #yourquotebaba #odiawritings #Yqbhaina #yqodia #jibana #mypen