Nojoto: Largest Storytelling Platform

କିଛି ଠାରୁ ଅଧିକ (ଭାଗ - ୧୦) ସୈାରଭ ଯାଉଥାଏ ଅନେକ ସମୟର

କିଛି ଠାରୁ ଅଧିକ

(ଭାଗ - ୧୦) ସୈାରଭ ଯାଉଥାଏ ଅନେକ ସମୟର ଅନ୍ତରାଳେ ନିଜ ପରିବାରର ନିକଟତର।ପ୍ରିୟଙ୍କା ଅନୁଭବ କରୁଥାଏ ତା' ବୋଉର ସଂଲଗ୍ନ।ଯେଉଁ ପରିବାର,ଯେଉଁ ଆପଣାର ଆମକୁ ପ୍ରେମ ଶିଖାଏ କ'ଣ ପ୍ରେମ ପାଇଁ ତାଙ୍କୁ ଛାଡି ହୁଏ?

ପ୍ରେମର ଅନୁଭବ ହେବା ମାତ୍ରେ ତା' ଠୁ ଦୂରେଇ ଯିବାର ଯୋଜନା କରିବା ନିଶ୍ଚୟ ନିଜକୁ ନିଜ ଭାବନାର ବିଶ୍ୱାସଘାକତ ବନେଇ ଦିଏ।ପ୍ରିୟଙ୍କା କିଛି ସମୟ ଦେଖିଥିଲା ସ୍ବପ୍ନ, ତାକୁ ନେଇ।ସେଇ କିଛି ମୁହୂର୍ତ୍ତ ଥିଲା ଅମୂଲ୍ୟ।କିନ୍ତୁ ସେ ଅମୂଲ୍ୟ ସମ୍ପଦ ପାଇବାକୁ ତା'ର ବଞ୍ଚିବାକୁ ମୂଲ୍ୟବାନ ବନେଇଥିବା ଆପଣାର ମଣିଷକୁ କେମିତି ବା ଦୂରେଇ ପାରିବ!

-" ମୁଁ ବି ବହୁତ୍ ଭଲପାଏ ତୁମକୁ ସୈାରଭ।ତୁମ ଅମାପ ପ୍ରେମ ମତେ ବୋଧେ ବାଧ୍ୟ କଲା।ଜାଣିନି କେମିତି ଆଉ କେତେବେଳେ ଏସବୁ ହେଲା,ହେଲେ ହେଇଗଲା ମତେ ସେ ଅବିସ୍ମରଣୀୟ ସ୍ମୃତି ସବୁ ସାଉଁଟୁ ସାଉଁଟୁ ଅବିଶ୍ବାସକର ,ଅସମ୍ଭବ ପ୍ରେମ।ହଁ ସୈାରଭ ହେଇଗଲା ମତେ ତୁମ ସାଙ୍ଗରେ ଅଭୁଲା ପ୍ରେମ।ତମେ ମତେ ଠକି ଦେଇ ଚାଲିଯିବ କି?ମୁଁ ସବୁ ଛାଡ଼ିକି ଆସିଛି ତୁମ ପାଖକୁ।ଘର,ସ୍ବପ୍ନ,ପରିବାର ସବୁକିଛି।ଆମେ ଗଢ଼ିବା ଘର, ସ୍ବପ୍ନ ପରିବାର ସବୁକିଛି ।ଆମ ପାଇଁ, ଏକା ସାଙ୍ଗରେ।କେବଳ ତମେ ଆଉ ମୁଁ।ହଁ ସୈାରଭ କେବଳ ତମେ ଆଉ ମୁଁ।"
- "ପ୍ରିୟଙ୍କା।।ହଁ ପ୍ରିୟଙ୍କା।ମୁଁ ସବୁ ପାରିବି ତୁମ ପାଇଁ।ସମ୍ଭବ ଅସମ୍ଭବ ସବୁ। ତୁମ ସ୍ବପ୍ନ ଏବେ ଆମର।ମତେ ଆଜି ତମେ ଜୀବନ ଦେଇଛ।ସତରେ ଏସବୁ ସ୍ବପ୍ନ ନୁହଁ ତ! ଯଦି ସ୍ବପ୍ନ ,ଜୀବନସାରା ଆଖି ବନ୍ଦ କରି ରହିଯିବି। ମତେ କଥା ଦିଅ!କେବେ ବାଧ୍ୟ କରିବ ନାହିଁ ଏ ଆଖି ଖୋଲିବା ପାଇଁ।"

ପ୍ରିୟଙ୍କା ଡାହାଣ ହାତକୁ ଟାଣି ନିଜ ଦୁଇ ଆଖିରେ ରଖି କହୁଥାଏ ସୈାରଭ,"ଏମିତି ବନ୍ଦ୍ କରିଥାଅ ମୋ ଆଖି, କାଳେ ତମକୁ ଦେଖିବା ପାଇଁ ଅମାନିଆ ହେଇଯିବେ।"

ସୈାରଭ ଯାଉଥାଏ ଅନେକ ସମୟର ଅନ୍ତରାଳେ ନିଜ ପରିବାରର ନିକଟତର।ପ୍ରିୟଙ୍କା ଅନୁଭବ କରୁଥାଏ ତା' ବୋଉର ସଂଲଗ୍ନ।ଯେଉଁ ପରିବାର,ଯେଉଁ ଆପଣାର ଆମକୁ ପ୍ରେମ ଶିଖାଏ କ'ଣ ପ୍ରେମ ପାଇଁ ତାଙ୍କୁ ଛାଡି ହୁଏ? ପ୍ରେମର ଅନୁଭବ ହେବା ମାତ୍ରେ ତା' ଠୁ ଦୂରେଇ ଯିବାର ଯୋଜନା କରିବା ନିଶ୍ଚୟ ନିଜକୁ ନିଜ ଭାବନାର ବିଶ୍ୱାସଘାକତ ବନେଇ ଦିଏ।ପ୍ରିୟଙ୍କା କିଛି ସମୟ ଦେଖିଥିଲା ସ୍ବପ୍ନ, ତାକୁ ନେଇ।ସେଇ କିଛି ମୁହୂର୍ତ୍ତ ଥିଲା ଅମୂଲ୍ୟ।କିନ୍ତୁ ସେ ଅମୂଲ୍ୟ ସମ୍ପଦ ପାଇବାକୁ ତା'ର ବଞ୍ଚିବାକୁ ମୂଲ୍ୟବାନ ବନେଇଥିବା ଆପଣାର ମଣିଷକୁ କେମିତି ବା ଦୂରେଇ ପାରିବ! -" ମୁଁ ବି ବହୁତ୍ ଭଲପାଏ ତୁମକୁ ସୈାରଭ।ତୁମ ଅମାପ ପ୍ରେମ ମତେ ବୋଧେ ବାଧ୍ୟ କଲା।ଜାଣିନି କେମିତି ଆଉ କେତେବେଳେ ଏସବୁ ହେଲା,ହେଲେ ହେଇଗଲା ମତେ ସେ ଅବିସ୍ମରଣୀୟ ସ୍ମୃତି ସବୁ ସାଉଁଟୁ ସାଉଁଟୁ ଅବିଶ୍ବାସକର ,ଅସମ୍ଭବ ପ୍ରେମ।ହଁ ସୈାରଭ ହେଇଗଲା ମତେ ତୁମ ସାଙ୍ଗରେ ଅଭୁଲା ପ୍ରେମ।ତମେ ମତେ ଠକି ଦେଇ ଚାଲିଯିବ କି?ମୁଁ ସବୁ ଛାଡ଼ିକି ଆସିଛି ତୁମ ପାଖକୁ।ଘର,ସ୍ବପ୍ନ,ପରିବାର ସବୁକିଛି।ଆମେ ଗଢ଼ିବା ଘର, ସ୍ବପ୍ନ ପରିବାର ସବୁକିଛି ।ଆମ ପାଇଁ, ଏକା ସାଙ୍ଗରେ।କେବଳ ତମେ ଆଉ ମୁଁ।ହଁ ସୈାରଭ କେବଳ ତମେ ଆଉ ମୁଁ।" - "ପ୍ରିୟଙ୍କା।।ହଁ ପ୍ରିୟଙ୍କା।ମୁଁ ସବୁ ପାରିବି ତୁମ ପାଇଁ।ସମ୍ଭବ ଅସମ୍ଭବ ସବୁ। ତୁମ ସ୍ବପ୍ନ ଏବେ ଆମର।ମତେ ଆଜି ତମେ ଜୀବନ ଦେଇଛ।ସତରେ ଏସବୁ ସ୍ବପ୍ନ ନୁହଁ ତ! ଯଦି ସ୍ବପ୍ନ ,ଜୀବନସାରା ଆଖି ବନ୍ଦ କରି ରହିଯିବି। ମତେ କଥା ଦିଅ!କେବେ ବାଧ୍ୟ କରିବ ନାହିଁ ଏ ଆଖି ଖୋଲିବା ପାଇଁ।" ପ୍ରିୟଙ୍କା ଡାହାଣ ହାତକୁ ଟାଣି ନିଜ ଦୁଇ ଆଖିରେ ରଖି କହୁଥାଏ ସୈାରଭ,"ଏମିତି ବନ୍ଦ୍ କରିଥାଅ ମୋ ଆଖି, କାଳେ ତମକୁ ଦେଖିବା ପାଇଁ ଅମାନିଆ ହେଇଯିବେ।" #yqodia #କିଛିଠାରୁଅଧିକ