Nojoto: Largest Storytelling Platform

"ଦୁହିତା" କରଇ ଯିଏ ଦୁଇ କୁଳର ହିତ ଚିନ

                "ଦୁହିତା"

କରଇ ଯିଏ ଦୁଇ କୁଳର ହିତ ଚିନ୍ତା,
ଅଗ୍ନି ପରୀକ୍ଷା ଦେଇ ମଧ୍ଯ ହାରିଗଲେ ସୀତା।।

ରଖିଛି ମୋ ମନରେ ଭରି କେତେ ଯେ ଆଶା,
ପୁଣି ଡର ଲାଗେ ଭାଙ୍ଗି ଯିବ ନାହିଁ ତ ମୋ ଭରସା ।।

ବିଶ୍ବାସରେ ଭରପୁର ସମ୍ପର୍କ ଆମର ରହୁ,
ଯିବି ସାଜି ମୁଁ ତୁମ ଘରର ବୋହୂ ।।

ରଖିବ ନାହିଁ କିଛି ଯେ ବ୍ୟଥା ମନରେ,
ଖୋଲି କହିଦେବ ତୁମେ ମତେ ଥରେ ।।

ସ୍ବପ୍ନ ଥିଲା ମୋର ଭଲ ବୋହୂଟିଏ ହୋଇ,
ଚାଲିବି ସାଥିରେ ତୁମ ପାଦ ସହ ପାଦ ମିଶାଇ ।।

ଶେଷରେ ତୁମଠାରେ ମୋର ଏତିକି ପ୍ରାର୍ଥନା,
କେବେ ନ ଦେବ ମୋ ହୃଦୟରେ ଯାତନା ।।

 ଦୁହିତା-
एक लडकी दो कूल की होती है और हित करती है।इसीलिए उसे दुहिता कहा जाता है।
#yqodia 
#yqodiapoetry 
#yqodiaquotes 
#yqodiawriting 
#yqodiabhabana
                "ଦୁହିତା"

କରଇ ଯିଏ ଦୁଇ କୁଳର ହିତ ଚିନ୍ତା,
ଅଗ୍ନି ପରୀକ୍ଷା ଦେଇ ମଧ୍ଯ ହାରିଗଲେ ସୀତା।।

ରଖିଛି ମୋ ମନରେ ଭରି କେତେ ଯେ ଆଶା,
ପୁଣି ଡର ଲାଗେ ଭାଙ୍ଗି ଯିବ ନାହିଁ ତ ମୋ ଭରସା ।।

ବିଶ୍ବାସରେ ଭରପୁର ସମ୍ପର୍କ ଆମର ରହୁ,
ଯିବି ସାଜି ମୁଁ ତୁମ ଘରର ବୋହୂ ।।

ରଖିବ ନାହିଁ କିଛି ଯେ ବ୍ୟଥା ମନରେ,
ଖୋଲି କହିଦେବ ତୁମେ ମତେ ଥରେ ।।

ସ୍ବପ୍ନ ଥିଲା ମୋର ଭଲ ବୋହୂଟିଏ ହୋଇ,
ଚାଲିବି ସାଥିରେ ତୁମ ପାଦ ସହ ପାଦ ମିଶାଇ ।।

ଶେଷରେ ତୁମଠାରେ ମୋର ଏତିକି ପ୍ରାର୍ଥନା,
କେବେ ନ ଦେବ ମୋ ହୃଦୟରେ ଯାତନା ।।

 ଦୁହିତା-
एक लडकी दो कूल की होती है और हित करती है।इसीलिए उसे दुहिता कहा जाता है।
#yqodia 
#yqodiapoetry 
#yqodiaquotes 
#yqodiawriting 
#yqodiabhabana

ଦୁହିତା- एक लडकी दो कूल की होती है और हित करती है।इसीलिए उसे दुहिता कहा जाता है। #yqodia #yqodiapoetry #yqodiaquotes #yqodiawriting #yqodiabhabana