Nojoto: Largest Storytelling Platform

White ବୁଝିଛି ଗୋ ପ୍ରାଣ ସଙ୍ଗିନୀ କେବେ କରିବି ନାହିଁ ପର

White ବୁଝିଛି ଗୋ ପ୍ରାଣ ସଙ୍ଗିନୀ 
କେବେ କରିବି ନାହିଁ ପର 
ସଦା ସର୍ବଦା ମଧୁ ବାଣ୍ଟୁଥିବି 
ସାଜି ତୁମ ପ୍ରେମିକ ଭ୍ରମର।।

©Rajguru
  #love_shayari #nojolove #nojotodia #rajguru