Find the Best nojotodia Shayari, Status, Quotes from top creators only on Nojoto App. Also find trending photos & videos abouthttps://nojoto.com/amp/post/685bdfdf04e65f13862e14b7b61d22f8/love-sad-quotes-hindi-nojoto-nojotohindi-twoliner, https://nojoto.com/amp/post/5d645d61dbdd4e8285dc8310e48727f8/sad-reality-of-life-love-quotes-life-motivation-no, https://nojoto.com/amp/post/c41d9c88f11b0c7e523509e533ba932d/love-you-my-bhai-and-bhabhi-ajay-pasi-a-p, nojoto love shayari, nojoto love poetry,
Rajguru
White ବୁଝିଛି ଗୋ ପ୍ରାଣ ସଙ୍ଗିନୀ କେବେ କରିବି ନାହିଁ ପର ସଦା ସର୍ବଦା ମଧୁ ବାଣ୍ଟୁଥିବି ସାଜି ତୁମ ପ୍ରେମିକ ଭ୍ରମର।। ©Rajguru #love_shayari #nojolove #nojotodia #rajguru
#love_shayari #nojolove #nojotodia #rajguru
read moreRajguru
ସେ ଫୁଲେଇ ଦେଖାଏ ରଂଗ ତା' ନାକ ଅଗରେ ଲଂକା ରାଗ କେମିତି ବୁଝେଇବି ଜାଣିପାରେନା ମୁଁ ସେ ରାଗ ରଂଗରେ ଅବୁଝା ମୁଁ..... ©Rajguru #forbiddenlove #ରାଜଗୁରୁ #Nojotodia Anshu writer Miss khan Babita Kumari m raj. g The Janu Show
#forbiddenlove #ରାଜଗୁରୁ dia Anshu writer Miss khan Babita Kumari m raj. g The Janu Show
read moreRajguru
ଧୋକା ସେ ଦିଏ ଯେ ପ୍ରେମ ଆଉ ପରିସ୍ଥିତିର ଭିଡ଼ଭିତରେ ଫସିଯାଇ ନିଜର ଅସ୍ତିସ୍ତ୍ୱକୁ ହରେଇବସେ , ମହାଭାରତର ଅଭିମନ୍ୟୁ ପରି ଚକ୍ରବ୍ୟୁହକୁ ଭେଦ କରିନପାରି ଶେଷରେ ପରାଜିତ ସୈନିକଟି ପରି ନିଜ ପ୍ରେମକୁ ବଳିଦାନ ଦେଇଦିଏ ..... ପ୍ରେମର ଗଭୀରତାରୁ .....କ୍ରମଶଃ..✒ ©Rajguru #DhakeHuye #ରାଜଗୁରୁ #Love #Nojotodia Dhanraj Gamare Ayesha Aarya Singh Ankita Shukla indu singh Anupriya
#DhakeHuye #ରାଜଗୁରୁ Love dia Dhanraj Gamare Ayesha Aarya Singh Ankita Shukla indu singh Anupriya
read moreRajguru
ବର୍ତ୍ତମାନ ଏବଂ ଅତୀତର ସମୀକରଣରେ ଭବିଷ୍ୟତଟା ବିଚରା ବାସହରା ଯାଯାବର ପାଲଟିଯାଉଛି ବୁଝିପାରେନାହିଁ ଦୋଷ ଦେବ କାହାକୁ ବର୍ତ୍ତମାନକୁ ନା ଅତୀତକୁ || ©Rajguru #TimeChanges #FutureInThreeWords #Rajguru #Nojotodia Adv Rudra varshney Sudha Tripathi Durgesh nandani Ayushi Agrawal Anshu writer
#TimeChanges #FutureInThreeWords #rajguru dia Adv Rudra varshney Sudha Tripathi Durgesh nandani Ayushi Agrawal Anshu writer
read moreRajguru
ସମୟ ଯେବେ ହାତ ପାହନ୍ତରୁ ଚାଲିଯାଏ, ନିରବ ଅନ୍ତଃରୋଦନ ଏକମାତ୍ର ସାହା ଭରଷା... ଅନୁଭବ ଅନୁଚିନ୍ତାର ନିଦର୍ଶନ, ଏଇତ ଜୀବନ😔 ©Rajguru #ଏଇତଜୀବନ #WinterEve #Rajguru #Nojotodia Anupriya Anshu writer rasmi Dhyaan mira kiran kee kalam se
#ଏଇତଜୀବନ #WinterEve #rajguru dia Anupriya Anshu writer rasmi Dhyaan mira kiran kee kalam se
read moreRajguru
ଥରେ ଏ ମନକୁ ପଚାରି ଦେଖ ସେ ତୁମକୁ ଝୁରୁଛି କି ନାହିଁ | ହଁ ଥରେ ଏ ଆଖିକୁ ପଚାରି ଦେଖ ସେ ତୁମକୁ ଖୋଜୁଛି କି ନାହିଁ | ଜାଣିପାରିବ ତୁମ ସମସ୍ତ ପ୍ରଶ୍ନର ଉତ୍ତର || ©Rajguru #waiting #ପ୍ରଶ୍ନ #Rajguru #Nojotodia Swati Sk Manjur Durgesh nandani Ankita Shukla
Rajguru
ଅଧା ଅଧୁରାରୁ ଜୀବନର ଅୟଆରମ୍ଭ, ଚେନାଏ ହସ ବି ଭାଙ୍ଗିପାରେ ଶତ ସିଂହର ଦମ୍ଭ; ବଂଶୀର ସ୍ୱର ବି ବେ ସୁରା ହୋଇଯାଏ ଯେବେ ଭ୍ରମର ପ୍ରେମର ରାଗିଣୀ ଗୁଣୁଗୁଣାଏ || ©Rajguru #Rajguru #luv #Nojotodia Anshu writer Swati sk manjur IshQparast {Offical} Dhyaan mira
Rajguru
ସମୟର ଅଭାବ ....🕙 ଯେବେଠୁ Digital ସଂପର୍କ ସ୍ଥାପନ ହେଲାଣି, ସେବେଠୁ Physical ସଂପର୍କ ନିଜର ଅସ୍ଥିତ୍ୱ ଅନ୍ୱେଷଣରେ.. 👫 ©Rajguru #Thoughts #Rajguru #Nojotodia Madhiya Mir Sudha Tripathi Anshu writer rasmi Miss Poonam.PP
Thoughts #rajguru dia Madhiya Mir Sudha Tripathi Anshu writer rasmi Miss Poonam.PP
read moreS S BAD BOY
मैं और उसको भूल जाऊँ?? कैसी बात करते हो, सूरत तो फिर भी सूरत है वो नाम भी प्यारा लगता है... ©Sukhvinder Singh