Nojoto: Largest Storytelling Platform

ଫେବୃଆରୀ ପ୍ରେମ ସପ୍ତାହରେ କେଉଁ ଡେ ବୋଲି ଖୋଜୁ ଖୋଜୁ ମନେ

ଫେବୃଆରୀ  ପ୍ରେମ ସପ୍ତାହରେ କେଉଁ ଡେ ବୋଲି ଖୋଜୁ ଖୋଜୁ ମନେ ପଡିଗଲା ଶୀତ ସକାଳର ଆଉ ଟିକେ ଶୋଇ ଯିବାର ନିଦ ତୁ, ଲାଇନ ଚାଲିଗଲେ କୁନି ମହମବତୀ ଟିଏ ତୁ,  ପୁଣି ଗୁପଚୁପ ଖାଇସାରିଲା ପରେ ମାଗୁଥିବା ସେ ଶୁଖିଲାଟିଏର ଖୁସି ତୁ, ବର୍ଷା ପାଗରେ ଥଣ୍ଡା ଲାଗୁଥିବା ବେଳେ ଗରମ ଚା' ଢୋକେ ତୁ। ଫୋନ କରି ଯଦି ପଚାରେ କି ଏବେ କେଉଁ ସପ୍ତାହ, 'ମୁଁ ଜାଣିନି କଣ ଗୋଟେ ଭଲ ଦିନ ହେଇଥିବ ବୋଲି' କହୁଥିବା ହୁଣ୍ଡି ଟିଏ ତୁ। ଯେମିତି ନୂଆ ନୂଆ କଅଁଳ ଖରା ପଡି କାକର ମାନେ ଚକ ଚକ କରନ୍ତି,  ଅମାବାସ୍ୟା ରାତିର ଗାଢ଼ ନିଦ ପରେ ପହିଲି କିରଣ ତୁ। 

#କିଛି କଥା #valentinesweek 
#yqbhaina #yqodia