ଶପଥ ର ସାରଣୀ, ଦେଲେ ବସେଇ ମୋ ଘରଣୀ।। ଘାରିଛି ତା'ଙ୍କୁ କରୋନା ଭୟ, ରଙ୍ଗ ଅବିର ଦେଖି ହୁଅନ୍ତି ଅଥୟ।। ରାତିରୁ ଯାଇଛନ୍ତି ଶୋଇ, ବେଳା ବୁଡ଼ିଲାଣି ପହଡ଼ ନ ଫିଟଇ।। ସାନ ପୁଅ ମୋର ଥିରି ପଚାରିଲା, ମମ୍ମି ରଙ୍ଗ ତୋର କି ବିଗାଡ଼ିଲା।। ବଡ଼ ଝିଅ ଆଜି ପ୍ରଥମ ଥର ମା' ପଟ ନେଲା, ଜାଣି ପାରୁନି କି ହୁଣ୍ଡା, ରଙ୍ଗ ସବୁ ଚାଇନା ପାଲା।। (ଚାଲନ୍ତୁ ହସିବା ଅନୁଶୀର୍ଷକ ରେ) ଶପଥ ର ସାରଣୀ, ଦେଲେ ବସେଇ ମୋ ଘରଣୀ।। ଘାରିଛି ତା'ଙ୍କୁ କରୋନା ଭୟ, ରଙ୍ଗ ଅବିର ଦେଖି ହୁଅନ୍ତି ଅଥୟ।। ରାତିରୁ ଯାଇଛନ୍ତି ଶୋଇ, ବେଳା ବୁଡ଼ିଲାଣି ପହଡ଼ ନ ଫିଟଇ।।