Nojoto: Largest Storytelling Platform

ବିଦ୍ୟା ସାଧନା ଆଉ ପୂଜା ହେଇଥାଏ ଯାହା ବିନା ଲକ୍ଷ୍ୟ ସ୍ଥଳର

ବିଦ୍ୟା ସାଧନା ଆଉ ପୂଜା ହେଇଥାଏ ଯାହା ବିନା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଅର୍ଥ ହୀନ।କାରଣ ସେ ହିଁ ଲକ୍ଷ୍ୟ ସ୍ଥିରୀକୃତ କରିଥାଏ ଆଉ ସୁନିଶ୍ଚିତ ମଧ୍ୟ।ଆଉ ସେଠି ପହଞ୍ଚିବା ପରେ ଉତ୍ସୁକତା ବଦଳରେ ସେ ବିନମ୍ରତା ଶିଖେଇ ଥାଏ।ଏହା ଜୀବନର ଭାରସାମ୍ୟ ରକ୍ଷା କରି ଏହାକୁ ସନ୍ତୁଳିତ କରିଥାଏ।ବିଦ୍ୟା ଗ୍ରହଣ ପ୍ରଦାନ ଆଉ ସଂରକ୍ଷଣ ସବୁ ଦୈବିକ କାର୍ଯ୍ୟ ଯାହା କେବେ ଅନ୍ଧାରରେ ଲୀନ ହୁଏ ନାହିଁ କାରଣ ଏହାର ଅବସ୍ଥିତି ହିଁ ଆଲୋକର ଉତ୍ପତ୍ତି ସ୍ଥଳ। 
Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। 

#Collab #________ #yqbhaina #yqodia #odiakavita #challenge #odiawritings   #YourQuoteAndMine
Collaborating with YourQuote Bhaina

Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #________ #Yqbhaina #yqodia #odiakavita #Challenge #odiawritings #YourQuoteAndMine Collaborating with YourQuote Bhaina