Nojoto: Largest Storytelling Platform

ବର୍ତ୍ତମାନ ଏବଂ ଅତୀତର ସମୀକରଣରେ ଭବିଷ୍ୟତଟା ବିଚରା ବାସହ

ବର୍ତ୍ତମାନ ଏବଂ ଅତୀତର ସମୀକରଣରେ 
ଭବିଷ୍ୟତଟା ବିଚରା ବାସହରା ଯାଯାବର 
ପାଲଟିଯାଉଛି
ବୁଝିପାରେନାହିଁ ଦୋଷ ଦେବ କାହାକୁ
ବର୍ତ୍ତମାନକୁ ନା ଅତୀତକୁ ||

©Rajguru
  #TimeChanges #FutureInThreeWords #Rajguru #Nojotodia  Adv Rudra varshney Sudha Tripathi Durgesh nandani Ayushi Agrawal Anshu writer
rajguru7213

Rajguru

Bronze Star
New Creator

#TimeChanges #FutureInThreeWords #rajguru #nojotodia Adv Rudra varshney Sudha Tripathi Durgesh nandani Ayushi Agrawal @Anshu writer #ଜ୍ଞାନ

27 Views