Nojoto: Largest Storytelling Platform

ଯେତିକି ବରଷା ସେତିକି ଖରା, ଭ

ଯେତିକି ବରଷା ସେତିକି ଖରା,
                         ଭିଜା ବାସନା ସାଥେ ହସ ଝରା,
ସାଇକେଲ ରେ ଯାଉଥିଲା ଚ‌ଇତି ଧାରା,
                                ସେ ଝିଅ ନୁହେଁ ଫୁଲ ଝରା,
ଅଳ୍ପ ଅଳ୍ପରେ ଲଗେଇଲା ମନେ ପ୍ରେମ ର ନାରା।। ଆଜିର rapid fire ବିଷୟବସ୍ତୁ ହେଉଛି ଅଳ୍ପ ଅଳ୍ପରେ। ଅର୍ଥାତ ଯେତେ କମ ଶବ୍ଦ ନେଇ ଆପଣ ମାନେ ଯେତେ ଅଧିକ ଲେଖିପାରିବେ। ଶେଷରେ ସେହି ବ୍ୟକ୍ତିଙ୍କୁ ଉଲ୍ଲେଖ ଦିଆଯିବ ଯିଏ ଅଳ୍ପ ଶବ୍ଦରେ ଖୁବ ମହତ୍ତ୍ୱପୂର୍ଣ୍ଣ କଥା କହିପାରିଥିବେ । 
ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ ।  

ଶୁଭେଚ୍ଛା ଓ ଶୁଭକାମନା। 

#ଅଳ୍ପଅଳ୍ପରେ ଓଡ଼ିଆrapidfire #odiarapidfire #rapidfire #challenge #collab #yqbhaina #yqodia #YourQuoteAndMine
Collaborating with YourQuote Bhaina

ଆଜିର rapid fire ବିଷୟବସ୍ତୁ ହେଉଛି ଅଳ୍ପ ଅଳ୍ପରେ। ଅର୍ଥାତ ଯେତେ କମ ଶବ୍ଦ ନେଇ ଆପଣ ମାନେ ଯେତେ ଅଧିକ ଲେଖିପାରିବେ। ଶେଷରେ ସେହି ବ୍ୟକ୍ତିଙ୍କୁ ଉଲ୍ଲେଖ ଦିଆଯିବ ଯିଏ ଅଳ୍ପ ଶବ୍ଦରେ ଖୁବ ମହତ୍ତ୍ୱପୂର୍ଣ୍ଣ କଥା କହିପାରିଥିବେ । ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଶୁଭେଚ୍ଛା ଓ ଶୁଭକାମନା। #ଅଳ୍ପଅଳ୍ପରେ ଓଡ଼ିଆrapidfire #odiarapidfire #rapidfire #Challenge #Collab #Yqbhaina #yqodia #YourQuoteAndMine Collaborating with YourQuote Bhaina