Nojoto: Largest Storytelling Platform

ରା'ରୁ ମ ଯେତିକି ଦୂର, ସ୍ୱର୍ଣ୍ଣ ମୃଗ ପାଇବା ଆଶେ ସୀତ

ରା'ରୁ ମ ଯେତିକି ଦୂର,
    ସ୍ୱର୍ଣ୍ଣ ମୃଗ ପାଇବା ଆଶେ ସୀତା
ହୁଅନ୍ତି ବନବିଥିକା ରୁ ବହୁଦୂର।। 
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ବାରଟି ଶବ୍ଦରେ ଆପଣଙ୍କ କାହାଣୀ ବା କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଗୋଟିଏ ଲେଖାକୁ ଉଲ୍ଲେଖ କରାଯିବ ନାହିଁ। ଯେତୋଟି ଲେଖା ଭାଇନାଙ୍କୁ ପସନ୍ଦ ଆସିବ ସବୁ ଗୁଡିକୁ ସ୍ୱତନ୍ତ୍ର ଉଲ୍ଲେଖ ଦିଆଯିବ। 

ଏହି rapid fire ଅନ୍ତରେ ଆପଣମାନଙ୍କ ପାଇଁ ଅପେକ୍ଷା କରିଛି ଆଉ ଏକ ସୁନ୍ଦର ସାପ୍ତାହିକ ପ୍ରତିଯୋଗିତା ।

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ବାରଟି ଶବ୍ଦରେ ଆପଣଙ୍କ କାହାଣୀ ବା କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଗୋଟିଏ ଲେଖାକୁ ଉଲ୍ଲେଖ କରାଯିବ ନାହିଁ। ଯେତୋଟି ଲେଖା ଭାଇନାଙ୍କୁ ପସନ୍ଦ ଆସିବ ସବୁ ଗୁଡିକୁ ସ୍ୱତନ୍ତ୍ର ଉଲ୍ଲେଖ ଦିଆଯିବ। ଏହି rapid fire ଅନ୍ତରେ ଆପଣମାନଙ୍କ ପାଇଁ ଅପେକ୍ଷା କରିଛି ଆଉ ଏକ ସୁନ୍ଦର ସାପ୍ତାହିକ ପ୍ରତିଯୋଗିତା । #Challenge #Collab #YourQuoteAndMine #rapidfire #Yqbhaina #ଓଡ଼ିଆrapidfire #odiarapidfire #ବାରଟିଶବ୍ଦ